ହିଞ୍ଜିଳି ବ୍ଳକରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର

324 0

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତରେ ୨ ଦିନିଆ କୋଭିଡ଼ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ପାତ୍ରଙ୍କ ତତ୍ୱାଧାନରେ ଆୟୋଜିତ ଶିବିରର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସ୍ଥାନୀୟ ବ୍ଳକର କଂଚୁରୁ, ମକରଝୋଳ, ପୋଚିଲିମା ଓ ନନ୍ଦିକ ପଂଚାୟତ ଅନ୍ତିମ ଦିବସରେ ବଡ଼ଖଣ୍ଡି ପଂଚାୟତରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର ପ୍ରମୁଖ ମଂଚାସୀନ ଥିଲେ ।

Related Post

ସମ୍ମୁଖ ଯୋଦ୍ଧାମାନଙ୍କୁ କ୍ରେଡିଟ୍ ଆକ୍ସେସ୍ ଗ୍ରାମୀଣ ସଂସ୍ଥା ପକ୍ଷରୁ ସୁରକ୍ଷା ସାମଗ୍ରୀ ବିତରଣ

Posted by - July 11, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ସଦର ମହକୁମାର କୋଭିଡ୍-୧୯ର ସମ୍ମୁଖ ଯୋଦ୍ଧାମାନଙ୍କୁ କ୍ରେଡିଟ୍ ଆକ୍ସେସ୍ ଗ୍ରାମୀଣ ସଂସ୍ଥା ପକ୍ଷରୁ ସୁରକ୍ଷା ସାମଗ୍ରୀ ବିତରଣ କରାଯାଇଛି ।…

ରାଜ୍ୟରେ ମୋଟ ୨୭୮୧,ଆରୋଗ୍ୟଙ୍କ ସଂଖ୍ୟା ୧, ୭୧୬, ଆକ୍ଟିଭ ୧୦୫୫,ମୃତ୍ୟୁ ୮

Posted by - June 6, 2020 498
ଭୁବନେଶ୍ବର : ରାଜ୍ୟରେ ଶନିବାର ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧, ୭୧୬କୁ ବୃଦ୍ଧି ହୋଇଛି ।ନୂତନ…

ବରୀ ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାରର ରକ୍ତ ଦାନ ଶିବିର

Posted by - August 17, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ପବିତ୍ର ୭୫ତମ ସ୍ୱାଧୀନତା ଦିବସ ଅବସର ରେ ବରୀ ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର(ଜୀବନ ବିନ୍ଦୁ )ମିଳିତ…

ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ଦ୍ୱତୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - November 13, 2022 0
ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ) ରବିବାର ସମ୍ବଲପୁର ର ସର୍ବ ପୁରାତନ ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ୨୦୨୨-୨୩ ବର୍ଷ ର ଟିମ୍ ଇମାଜୀନ ଦ୍ୱାରା ଵର୍ଷ…