ଜଗନ୍ନାଥ ସଡ଼କ ଉପରେ ତିଆରି ହୋଇଥିବା ସେତୁ ର ଶଙ୍କଟାପର୍ଣ୍ଣ ଅବସ୍ଥା

276 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ) ବୌଦ୍ଧ ଜିଲ୍ଲା ରୁ ବାହାରି ମହାନଦୀ କୂଳେ କୂଳେ ଜଗନ୍ନାଥ କ୍ଷେତ୍ର ପୁରୀ କୁ ସିଧାସଳଖ ଲମ୍ବୀଯାଇଥିବା ରାସ୍ତା ର ନାମ ଜଗନ୍ନାଥ ସଡ଼କ!ଦୀର୍ଘ ବର୍ଷ ରୁ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ଏହି ରାସ୍ତା ର ପ୍ରଶସ୍ତି କରଣ ୪ ବର୍ଷ ଧରିବୌଦ୍ଧ ରୁ ହରଭଙ୍ଗା ପ୍ରାୟ ୬୦ କିଲୋମିଟର  ଚାଲୁରହିଛି। ରାସ୍ତା କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ହେଉଥିଲେବି ନା ଠିକାଦାର, ଯନ୍ତ୍ରୀ କି ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଛୋଟ ଛୋଟ ପୋଲ ଗୁଡିକର ପ୍ରଶସ୍ତି ପୁରୁଣା ପୋଲ କୁ ନ ହଟାଇ ତାହା କୁ ମିଶାଇ ନୂଆ ପୋଲ ରେ ବିଲ କରାଯାଇଛି। ବଡ ବଡ଼ ବ୍ରିଜ଼ ଗୁଡିକ କଥା ନକହିବା ଭଲ।

ଦୁଇ ବର୍ଷ ପୂର୍ବରୁ ସଂପୂର୍ଣ୍ଣ ହୋଇଥିବାହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ର  ରାମଗଡ ଲଷ୍ମୀ ନାଳ ଉପରେ ତିଆରି ହୋଉଥିବା ବ୍ରିଜ଼ ର ଉଚ୍ଚତା ୪୦ ଫୁଟ ରହିଥିବା ବେଳେ ବ୍ରିଜ଼ ର ଉଭୟ ପାର୍ଶ୍ୱରେ ଥିବା ରାସ୍ତା ର ଅବସ୍ଥା ଏଵେ ଶୋଚନୀୟ ଅବସ୍ଥାରେ। ଟିକିଏ ବର୍ଷା ରେ ମାଟି ଧୋଇହୋଇ ବ୍ରିଜ଼ ର ଉଭୟ ପାଖରେ ବିରାଟ ବିରାଟ ଖାଲ ଓ ରାସ୍ତା ର ଉଭୟ ପାଖର ମାଟି ଧୋଇ ହୋଇ ଅଣଓସାରିଆ ହୋଇଗଲାଣି। ଯଦି ଯଥା ଶୀଘ୍ର ବ୍ରିଜ଼ କୁ ଲଗାଇ ରାସ୍ତାର ଉଭୟ ପାଖ ୱାଲ ଦିଆ ନ ଯାଏ ସୁନିଶ୍ଚିତ ଏବର୍ଷ ବ୍ରିଜ଼ ଉଭୟ ପାଖ ରାସ୍ତା ବର୍ଷl ଓ ନାଳ, ନଦୀ ବଢ଼ିରେ ବିଛିନ୍ନ ହେବ।

ଏଣୁ ଯଥା ଶୀଘ୍ର ପ୍ରଶାସନ ଏହାଉପରେ ନଜର ପକାଇ ସମସ୍ୟା ର ସମାଧାନ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ନହେଲେ ଟିକିଏ ଅବହେଳାରେ ସରକାରଙ୍କ କୋଟିକୋଟି ଟଙ୍କା ବଢ଼ିରେ ଭାସିଯିବ।ଯଦି ଯଥା ଶୀଘ୍ର ବ୍ରିଜ଼ କୁ ଲଗାଇ ରାସ୍ତାର ଉଭୟ ପାଖ ୱାଲ ଦିଆ ନ ଯାଏ ସୁନିଶ୍ଚିତ ଏବର୍ଷ ବ୍ରିଜ଼ ଉଭୟ ପାଖ ରାସ୍ତା ବର୍ଷl ଓ ନାଳ, ନଦୀ ବଢ଼ିରେ ବିଛିନ୍ନ ହେବ। ଏଣୁ ଯଥା ଶୀଘ୍ର ପ୍ରଶାସନ ଏହାଉପରେ ନଜର ପକାଇ ସମସ୍ୟା ର ସମାଧାନ କରିବା ପାଇଁ  ଜନସାଧାରଣ ରେ ଦାବିହେଉଛି।

Related Post

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୨୦୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

Posted by - January 14, 2021 0
ଭବାନିପାଟଣା:ମୂଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗ୍ରସ୍ତ କରି ୧୦୬୪ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ରେ ନିର୍ମିତ ୫୪ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧୦୨୦…

ମନରେଗା ଯୋଜନାରେ ମହାଲୁଟ, ମିଥ୍ୟା ବିଲ୍ ଉଠାଇବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

Posted by - May 21, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମ ପଞ୍ଚାୟତର ସର୍ଗିପାଲି ଗ୍ରାମ ଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ…

ନାବାଳକ ନିଖୋଜ? ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କଲେ ପରିବାର ଲୋକେ

Posted by - June 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜୈନିକ ନାବାଳକ ନିଖୋଜ ହେବା ଘଟଣା ରେ ତାର ବଡଭାଇ ଭବାନୀପାଟଣା ଟାଉନ ଥାନାରେ ଏତଲା ଦାଖଲ କରିଛନ୍ତି।ପ୍ରାପ୍ତ…

ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ଜିଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ

Posted by - April 19, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳର ବ୍ୟାପକ ସମସ୍ୟା ସମାଧାନ ଦାବିରେ ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଞ୍ଚ ପକ୍ଷରୁ ଜିଲା ପ୍ରଶାସନ…

କଟକ କଂଗ୍ରେସ ର ସମୀକ୍ଷା ବୈଠକ,ଲୋକମାନଙ୍କ ମୌଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ

Posted by - November 22, 2020 0
କଟକ : କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ…