Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନଦୀ କୂଳ ରାସ୍ତା ମରାମତି ପାଇଁ ଦାବୀ

367 0

ବରୀ:(ସ୍ନେହାଶୂ ଶେଖର ମହାନ୍ତି)ବରୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଲକ ଛତିଶ ଦେବିଲ ଗ୍ରାମ ପଂଚାୟତର ତନ୍ତୀ ଘାଇ ପୋଲ ଠାରୁ ଦେବିଲ ସାଇମନ୍ଦିର ନିକଟସ୍ଥ ତନ୍ତୀ ଘାଇ ନଦୀ କୂଳ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଚଳିତ ବର୍ଷ ବନ୍ୟା ଜଳ ମାଡିଯାଇ ରାସ୍ତାଟିର ଅବସ୍ଥା ଖରାପ ହୋଇଯାଇଛି । ବିଶେଷ କରି ସାଇମନ୍ଦିର ଘାଟ ଛନ୍ଦା ଠାରୁ ଏଲ୍‌ଏନ୍‌.ଟି ପ୍ରୋଜେକ୍ଟ ପର୍ଯ୍ୟନ୍ତ ବନ୍ୟାରେ ରାସ୍ତାରୁ ମାଟି ଧୋଇଯିବା ଫଳରେ ବିରାଟ ବିରାଟ ଗାଢ ସୃଷ୍ଟି ହୋଇଛି ।

ଏହି ନଦୀ କୂଳ ରାସ୍ତା ଉପରେ ବୋଦୁଅ, ଭଅଁରା, ବଡସୁଆର, ଛତିଶଦେବିଲ, ପଂଚାୟତର ଶହ ଶହ ସାଇକେଲ, ମଟର ସାଇକେଲ ଆରୋହୀଙ୍କ ସମେତ ଅଟୋ, ଟ୍ରାକ୍ଟର, କାର ଆଦି ବଡ ଗାଡି ମଧ୍ୟ ଯାତାୟତ କରିଥାଆନ୍ତି । ବନ୍ୟାରେ ରାସ୍ତାର ଅବସ୍ଥା ଆହୁରି ଖରାପ ହେବା ଯୋଗୁଁ ଯିବାଆସିବା ପାଇଁ ଘୋର ଅସୁବିଧା ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ଏହି ନଦୀକୂଳିଆ ରାସ୍ତାଟିକୁ ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

Related Post

ମାଣିକ୍ୟ ବିହାର” ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ

Posted by - December 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ସିଣ୍ଡିକେଟ ବୈଠକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଡ଼.ସଞ୍ଜୟ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି।କଳାହାଣ୍ଡି ବିଶ୍ଵବିଦ୍ୟାଳୟ…

କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରତିରୋଧ, ନିବାରଣ ଆଇନ ତାଲିମ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ କାର୍ଯ୍ୟସ୍ଥଳୀରେ ରେ ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ,…

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ପ୍ରଶାସନ ସେବାୟତଙ୍କ ମଧ୍ୟରେ ବୈଠକ

Posted by - April 25, 2020 0
ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ।  ମହା ପ୍ରଭୂ ଙ୍କ ଚନ୍ଦନ ଯାତ୍ରା…

ଭରତପୁର କୋଇଲାଖଣିରେ ଅଘଟଣ:ମାଟି ଧସି ୧୦ ଶ୍ରମିକ ଆହତ,୪ ଶ୍ରମିକ ପୋତି ହୋଇଥିବା ଆଶଙ୍କା

Posted by - July 24, 2019 0
ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି।…

ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ

Posted by - July 25, 2020 5
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ଯାଜପୁର ଜିଲ୍ଲା  ବିଂଝାରପୁର ଅଂଚଳ ରେ ପିଲାଙ୍କ ପାଠ ପଢିବା ରେ ବିଦ୍ୟୁତ ସାଜିଛି ବାଧକ । ଟିକିଏ ପବନ କି ବର୍ଷା ହେଲେ…