ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା

204 0

ଭୁବନେଶ୍ୱର- ରାଜ୍ୟରେ କାର୍ଯ୍ୟକାରୀ ହେବ ଇ-ବିଧାନସଭା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୀତ ଅଧିବେଶନ ପରେ ଇ-ବିଧାନସଭା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ହୋଇଛି । ଏ ନେଇ ସମସ୍ତ ଭିତିଭୂମି କମ ସରିଛି ।

କେନ୍ଦ୍ର ସରକାରଙ୍କ ଅନୁମୋଦନ ମଧ୍ୟ ମିଳିଥିବା ବାଚସ୍ପତି କହିଛନ୍ତି । ବିଧାନସଭାକୁ ପେପର ଲେସ୍ କରିବାକୁ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ବିଧାନସଭାର କର୍ମଚାରୀ ଓ ବିଧାକମାନଙ୍କୁ କଂପ୍ୟୁଟର ଯୋଗାଇଦିଆଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି ।

Related Post

ହରଭଙ୍ଗା ବ୍ଲକର ୯ନଂ ଜିଲ୍ଳାପରିଷଦ ଜୋନ୍‌,ବିଜେଡି-ବିଜେପି ମଧ୍ଯରେ କଡ଼ା ଟକ୍କର

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି।ଚଳିତ…

ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୧୮ ଛାତ୍ର ଛାତ୍ରୀ ଅସୁସ୍ଥ, ଦୁଇ ଡାକ୍ତର ଖାନା ରେ ଭର୍ତ୍ତି

Posted by - October 19, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ଖଟଣା ଓ ସେହି ଖାଦ୍ୟକୁ ଖାଇ 18ଜଣ…

ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ

Posted by - October 9, 2022 0
ବୌଦ୍ଧ:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପଦବୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି l ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ…

ଅପହଞ୍ଚ ଇଲାକାର କରୁଣ ଦୃଶ୍ୟ, ଗାଁ କୁ ପହଞ୍ଚିଲାନି ଶବ ବାହକ ଗାଡି, ୮ କିଲୋମିଟର ଶବ ବୋହିଲେ ଆତ୍ମୀୟ

Posted by - August 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜାଦି କା ଅମୃତ ମହୋତ୍ସବ ଓ ୭୬ ତମ ସ୍ଵାଧୀନତା ଦିବସ ପାଳନ କରିସାରିଛି ଭାରତ ଦେଶ, କିନ୍ତୁ ଦେଶର…