‘ମୁଁ ଲଢ଼ିବି: ପ୍ରଦୀପ ମହାରଥୀ

1332 154

ବିବାଦ ଘେରରେ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗତ ଜାନୁୟାରୀ ୬ ତାରିଖରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ। ଅଦାଲତରୁ ପିପିଲି ଗଣଧର୍ଷଣ ମାମଲାର ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେବା ପରେ ମହାରଥୀ ତାତ୍ସଲ୍ୟ କରି କହିଥିଲେ ଯେ,‘ସତ୍ୟର ଜୟ ହୋଇଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ସେ ନବୀନ ନିବାସରେ ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ୧୯୮୫ ମସିହା ଠାରୁ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମହାରଥୀ ଦଳୀୟ ଟିକେଟ ପାଇଁ ଲବି କରିଥିବାର ଦଳୀୟ ସୂତ୍ରରୁ ପ୍ରକାଶ।

Facebook Notice for EU! You need to login to view and post FB Comments!

Related Post

ମହାନଦୀ ରୁ ମିଳିଲେ ତିନି ବିଗ୍ରହ

Posted by - July 27, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସତରେ କାଳିଆ ଠାକୁରର ଲୀଳାଖେଳା ସମସ୍ତଙ୍କୁ ଅଜଣା। ସେ କେଉଁ ରୂପରେ କାହାକୁ କେତେବେଳେ ଦର୍ଶନ ଦେବେ କହିବା ଅସମ୍ଭବ। ଏମିତି…

ଖବରକାଗଜ ହକର୍ ମାନଙ୍କପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା

Posted by - December 24, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଖବରକାଗଜ ହକର ମାନଙ୍କ ପାଇଁ ସ୍ଵତନ୍ତ୍ର କୋଭିଡ ସହାୟତା ବ୍ୟବସ୍ଥା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା…

ମାଓ ହମଲାରେ ୩ CRPF ଯବାନ ସହିଦ

Posted by - June 21, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବୋଡେନ୍ ବ୍ଲକ୍ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ହମଲା । ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ…

କଂଗ୍ରେସ ଦଳ ପକ୍ଷରୁ ଆଜି ବିନିକା ବନ୍ଦ

Posted by - June 25, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ ୭ ଟାରୁ ସଂନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି I ସୁବର୍ଣ୍ଣପୁର ଜିଲ୍ଲାରେ ରବି…

There are 154 comments

  1. Pingback: bahis siteleri

  2. Pingback: 3backsliding

Leave a comment

Your email address will not be published.