Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀରେ ୩ ଟି ଘାଇ

525 0

ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସାହୁପଡ। ପଞ୍ଚାୟତର ମାଟିଆପଡ଼ା ଏବଂ ଈଶାନପୁର ପଞ୍ଚାୟତର କଚେରୀ ନିକଟରେ ଓ ଆଟିରା ପଞ୍ଚାୟତ ର ଆରୁଆଳ ଶିଶୁମନ୍ଦିର ନିକଟରେ ବ୍ରାହ୍ମଣୀ ନଦୀରେ୩ ଟି ଘାଇ ସୃଷ୍ଟି ହୋଇଛି ।

 

ଫଳରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ଥିବା ଏକାଧିକ ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।  ସେହି ପରି ବରୀ- ବରୁହା-କଲମାଟିଆ ରାସ୍ତା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥିବାର ଦେଖିବାକୁ ମିଳିଛି । ସେହିପରି ଗୋଳକୁଣ୍ଡ ଇନ୍ଦୁପୁର ରସ୍ତରେ 4 ଫୁଟ ର ପାଣି ରାସ୍ତାରେ ଚାଲିଛି ।

 

Related Post

ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ବଣ୍ଟା ଯାଉଥିବା ଖାଦ୍ୟ ମହା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବୀ

Posted by - July 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ଅପରାହ୍ନ ରେ, ନୀଳଗିରି ବିଜେପି କାର୍ଯ୍ୟାଳୟ ପରିସର ରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର…

ଓମିକ୍ରନ ପରେ ଫ୍ଳୋରୋନା, ଇସ୍ରାଏଲ ରୁ ଚିହ୍ନଟ ହେଲା ପ୍ରଥମ ସଂକ୍ରମିତ

Posted by - January 2, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ )କରୋନା ମହାମାରୀ ର ଭୟାବହତା ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ମଧ୍ଯ ବିଭିନ୍ନ…

ଓଡିଶାରେ ଏବେ ‘ଅଛେ ଦିନ୍’ ଅନୁଭବ କରୁଛନ୍ତି ଲୋକ :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଜାତୀୟ ସ୍ତରରେ ଓଡିଶାର ସର୍ବାଧିକ ପ୍ରତିନିଧୀ ଅଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ମାଲକାନଗିରି ପୋଲିସର ବଡ ସଫଳତା:ଦରଭା ମହୁପଦର ମାଓ ଡିଭିଜନ କମିଟିର ଦୁର୍ଦ୍ଦାନ୍ତ ମାଓନେତା ଲକ୍ଷ୍ମଣ ଗିରଫ୍

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ମାଲକାନଗିରି ପୋଲିସ୍ କୁ ମିଳିଛି ଏକ ବଡ ସଫଳତା l ଜିଲ୍ଲାର ମାଥିଲି ଥାନାସ୍ଥିତ ତୁଳସୀ ପାହାଡ…

ଶୀତଲଷଷ୍ଟି ଯାତ୍ରା ସମାପିତ

Posted by - June 7, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ପନ୍ନ ହୋଇଛି ଚଳିତ ବର୍ଷର ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଯୁଗଳ ଦର୍ଶନ ଓ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଆଜି ହଜାର…