Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରୀ ବ୍ଲକ ପୂର୍ବତନ ଅଧକ୍ଷ ଗଗନ ବିହାରୀ ଜେନାଙ୍କ ପରଲୋକ

342 0

ଯାଜପୁରଅଫିସ :ମହାମାରୀ କରୋନା ର ଦ୍ୱିତୀୟଲହର ବରୀ ରେ ତାଣ୍ଡବ ଲୀଳା କରୁଛି, ଏଥିରେ ବରୀ ବ୍ଲକ ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ରାଜନୀତିଜ୍ଞ ଗଗନ ବିହାରୀ ଜେନା (୬୬)ଙ୍କ ପରଲୋକ ଘଟିଛି, ସ୍ବର୍ଗତ ଜେନା କରୋନା ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଧୀନ ଥିଲା ବେଳେ ସୋମବାର ରାତିରେ ତାଙ୍କ ର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି, ସ୍ବର୍ଗତ ଜେନା ଛାତ୍ର ଜୀବନରୁ ରାଜନୀତିରେ ରହି ୧୯୯୨ରେ ବରୀ ବ୍ଲକ ଅଧକ୍ଷ ପଦବୀ ଅଳଙ୍କୃତ କରିଥିଲେ।

୨୦୧୪ ରେ କଂଗ୍ରେସ ଦଳରୁ ବରୀ ନିର୍ବାଚନ ମଣ୍ଡଳୀ ରୁ ବିଧାନସଭା ପ୍ରାଥୀହୋଇ ପରାଜିତ ହୋଇଥିଲେ, ବିଭିନ୍ନ ଅନୁଷ୍ଠାନ ରେ ସମ୍ପୃତି ରହି ବରୀ ର ବିକାଶ ଉପରେ ଗୁରୁତ୍ୱ ଦେଉ ଥିଲେ, ରାଜନୀତିରେ ଚର୍ଚିତ ଚେହେରା ଭାବେ ସମଗ୍ର ଜିଲାରେ ପରିଚିତ ଥିଲେ, ଅମାୟିକଭଦ୍ର ସରଳ ବ୍ୟକ୍ତି ତ୍ବ ପାଇଁ ସମସ୍ତ ଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ, ସ୍ବର୍ଗତ ଜେନାଙ୍କପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ସାମାଜିକ ଗଣମାଧ୍ୟମ ରେ ଜେନା ଙ୍କ ମୃତ୍ୟୁ କୁ ନେଇ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷରେ ଗଭୀର ଶୋକ ପ୍ରକାଶ କରାଯାଉଥିବା ଦେଖିବାକୁ ମିଳୁଛି।

୧୯୯୦ ରେ ସର୍ବ ଭାରତୀୟ ରବର ବୋର୍ଡ ର ସଭ୍ୟ ରହିଥିଲେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି, ବରୀ ବିଧାୟିକା ସୁନନ୍ଦା ଦାସ, ଧାରପୁର ସେବାସମବାୟ ସମିତି ର ପୂର୍ବତନ ସଭାପତି ସରୋଜ କୁମାର ଜେନା, ସମାଜସେବୀ ସନତ ଜେନା, ବିଶ୍ୱ ଓଡିଆ ସମାଜ ର ଅଧକ୍ଷ କିଶୋର ଦ୍ବିବେଦୀ, ଯାଜପୁର ଶାଖା ଉତ୍କଳ ସାମ୍ବାଦିକ ସଂଘ ସଭାପତି ହରି ହର ସ୍ୱାଇଁ, ଉପ ସଭାପତି ବାଞ୍ଛାନିଧି ସାହୁ, ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହିତ ବରୀ ରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ପ୍ରକାଶ କରିଛନ୍ତି,

Related Post

ସ୍ଥାୟୀ ନିଯୁକ୍ତି ଦାବି ରେ ଲାଞ୍ଜିଗଡ଼ ଅଞ୍ଚଳ ବାସୀଙ୍କ ରେଳ ରୋକୋ

Posted by - January 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଯୋଡ଼ାବନ୍ଧ ଗାଁ ରେ ସ୍ଥାୟୀ ନିଯୁକ୍ତି ଦାବି ରେ ଶୁକ୍ରବାର ଦିନ ବେଦାନ୍ତ କମ୍ପାନୀ…

ସଚେତନତା ବୈଠକ

Posted by - November 20, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ ) ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ତରଫରୁ “ନିଆଁ ଦାଉରୁ ଜଙ୍ଗଲ କୁ…

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 0
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସମ୍ପାଦିକା ସିମନ୍ତିନୀ ଜେନା ବଡଚଣା ରେ ନିର୍ବାଚନ ଲଢିବେ

Posted by - March 25, 2019 194
ଭୁବନେଶ୍ବର :୨୫ /୦୩ /୧୯ ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । ଫଳରେ ପୁରୁଣା ବିଜେପି କର୍ମୀ ଏହାକୁ…

ଢୁଲୁଘାଟି ରେ ଘାଇ ଜୟପାଟଣା ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ

Posted by - July 14, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ଜୟପାଟଣା ନବରଙ୍ଗପୁର ଢୁଲୁଘାଟି ରାସ୍ତା ରେ ଘାଇ ସୃଷ୍ଟି…