ନକଲି ପାଣି ବୋତଲ କାରଖାନା ଉପରେ ପୁଲିସର ଚଢାଉ ୨ ଗିରଫ

275 0

ଭୁବନେଶ୍ଵର : ଚନ୍ଦକା ଥାନା ପୁଲିସ ଭୁବନେଶ୍ଵର ଉପକଣ୍ଠ ଛତାବର ପଞ୍ଚାୟତର ଗ୍ରାମଡିରେ ଚାଲିଥିବା ଏକ ନକଲି ପାଣି ବୋତଲ କମ୍ପାନୀ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ପାଣି ବୋତଲ, ଷ୍ଟିକର ତିଆରି ଯନ୍ତ୍ର ଓ ବୋତଲ ଜବତ କରିଛି। କମ୍ପାନୀର ମ୍ୟାନେଜର ସର୍ବେଶ୍ଵର ଦାସ ଓ ସୁପରଭାଇଜ ହରିହର ସାହୁଙ୍କୁ ଗିରଫ କରିଛି। କମ୍ପାନୀର ମାଲିକ ଲକ୍ଷ୍ମୀକାନ୍ତ୍ର ନାୟକ ବୋଲି ଚନ୍ଦକା ଥାନା ପୁଲିସ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ ଯେ ଦିଲ୍ଲୀ ସ୍ଥିତ ବିସଲେରି କମ୍ପାନୀର କର୍ମଚରୀ ବିଜୟ କୁମାର ନକଲି କମ୍ପାନୀ ଟି ବିରୁଦ୍ଧରେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିର୍ତ୍ତିକରି ଚନ୍ଦକା ଥାନା ପୁଲିସ ଚଢାଉ କରିଥିଲା। ଚଢାଉ ବେଳେ ନକଲି ବ୍ରାଣ୍ଡ ଆମୋଷ୍ଟ ଓ ନାମି ବ୍ରାଣ୍ଡ ବିସଲେରି, ଆକ୍ବା ପାଣି ବୋଲ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଓ ବୋତଲ ଜବତ କରିଛି ଚନ୍ଦକା ଥାନା ପୁଲିସ।

Related Post

ଟିଟିଲାଗଡ ପୋଲିସ ଦ୍ଵାରା ୧୫ କେଜି ଗଞ୍ଜେଇ ଜବତ ସହ ଦୁଇ ଯୁବକଙ୍କୁ କରାଗଲା କୋର୍ଟ ଚାଲାଣ

Posted by - May 20, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୋଲିସ ଏକ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦୁଇ ଯୁବକଙ୍କୁ ଧରି ଆଜି କରିଛି କୋର୍ଟ ଚାଲାଣ। ସେମାନେ ହେଲେ ମଣିଚୂଳ କୁଶଳ ଏବଂ…

ବ୍ରଜରାଜନଗର ଉପ ନିର୍ବାଚନରେ ବିଜୁ ଜନତା ଦଳ ର ଶଙ୍ଖନାଦ: ବିପୁଳ ସଂଖ୍ୟକ ଭୋଟ ରେ ଜିତିଲେ ଅଳକା ମହାନ୍ତି

Posted by - June 3, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ମେ ମାସ ୩୧ ତାରିଖ ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ…

କୋଶଳ ରାଜ୍ୟ ଦାବୀରେ କୋଶଳ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫରୁ ହରିଶଙ୍କର ରୁ ଆରମ୍ଭ ହେଲା ଭୁବନେଶ୍ୱର ପଦଯାତ୍ରା

Posted by - December 5, 2022 0
ଖପ୍ରାଖୋଲ ୦୪/୧୨ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ରେ କୋଶଳ ରାଏଜ୍ ମୁକ୍ତି…

ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଲୋକସଭାରେ ଉଠାଇଲା ବିଜେଡି

Posted by - February 12, 2019 0
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନି ଲଣ୍ଡରିଂ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଜେଡି ଲୋକସଭାରେ ଉଠାଇଛି ଏହି ପ୍ରସଙ୍ଗ।…

ସରପଞ୍ଚ କଲେ ସଟ ଡାଉନ,ବିଡିଓ କଲେ ବାତିଲ

Posted by - May 14, 2020 5,394
ଭୁବନେଶ୍ବର :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଧୀନ ସୁଙ୍ଗୁଡା ପଞ୍ଚାୟତର ସରପ‌ଞ୍ଚ ଚାଚାଲିନ ସ୍ବାଇଁ ଆଜି ଜିଲ୍ଲାପାଳ କ୍ଷମତା ବଳରେ ଚଣ୍ତିଖୋଲ ଛକ ସମେତ ସୁଙ୍ଗୁଡ଼ା ପଞ୍ଚାୟତକୁ…