ରମେଶ ଚନ୍ଦ୍ର ବିଶ୍ବାଳ ଏକ ଅନନ୍ୟ ସ୍ମୃତିର ସ୍ବାକ୍ଷର:ଶୋକ ସଭାରେ ବହୁ ବକ୍ତାଙ୍କ ମନ୍ତବ୍ୟ।

237 0

ଯାଜପୁର ଅଫିସ :ବରିଷ୍ଠ ତଥା ବର୍ଷିୟାନ ସାହିତ୍ୟ ସାରସ୍ୱତ ସାଧକ ପ୍ରାଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ବିଶ୍ୱାଳ ଏକ ଅନନ୍ୟ ପ୍ରତିଭାର ସ୍ବାକ୍ଷର ଵୋଲି ରମେଶ ଚନ୍ଦ୍ର ବିଶ୍ବାଳଙ୍କ ସ୍ମୃତିରେ ଚିନ୍ମୟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସ୍ମୃତିଚାରଣ ସଭାରେ ଭୁବକ୍ତା ମତ ଓ ମନ୍ତବ୍ୟ ପ୍ରଦାନ କରିଛନ୍ତି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତି ସଭାରେ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ଯୁବ ସାହିତ୍ୟିକ ସୁବ୍ରତ କୁମାର ଜେନା,ଅର୍ଚ୍ଚନା ଦାଶ,ଯୁବ ସଙ୍ଗଠକ ଦୀନଦୟାଲ ଦାଶ, ସାହିତ୍ୟିକ ଭୁପେଶ ମିଶ୍ର,ଭୁବନାନନ୍ଦ ମହାନ୍ତି,ଶିକ୍ଷାବିତ ସରୋଜ କୁମାର ଜେନା,ପ୍ରହଲ୍ଲାଦ ଦାସ ଆଦି ଯୋଗଦାନ କରି ମତବ୍ୟକ୍ତ କରିବା ସହ ତାଙ୍କର ଜୀବନାଦର୍ଶ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।

Related Post

ଖୁଦୁରୁକୁଣୀ ଓଷା ଉଦଯାପିତ

Posted by - September 23, 2019 0
କେନ୍ଦୁଝର,୨୩/୯ସଦର ବ୍ଲକ୍ ଅନ୍ତର୍ଗତ ପର୍ଜନପୁର ଗ୍ରାମପଞ୍ଚାୟତର ନଈଗାଁ ଗ୍ରାମରେ ଖୁଦୁରୁକୁଣୀ ଓଷା ମହାଆଡମ୍ବର ସହକାରେ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଦୀର୍ଘ ଦୁଇ ସପ୍ତାହ ଧରି…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…

ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - September 15, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଉପର ବରୁଆଁ ପଂଚାୟତରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି…

ସଡ଼କ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର୍ ମୃତ

Posted by - June 2, 2022 0
ବେଲଗୁଣ୍ଠା: :(ସୁଶାନ୍ତ କୁମାର ବେହେରା) ଆଜି ସନ୍ଧ୍ୟା 5 ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତାର ମରେଇପାଟ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ…