ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରେପେକ୍ଷ ଭାବେ ପରିଚାଳନା କରିବା ପାଇଁ ନିର୍ବାଚନ କମିଶନ ଜିଲାପ୍ରଶାସନକୁ ଦେଇଛି କଡା ନିର୍ଦେଶ । ଯାଜପୁର ଜିଲା ପ୍ରଶାସନ ଏହି ଆôହାନକୁ ଗ୍ରହଣକରି ଜିଲାର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନିତିକ ହୋଡିଂ, ପୋଷ୍ଟର ବ୍ୟାନର ଆଦିକୁ ହଟାଇବାରେ ଜୋରଦାର ପ୍ରୟାସ ଆରମ୍ଭ କରିଛି । ଜିଲାପାଳ ଓ ଏସ୍ ପି ମିଳିତ ଭାବେ ବିଭିନ୍ନ ନିର୍ବାଚନ ମଣ୍ଡଳି ଗ୍ରସ୍ତ କରି ଏହାକୁ ସମିକ୍ଷା କରିବା ସହ ବୁଥ ଗୁଡିକୁ ଅନୁଧ୍ୟାନ କରୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ଜିଲାରେ ଏପ୍ରିଲ ୨୯ ତାରିଖରେ ୭ଟି ବିଧାନ ସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଜିଲ୍ଳ୍ାର ୧୬୧୯ ଗୋଟି ମତଦାନ କେନ୍ଦ୍ରରେ ୧୪,୪୩,୫୭୭ ଜଣ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିପାରିବେ । ଆଦର୍ଶ ଆଚରଣବିଧିର ପାଳନ ଓ କଡାକଡି ତଦାରଖ ପାଇଁ ସମସ୍ତ ତହସିଲଦାର, ବି.ଡି.ଓ., ପୈାର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଟିମ ଗଠନ କରାଯାଇଚ୍ଥି । କୌଣସି ସ୍ଥାନରେ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ହେଲେ ମୋବାଇଲ ଆପ ସି ଭିଜିଲ ଜରିଆରେ ଏହାର ଅଭିଯୋଗ କରାଯାଇପାରିବେ
Breaking News
Related Post
ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ର ପ୍ରତିବାଦ….ପ୍ରାଥମିକ ବିଦ୍ୟାଳୟର ରେ ତାଲା ପକାଇଲେ ଗ୍ରାମବାସୀ
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଂଚାୟତ ସର୍ଗିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଙ୍କ ଆର୍ଥିକ ଅନିୟମିତତା ପ୍ରତିବାଦ…
ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତିର ପଞ୍ଚାୟତ ସ୍ତରୀୟ ସଂଘ ଗଠନ
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ମହିଳା ମାନଙ୍କୁ ସ୍ଵାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ୍ ଏବଂ ମିଶନ୍ ଶକ୍ତି ଆନୂକୂଲ୍ଯରେ କ୍ଷତ୍ରିୟବରପୁର ପଞ୍ଚାୟତରେ ଏକ ପଞ୍ଚାୟତ…
ଲଂଗଳେଶ୍ବରରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ଉଦଘାଟନ
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲିଆପାଳ ବ୍ଲକ ଲଂଗଳେଶ୍ବର ଠାରେ ମିଡ଼ିଆ ହାଉସ କାର୍ଯ୍ୟାଳୟ ସୋମବାର ଉଦଘାଟିତ ହୋଇଯାଇଛି।ମିଡ଼ିଆ ହାଉସ ସଭାପତି ଦୈନିକ ପ୍ରମେୟର ସାମ୍ବାଦିକ କୃପାସିନ୍ଧୁ ପଣ୍ଡା ଫିତାକାଟି ଉଦଘାଟନ…
ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…
ସୁବର୍ଣ୍ଣ ରେଖା ବନ୍ଦର ବିରୋଧ,ଘଟଣା ସ୍ଥଳରେ ଉତ୍ତେଜନା
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଡ ଗୋମୁଟି ଛକ ଠାରେ ସୁବର୍ଣ୍ଣ ରେଖା ବନ୍ଦର କର୍ତ୍ତୃ ପକ୍ଷ ବାଲିଆ ପାଳ ତହସିଲଦାରଙ୍କ ସହିତ ବନ୍ଦର…
ବଡ ଖବର
- ସରପଞ୍ଚ ହେଵତ ଏମିତି ନିର୍ବାଚନ ସମୟରେ କଥା ଦେଇ କଥା ରଖିଲେ ସରପଞ୍ଚ
- ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ
- ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମହାଶିବରାତ୍ରି ମେଳା ଉପଲକ୍ଷେ ସମିକ୍ଷା ବୈଠକ
- ଟପର୍ଣ୍ଣା ଗ୍ରାମରେ କୃଷକ କ୍ଷେତ୍ର ଦିବସ ପାଳିତ
- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ପଞ୍ଚଦଶ ମ୍ୟାଟ୍ରିକ ପରୀକ୍ଷାର୍ଥୀ ଦଳ ଶିଶୁ ମାନଙ୍କ ର ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ
- ହରିଶଙ୍କର ଠାରେ ଉପଖଣ୍ଡ ଦେବୋତ୍ତର କମିଟି ର ବୈଠକ ଶିବରାତ୍ରୀ ପାଇଁ ପ୍ରସ୍ତୁତି ସହ ବୁଲିଦେଖିଲେ ଉନ୍ନୟନ କାମ
- ଆଉ କିଛି ଘଣ୍ଟା ପରେ ଉଦ୍ଘାଟିତ ହେବ ଯାଜପୁର ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ସଙ୍ଗମ
- ବରମୁଣ୍ଡା ବସ୍ଷ୍ଟାଣ୍ଡରେ ରାତିଅଧିଆ ବୋମାମାଡ଼ ୩ ହୋଟେଲ କର୍ମଚାରୀ ଆହତ, ସିସିଟିଭି ଫୁଟେଜ୍ରୁ ଚିହ୍ନଟ ୨ ଅଟକ
- ପ୍ରକାଶ ପାଇଲା ଜେଇଇ ମେନ୍ ଫଳାଫଳ
- ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି, ଲୁଟର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା: କଂଗ୍ରେସ