Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପାଞ୍ଚଟି ସଂସ୍ଥା, ପାଞ୍ଚଥର ସର୍ଭେ ପରେ ଭି ଠିକ ହେଇ ପାରୁନି ବିଜେଡ଼ି ର ପାର୍ଥୀ ଚୟନ

1313 42

ବିଧାନସଭା ଆସନ ସଂଖ୍ୟା ୧୪୭। ଲୋକସଭାର ୨୧ ଆସନ ପାଇଁ ମଧ୍ୟ ଆସନ୍ତା ନିର୍ବାଚନରେ ଭୋଟଗ୍ରହଣ ହେବ। ୩ କୋଟି ୧୮ଲକ୍ଷ ଭୋଟର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ।ଆଶାୟୀଙ୍କ ସଂଖ୍ୟା ଯେମିତି ବଢୁଛି, ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ଟିକେଟ ଘୋଷଣା ପରେ ବଢିପାରେ। କାରଣ ବଦନାମ ହୋଇଥିବା ନେତା ଟିକେଟ୍ ପାଇଁ ଆଶାୟୀ ରହିବେ। ହେଲେ ନବୀନଙ୍କ ନିଷ୍ପତ୍ତିକୁ ଭୋଟର ଯଦି ଗ୍ରହଣ କରନ୍ତି ଓ ପ୍ରାର୍ଥୀ ଚୟନ ଉପଯୁକ୍ତ ବୋଲି ସେମାେନ ବିଚାର କରନ୍ତି, ତେବେ ଗତ ନିର୍ବାଚନମାନଙ୍କ ଭଳି ବିେଜଡି ସପକ୍ଷରେ ମତଦାନ ଯିବ।ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି, ପର୍ଯ୍ୟବେକ୍ଷକଙ୍କ ରିେପାର୍ଟ, ବାଇଓଡାଟା ଉପରେ ଥରେ ନୁହେଁ, ପାଞ୍ଚ ପର୍ଯ୍ୟାୟରେ ଓ ପାଞ୍ଚଟି ସଂସ୍ଥା ଦ୍ବାରା ସର୍ଭେ କରାଯାଇଛି। ଏହି ସର୍ଭେ ରିପୋର୍ଟ ଟିକେଟ ବଣ୍ଟନ ପ୍ରକ୍ରିୟାର ବଡ଼ ଆଧାର େବାଲି କୁହାଯାଇପାରେ। ଯେଉଁ େନତା ଜିତିବେ, େସମାନଙ୍କୁ ଏକ ନମ୍ବର ତାଲିକାରେ ରଖାଯାଉଛି। ଏହା ପରେ ମୁଖିଆ କେବଳ ଚୂଡାନ୍ତ ନିଷ୍ପତ୍ତି େନବେ। ତେବେ ଗତ ନିର୍ବାଚନମାନଙ୍କରେ େଯତିକି ଆବେଦନ ଆସୁଥିଲା, ଏଥର ସଂଖ୍ୟା ସବୁ ରେକର୍ଡକୁ ଟପିଯାଇଛି। ଏପଟେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି। ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ବେଦପ୍ରକାଶ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଂଜନ ପଟ୍ଟନାୟକ, ମଙ୍ଗଳା କିଶାନ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର ଇସ୍ତାହାର କମିଟିର ସହ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି।

Facebook Notice for EU! You need to login to view and post FB Comments!

Related Post

୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର

Posted by - April 11, 2020 0
ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି…

ଲକ୍‌ଡାଉନ୍‌ରେ ତଡିଦେଲା ଘର ମାଲିକ : କଅଁଳା ଛୁଆକୁ ଧରି ହାଟ ପିଣ୍ଡିରେ ପରିବାର

Posted by - July 22, 2020 0
ଅନୁଗୁଳ:(ମହେଶ ଭୋମରାଜ)ଲକ୍‌ଡାଉନ୍ ଛଡ଼ାଇନେଲା ରୋଜଗାର । ଅର୍ଥାଭାବରୁ ଦେଇପାରିଲେନି ଘରଭଡ଼ା । ଫଳରେ ଘରୁ ତଡ଼ିଦେଲେ ଘରମାଲିକ  । ଆଉ ଏବେ ହାଟପିଣ୍ଡିରେ ମାଗିଜାଚି ଦୁଇ ଦିନର…

ରାଜ୍ୟବ୍ୟାପୀ ରାମନବମୀର ଧୂମ୍, ସବୁଠି ଭକ୍ତିମୟ ପରିବେଶ

Posted by - April 14, 2019 0
ପବିତ୍ର ରାମନବମୀରେ ରାଜ୍ୟ ର ବିଭିନ୍ନ ରାମ ମନ୍ଦିରରେ ଭକ୍ତିମୟ ପରିବେଶ। ମର୍ଯ୍ୟାଦା ପୁରୁଷଙ୍କ ଜନ୍ମତିଥିରେ ତାଙ୍କ ପୂଜା ଆରାଧନା ଲାଗି ସକାଳୁ ସକାଳୁ ଲାଗିଥିଲା ଭକ୍ତଙ୍କ…

There are 42 comments

  1. Hey there! I’ve been reading your blog for some time now and finally got the bravery to go ahead and giveyou a shout out from New Caney Tx! Just wanted to say keep up the fantastic work!

  2. That is a really good tip particularly to those fresh to the blogosphere. Short but very precise information… Thank you for sharing this one. A must read article!

  3. Another service? se necesita receta para comprar nitrofurantoina In Maine, a proposal to legalize the possession of small amounts of recreational marijuana failed in Lewiston and passed in South Portland, advocacy groups said

Leave a comment

Your email address will not be published.