Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରକ୍ତଦାନ ଶିବିର ଆୟୋଜନ କରି ଜନ୍ମଦିନ ପାଳିଲେ ଯୁବସମାଜସେବୀ

492 0

ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁର ଯାଜପୁର ଜିଲ୍ଲା ସଂଯୋଜକ ଯୁବସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ ସବୁବର୍ଷ ପରି ଚଳିତ ବର୍ଷ ତାଙ୍କର ୪୧ତମ ଜନ୍ମ ଦିବସକୁ ଟ୍ରଷ୍ଟ ପକ୍ଷରୁ ବରୀ ବ୍ଲକ ଧାରପୁର ପଂଚାୟତ ର ଗାନ୍ଧୀ ଭବନରେ ରକ୍ତଦାନ ଶିବିର ଅନୁଷ୍ଠତ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଏକ ମହତ କାର୍ଯ୍ୟ ବୋଲି ସେ ପ୍ରକାଶ କରିଛନ୍ତି ।

ଉକ୍ତ ରକ୍ତଦାନ କାର୍ଯ୍ୟ କ୍ରମରେ ଯାଜପୁର ରକ୍ତ ଭାଣ୍ଡର ସହାୟତାରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଟ୍ରଷ୍ଟର ବରୀ ଶାଖା ସଂଯୋଜକ ବିଜୟ ସାହୁ ଉଦଘାଟନ କରିଥିବା ବେଳେ ବିରେନ ରାଉତ,ତୁଷାର ଶାନ୍ତି, କୁନମୁନ ଶାନ୍ତି, ଧୀରେନ ରାଉତ, ସଂଗ୍ରାମ ସାହୁ, ଦେବାଶିଷ ଧଳ ପ୍ରମୁଖ କର୍ଯ୍ୟକର୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ସମାଜସେବୀଙ୍କ ଏପର ନିଆରା ଢଙ୍ଗରେ ଜନ୍ମ ବାର୍ଷିକ ପାଳନକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

 

Related Post

ବୌଦ୍ଧ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କରଡି ବାବା ଚମ୍ପେଶ୍ୱର ଶୈବ ପୀଠରେ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ଏକ ବୈଠକ ବିଶିଷ୍ଟ ପାଲା ଗାୟକ ବାଞ୍ଛାନିଧି ନାୟକଙ୍କ ସଭାପତିତ୍ୱରେ ସୋମବାର…

ପଞ୍ଚାୟତ ହାଈ ସ୍କୁଲ ସଂଗ୍ରାମପୁର ରେ “ମୋ ସ୍କୁଲ ଅଭିଯାନ “ର ତୃତୀୟ ବୈଠକ 

Posted by - October 12, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ତlଲସରଡା ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର  ପଞ୍ଚାୟତ ହାଈ ସ୍କୁଲ ର ଶିକ୍ଷକ ଏବଂ ପୁରାତନ ଛାତ୍ର ମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…

ଠାକୁରଗଡ ୟୁଥ ପାୱାରର ପ୍ରତିଷ୍ଠା ଦିବସ, ରକ୍ତଦାନ ଶିବିର ରେ ୧୮୭ ୟୁନିଟ ରକ୍ତ ସଂଗ୍ରହ

Posted by - November 8, 2019 154
ଅନୁଗୁଳ:(ମହେଶ ଭୋମରାଜ)ଆଜିର ସ୍ୱାର୍ଥପର ସମାଜରେ ମାନବିକତାକୁ ବଞ୍ଚାଇ ରଖିବା ସହ ଅସହାୟ ମାନଙ୍କର ଦୁଃଖରେ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇବା ପାଇଁ ଅାଜି ଅନୁଗୋଳ…

ରାସ ପୂର୍ଣ୍ଣମା ଅବସରରେ ସଂକୁଲୋଇ ଗ୍ରାମରେ ଆଞ୍ଚଳିକ ବ୍ଲକ କଳାକାର ଓ ସଂକୃତି ସଂଘ ର ଦ୍ୱିତୀୟ ବ୍ଲକ ସ୍ତରୀୟ ମହୋତ୍ସବ ପାଳିତ.

Posted by - November 9, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) କାର୍ତିକ ମାସକୁ ହିନ୍ଦୁ ପରମ୍ପରା ଅନୁଯାଇ ଧାର୍ମିକ ବୋଲି ଲୋକେ ପାଳନ କରନ୍ତି । ଏହି ମାସର ପୁର୍ଣିମା ଦିନକୁ ବହୁ…