ଗଞ୍ଜେଇ ଚାଲାଣର ୨ ସହଯୋଗୀଙ୍କୁ କୋର୍ଟ ଚାଲାଣ,ଗଞ୍ଜେଇ ଗାଡି ଜବତ

664 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସନ୍ଦେହକରି ରାଇଘର ପୁଲିସ ସୋମବାର ରାତିରେ ଏକ କାରକୁ ଅଟକାଇ ଥିଲେ। କାରର ନ -CG 04 NJ 0269, କାରଟି ମମତା ବାଚାଡ ନାମରେ ଥିଲା ବୋଲି ପୋଲିସ ଦ୍ବାରା କୁହାଯାଇଛି । ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ଗାଡ଼ିରେ ଥିବା ଦୁଇ ଜଣ ଯୁବକ ଦୁଇ ଭାଇ ବଡ଼ ଭାଇ କାଯ୍ୟରଥ ଆଇ.ଆର.ବି ଶ୍ରୀ ସୁଜିତ୍ ବାଚାଡ ଓ ସାନ ଭାଇ ଅରବିନ୍ଦ ବାଚାଡ କୁ ପୁଲିସ ହାଜତରେ ରଖି ପଚରାଉଚରା ଚଳାଇଥିଲେ। କିନ୍ତୁ ପୁଲିସ ଘଟଣା ସମ୍ପର୍କରେ ସ୍ପଷ୍ଟ କରୁନଥିଲା।  ରାଇଘର ପୁଲିସ ଦ୍ବାରା ୩୦ ଘଣ୍ଟା ପରେ ଦୁଇ ଭାଇ ଙ୍କୁ କୋଟ ଚାଲାଣ କରାଗଲା।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯୋଗୁଁ ଏହି ଗାଡ଼ିଟିକୁ ଜବତ୍ କରାଯାଇଥିବା ବେଳେ ପ୍ରାୟ ୩୦ ଘଣ୍ଟା ଧରି ତଦନ୍ତ ପରେ ରାଇଘର ପୁଲିସ ଗାଡିରେ କିଛି ନ ଥିବା ଓ ଯୁବକ ଦୁଇଜଣଙ୍କ ପାଖରେ ୫୨୦୦୦ ଟଙ୍କା ପାଇଥିବାର ସୂଚନା ପ୍ରଦାନ କରିଥିଲେ ।ଏହି ୩୦ ଘଣ୍ଟା କାହିଁକି ବିଲମ୍ବ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହା ପରେ ଦୁଇ ଭାଇଙ୍କୁ ରାଇଘର ପୁଲିସ ଦ୍ବାରା କୋଟ ଚାଲାଣ କରାଯାଇଥିଲା ଏବଂ ରାଇଘର ପୁଲିସ ଦ୍ବାରା ପ୍ରେସ ମିଟିଂ କରିବା ପରିବର୍ତେ ଏଭଳି କୋଟ ଚାଲାଣ କରିଥିବା କୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି ଘଟଣାର ଏକ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ଏହାର ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।

Related Post

ଦୟାନିଧି ହତ୍ୟା ଘଟଣା ସାଇଣ୍ଟିଫିକ ଟିମ ଓ ପୁଲିସ ର ତଦନ୍ତ ଜାରି ୨ ଅଭିଯୁକ୍ତ ଅଟକ

Posted by - November 29, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗାଁ ରେ ଜଣେ ଯୁବକ ଙ୍କୁ ନିର୍ମମ ହତ୍ୟା ଅଭିଯୋଗ…

ଡକାୟତି ଗ୍ୟାଙ୍ଗର ମୁଖ୍ୟ ଗିରଫ୍ : ସାତଟି ମାମଲାରେ ଜଡିତ ଥିଲା ଏହି ମାଷ୍ଟର ମାଇଣ୍ଡ

Posted by - August 17, 2022 0
‌ଭବାନିପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓ ନର୍ଲା ଥାନା ଅଞ୍ଚଳରେ ଚୋରି ଡକାୟତି ଆଦି ୭ ଟି ମାମଲାରେ…

ସାବଧାନ ମୋବାଇଲ୍‌ ଫୋନ୍‌ରେ ଆପଣାଛାଏଁ ଏକ ଆପ୍‌ ଇନ୍‌ଷ୍ଟଲ୍‌ ହୋଇ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୬୦ ହଜାର ଟଙ୍କା ହଡପ

Posted by - February 8, 2019 0
ଜଣେ ୫୨ ବର୍ଷିୟ ବ୍ୟବସାୟୀ ମୋବାଇଲ୍‌ ଫୋନ୍‌କୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ଛଳନା କରି କୌଣସି ଠକ ପଠାଇଥିବା ଗୋଟିଏ ଲିଙ୍କ୍‌କୁ ସେ କ୍ଲିକ୍‌…

ବସ୍ତା ଅବକାରୀ ଚଢାଉ:୩ ଗିରଫ

Posted by - March 30, 2022 0
ବାଲେଶ୍ଵର:ଘଟଣାରୁ ପ୍ରକାଶ ଗତ କାଲି ବିଳମ୍ବିତ ରାତିରେ ଅବକାରୀ ଉପାୟନ୍ତ ଅଶୋକ ଶତପଥୀ ଙ୍କ ନିର୍ଦେଶ କ୍ରମେ ଅବକାରୀ ସୁପରିଟେଣ୍ଟ ସୁଶାନ୍ତ ପାଢ଼ୀଙ୍କ ତତ୍ୱାବଧାନ ରେ ବସ୍ତା…

ନୃଶଂସ ସାଜିଲା ସ୍ୱାମୀ,ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ

Posted by - February 13, 2020 7
ମୟୁରଭଞ:13/02 (ସୀତାରାମ ଦୀକ୍ଷିତ) ନୃଶଂସ ସାଜିଲା ସ୍ୱାମୀ।ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ।…