Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବରୀ ରେ ଗାନ୍ଧି ଜୟନ୍ତି ପାଳିତ

315 0

ବରୀ:୧୫୧ ତମ ଗାନ୍ଧି ଜୟନ୍ତି ବରି ବ୍ଲକ ଅର୍ନ୍ତଗତ ବାଲିବିଲି ପଞ୍ଚାୟତ ର ଗାନ୍ଧି ଛକ ଠାରେ ଅବସର ପ୍ରାପ୍ତ ସୈନିକ ସଂଘ,ରାଧା ଗୋବିନ୍ଦ ସେବା ସଂଘ ଏବଂ ବହୁତ ସାମାଜିକ ର୍କମୀ ଙ୍କ ମିଳିତ ସହଯୋଗ ରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ପ୍ରଥମେ ଗାନ୍ଧି ଙ୍କ ସର୍ବ ଧର୍ମ ପ୍ରାଥନା ଏବଂ ରାମଧୂନ ଗାନ ପରେ ସୈନା ର୍କମଚାରୀ ଓ ବରିଷ୍ଠ ନାଗରିକ ସାମାଜିକ ର୍କମୀ ଙ୍କ ଦ୍ବାରା ଗାନ୍ଧିଜୀ ଙ୍କ ପ୍ରତିମୂତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ଗାନ୍ଧି ଚେତନା ପରିଷଦ ର ସଦସ୍ୟ ବରିଷ୍ଠ ସାମାଜୀକ ର୍କମି ଶି୍ ବିତ୍ ବୃନ୍ଦାବନ ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ବିଭିନ୍ନ ବକ୍ତା ମାନେ ଗାନ୍ଧିଙ୍କ ବିଚାରଧାରା ଆଦର୍ଶ ବାଦିତା ବିଷୟରେ ଆଲୋକପାତ କରିଥିଲେ ।ବରିଷ୍ଠ ସମାଜ ସେବୀ ମଦନ ମୋହନ ପତି ଗାନ୍ଧିଜୀ ଙ୍କ କଷ୍ଟ ସହିଷ୍ନୁତା ର୍ଧଯ୍ୟ ଶିଳତା ଜୀବନ ଦର୍ଶନ ଉପରେ ଆଲୋକ ବାଦିତା କରିଥିଲେ

ଏହି ସଭାରେ ଅନ୍ୟତମ ବକ୍ତା ଭାବେ ଯୁବ ସମାଜସେବୀ ଡ଼ଃ ବିଶ୍ବନାଥ ତ୍ରିପାଠୀ ଯୁବ ସମାଜକୁ ଲାଲ୍ ବାହାଦୁର ଶାସ୍ତ୍ରି ଏବଂ ଗାନ୍ଧିଜୀ ଙ୍କ ବିଚାରଧାରା ଅନୁପ୍ରାଣିତ ହୋଇ ସମାଜ ଗଠନ ରେ ସହଭାଗିତା ହବାପାଇଁ ବକ୍ତବ୍ୟ ରଖିଥିଲେ ଏହି ର୍କାଯ୍ୟକ୍ରମ ରେ ଗଗନ ଖୁଣ୍ଟିଆ ,କବିର ଦାସ,ଶ୍ୟାମ ରାଉତ,ଦିଲ୍ଲିପ୍ ବେହେରା ,ସଲାଲ୍ଲୁଦିନ,ପ୍ରତାପ ସିଂହ,ହୃଦାନନ୍ଦ ଜେନା,ବିକାଶ ନାଥ,ବିବେକ ନାଥ,ଆରତ ବନ୍ଧୁ ବେହେରା,ଶୁକଦେବ ମହାନ୍ତି,ଅମରେଶ ପରିଡ଼ା,ପବିତ୍ର ପଡ଼ିହାରୀ,କାଳନ୍ଦୀ ପଡ଼ିହାରୀ,ଭଗବାନ ପରିଡ଼ା,ସଞ୍ଜୟ ମଲ୍ଲିିକ,ଦୁର୍ଯ୍ୟୋଧନ ଶତପଥି, ଏହି ର୍କାଯ୍ୟକ୍ରମ କୁ ଯୁୂବ ସମାଜସେବୀ ଡ଼ଃ ବିଶ୍ବନାଥ ତ୍ରିପାଠୀ ଓ ବାଲିବିଲି ର ପୂର୍ବତନ ସରପଞ୍ଚ ନବଘନ ପରିଡ଼ା ପରିଚାଳନା କରିଥିଲେ

Related Post

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ

Posted by - November 3, 2021 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ମମିତା ହତ୍ୟାକାଣ୍ଡ ରେ ବିବାଦୀୟ ହୋଇ ପଡିଥିବା ରାଜ୍ଯ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ…

ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚ କାରବାର ବ୍ୟାଙ୍କ ଆକାଉଣ୍ଟ ରେ

Posted by - September 10, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲେଟ ବ୍ଲକ ରେ ଚାଲିଛି ଲାଞ୍ଚୁଆ କାରବାର ଖୁଲମଖୁଲା ତାହା ପୁଣି ବ୍ୟାଙ୍କ ଆକାଉଣ୍ଟ ରେ…

ମହାପରାୟଣ ଗାଡିର ବ୍ୟବସ୍ଥା ପେଂଲ ,ଯାଜପୁର ରେ ଟ୍ରଲିରେ ବୁହାହେଲା ଶବ

Posted by - May 22, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଟ୍ରଲିରେ ବୁହାହେଲା ଶବ । ଯାଜପୁରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଙ୍କୁଲା ଅଂଚଳର ଗୁରୁବାରି ମୁଣ୍ଡା ନାମକ ମହିଳାଙ୍କ…

ଆକସ୍ମାତ କେସିଙ୍ଗା ରେ ଡ୍ରାଇଭର ମହାସଂଘ ର ରାଜପଥ ଅବରୋଧ: ଯାତ୍ରୀ ହନ୍ତସନ୍ତ

Posted by - April 19, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଓଡିଶା ଡ୍ରାଇଭର ମହାସଂଘ କେସିଙ୍ଗା ଶାଖା ପକ୍ଷ ରୁ ୧୧ ଦଫା ଦାବି ନେଇ କେସିଙ୍ଗା ସହର ବଲାଙ୍ଗୀର ଛକ,ପ୍ରାଣୀ…