Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ।

337 0

ଯାଜପୁର ଅଫିସ :ଯାଜପୁର ଜିଲ୍ଳ୍‌ାରେ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ନିରବଚ୍ଚ୍ଥିନ୍ନ ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଚ୍ଥି । ବିଶେଷ କରି ବିଂଝାରପୁର ବ୍ଳ୍‌କର ବିସ୍ତୃତ ଅଞ୍ଚଳରେ ପାଣି ଜମିରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ ପାଇଁ ବିଂଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ରାଜସ୍ୱ ଅତିରିକ୍ତ ଜିଲ୍ଳ୍‌ାପାଳ ଅକ୍ଷୟ କୁମାର ମଲ୍ଳ୍‌ିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଳ୍‌କ ଅଧ୍ୟକ୍ଷ ନନ୍ଦ ସାମଲ, ବି.ଡି.ଓ. ମିନତୀ ଜଗଦ୍ଦେବ, ଅତିରିକ୍ତ ତହସିଲଦାର ଆର୍ଯ୍ୟଦିପ୍ତ ଆରଣ୍ୟକ ସାମନ୍ତରାୟ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଟିମ୍ ଶିଶିରଣା, ଟିଣା, କୁଆଁରପୁର, ବରପଦା, ଉତ୍ତରକୂଳ, ସୁସୁନପୁର, ରାହାସ ଗୁହାଳୀ, ଗୁହାଳୀ, କପିଳା, ଆଉଁରୀ ବଳଭଦ୍ରପୁର, ପ୍ରୀତିପୁର ଇତ୍ୟାଦି ଅଞ୍ଚଳର ଜଳ ପ୍ଳାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।

ବେଙ୍ଗନାଳ, କୁସୁନପୁର, କଣ୍ଟିତର, ମୁଥାନାଳି ମୁହାଣ ଗୁଡିକ ବନ୍ଦ ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଚ୍ଥି ବୋଲି ଚାଷୀମାନେ ଅବଗତ କରିଥିଲେ । ତତ୍‌କ୍ଷଣାତ୍ ଏହି ମୁହାଣ ଗୁଡିକୁ ଖୋଲିବା ପାଇଁ ଜଳ ନିଷ୍କାସନ ବା ଡ୍ରେନେଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଏହାକୁ ତତ୍‌କ୍ଷଣାତ୍ କାର୍ଯ୍ୟକାରୀ କରାଇଥିଲେ । କିଚ୍ଥି ଲୋକ ମାଚ୍ଥ ଧରିବା ପାଇଁ ପ୍ରତ୍ୟେକ ଦିନ ଏହି ମୁହାଣକୁ ବନ୍ଦ କରୁଚ୍ଥନ୍ତି ବୋଲି ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଲଗାତର ଏହାର ଅନୁଧ୍ୟାନ ଓ ଏଭଳି କାମ କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଚ୍ଥି । ଅପର ପକ୍ଷରେ ତହସିଲ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ବିଶେଷ କରି ଗୃହ କ୍ଷତିର ତାଲିକା ପ୍ରସ୍ତୁତ କରିବାକୁ ସ୍ଥାନୀୟ ତହସିଲକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।

Related Post

ହୃଦୟକୁ ଘୋଟାଲା ହେବାକୁ ଦିଅ ନାହିଁ,ଭାଲେଣ୍ଟାଇନ୍ସ ଡେ ଠକେଇ ପାଇଁ ସାବଧାନ

Posted by - February 4, 2021 0
ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ…

ମକର ସଂକ୍ରାନ୍ତି ରେ ବିଭିନ୍ନ ଦେବା ଦେବୀ ମନ୍ଦିର ଓ ଘରେ ଘରେ ପୂଜାର୍ଚ୍ଚନା, ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଭିଡ

Posted by - January 14, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ମକର ସଂକ୍ରାନ୍ତି ରେ, ମକର ପର୍ବ ଓଡ଼ିଶା ର ପୁରପଲ୍ଲୀ ରେ ଅତି ଧୁମ୍ ଧାମରେ ପାଳିତ ହେଉଛି।ଏହା ଭାଇଚାରା ଓ ଆନନ୍ଦ ଉଲ୍ଲାସ ର…

ଘୋଷ ଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

Posted by - May 18, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ).ହରଭଙ୍ଗା ବ୍ଳକ ଚାରିଛକ ସ୍ଥିତ ଠିଡିକାଜୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବ୍ଳକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ…

ପିପିଲିରେ ଫ୍ଲାଇଙ୍ଗ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା ! ଗିରଫ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Posted by - April 22, 2019 0
ପୁରୀ:ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି…

ପାରିବାରିକ କଳହରୁ ସ୍ବାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ, ପରେ ଗଛରେ ରସି ଲଗାଇ ସ୍ୱାମୀର ଆତ୍ମହତ୍ୟା

Posted by - August 24, 2022 0
ପାଟଣାଗଡ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଳପଡା ଥାନା ଡେବ୍ରିପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ ହେବା ପରେ…