ଯାଜପୁର ଟାଉନର ପୂର୍ବତନ ଥାନାଧିକାରୀ ବା ବର୍ତ୍ତମାନ ଜେନାପୁର ଥାନାର ଥାନାଧିକାରୀଙ୍କ ଅଦମ୍ୟ ବଦନ୍ୟତା

891 0

ଯାଜପୁର ଅଫିସ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁସ୍ତୀରା, ବାଉଁଶ ଅଣ୍ଟା ଇତ୍ୟାଦି ଗ୍ରାମରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଗତକାଲି ରାତିରେ ଜେନାପୁର ଥାନା ତରଫରୁ ଆଇଆଇସି ଆଶିଷ କୁମାର ସାହୁ ଓ ତାଙ୍କ ସହକର୍ମୀ ମାନେ ମିଶି ରନ୍ଧା ଖାଦ୍ୟ ଯୋଗାଇଛନ୍ତି ।ଏହି କାର୍ଯ୍ୟକୁ ଜେନାପୁର ଅଞ୍ଚଳରେ ଲୋକମାନେ ବହୁ ପ୍ରଶଂସା କରିଛନ୍ତି ।

ପ୍ରକାଶ ଥାଉକି ପୂର୍ବରୁ ଯାଜପୁର ଥାନା ଅଧିକାରୀ ଭାବେ ଦାୟୀତ୍ୱରେ ଥିବା ସମୟରେ କେରୋନା ମହାମାରୀ ଭୟାବହ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗରିବ ଖଟିଖିଆ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଲୋକମାନଙ୍କର ନିକଟତର ହୋଇ ପାରିଥିଲେ।

Related Post

୩୧୪ଦିନରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

Posted by - February 3, 2021 0
ଯାଜପୁର ଅଫିସ: ମାର୍ଚ୍ଚ ୨୨ତାରିଖରୁ ମହାମାରୀ କରୋନାକୁ ମୁକାବିଲା କରିବା ଲାଗି ନିରସ୍ତ୍ର ସୈନିକ ଭାବେ ଜୀବନକୁ ବାଜି ଲଗାଇ ଲଢ଼ୁଥିବା ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ…

ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ

Posted by - November 24, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ତନରଡା ପ୍ରାଥମିକ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି I ବିଦ୍ୟାଳୟରେ ଆୟୋଜିତ ଏକ ଅଭିଭାବକ ସମ୍ମିଳନୀରେ…

ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି,ମନ ମରିଯାଇଛି ହେଲେ ମମତା ବଞ୍ଚିଛି

Posted by - June 4, 2021 0
ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ…

ଜନ୍ମଦିନ ପାଳନ ବଦଳରେ କରୋନା ପାଣ୍ଠିକୁ ଦାନ

Posted by - April 18, 2020 0
ଭୁବନେଶ୍ୱର:ତା ୧୮/୪ : ଯାଜପୁର ସହରସ୍ଥିତ କୋଦଣ୍ଡପୁର ଗ୍ରାମ ନିବାସୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ସରସ୍ୱତୀ ଧଳଙ୍କର ସନ୍ ପବ୍ଲିକ ସ୍କୁଲର ଏଲ୍‌.କେଜିରେ ପଢ଼ୁଥିବା ଝିଅ…

ବଜ୍ରବାଣ ତରଫରୁ ସ୍ୱାସ୍ଥ୍ୟ ସେବକଙ୍କୁ ସଂଗ୍ରାମ ସାରଥୀ ସମ୍ମାନ

Posted by - June 28, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକର କୋଭିଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଦୂତ ସାଜିଥିବା କର୍ମ କର୍ତ୍ତା ମାନଙ୍କୁ ଓଡିଶାର ଅଗ୍ରଣୀ ସମାଲୋଚନା ମୂଳକ ସାପ୍ତାହିକୀ ଖବର କାଗଜ…