ଯାଜପୁର ରେ ପ୍ରଶାସନ ଦ୍ଵାରା ବିଭିନ୍ନ ନିର୍ବାଚନ ମଣ୍ଡଳିର ବୁଥ ଅନୁଧ୍ୟାନ ।

1440 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରେପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନ ଜିଲାପ୍ରଶାସନକୁ ଦେଇଛି କଡା ନିର୍ଦେଶ । ଯାଜପୁର ଜିଲା ପ୍ରଶାସନ ଏହି ଆôହାନକୁ ଗ୍ରହଣକରି ଜିଲାର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନିତିକ ହୋଡିଂ, ପୋଷ୍ଟର ବ୍ୟାନର ଆଦିକୁ ହଟାଇବାରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଜିଲାପାଳ ଓ ଏସ୍ ପି ମିଳିତ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳି ଗ୍ରସ୍ତ କରି ଏହାକୁ ସମିକ୍ଷା କରିବା ସହ ବୁଥ ଗୁଡିକୁ ଅନୁଧ୍ୟାନ କରୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ଜିଲାରେ ଏପ୍ରିଲ ୨୯ ତାରିଖରେ ୭ଟି ବିଧାନ ସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଳ୍ାର ୧୬୧୯ ଗୋଟି ମତଦାନ କେନ୍ଦ୍ରରେ ୧୪,୪୩,୫୭୭ ଜଣ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଆଦର୍ଶ ଆଚରଣବିଧିର ପାଳନ ଓ କଡାକଡି ତଦାରଖ ପାଇଁ ସମସ୍ତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯାଇଚ୍ଥି । କୌଣସି ସ୍ଥାନରେ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ହେଲେ ମୋବାଇଲ ଆପ ସି ଭିଜିଲ ଜରିଆରେ ଏହାର ଅଭିଯୋଗ କରାଯାଇପାରିବେ

Related Post

ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ର ପ୍ରତିବାଦ….ପ୍ରାଥମିକ ବିଦ୍ୟାଳୟର ରେ ତାଲା ପକାଇଲେ ଗ୍ରାମବାସୀ

Posted by - April 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦ…

ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତିର ପଞ୍ଚାୟତ ସ୍ତରୀୟ ସଂଘ ଗଠନ

Posted by - November 10, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ମହିଳା ମାନଙ୍କୁ ସ୍ଵାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତି ଆନୂକୂଲ୍ଯରେ କ୍ଷତ୍ରିୟବରପୁର ପଞ୍ଚାୟତରେ ଏକ ପଞ୍ଚାୟତ…

ଲଂଗଳେଶ୍ବରରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ଉଦଘାଟନ

Posted by - October 5, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଲଂଗଳେଶ୍ବର ଠାରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ସୋମବାର ଉଦଘାଟିତ ହୋଇଯାଇଛି।ମିଡ଼ିଆ ହାଉସ ସଭାପତି ଦୈନିକ ପ୍ରମେୟର ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଫିତାକାଟି ଉଦଘାଟନ…

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 0
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…

ସୁବର୍ଣ୍ଣ ରେଖା ବନ୍ଦର ବିରୋଧ,ଘଟଣା ସ୍ଥଳରେ ଉତ୍ତେଜନା

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡ ଗୋମୁଟି ଛକ ଠାରେ ସୁବର୍ଣ୍ଣ ରେଖା ବନ୍ଦର କର୍ତ୍ତୃ ପକ୍ଷ ବାଲିଆ ପାଳ ତହସିଲଦାରଙ୍କ ସହିତ ବନ୍ଦର…

Leave a comment

Your email address will not be published.