Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀ

19294 6,887

ଓଡ଼ିଆ ଝିଅ ଶ୍ରୀୟଙ୍କାଙ୍କ ଘର ସମ୍ବଲପୁରରେ। ବାପା ଜଣେ ସେନା ଅଧିକାରୀ ହୋଇଥିବାବେଳେ ମାଆ ନୂଆଦିଲ୍ଲୀରେ ଅଧ୍ୟାପିକା ଅଛନ୍ତି।ଜର୍ମାନୀ ମୁନିଚ୍ ସହରରେ H&N କପ୍ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜାନୁଆରୀ ୨୩ ତାରିଖରୁ ୨୮ ତାରିଖ ଯାଏ ଚାଲିଥିବା ଏହି ପ୍ରତିଯୋଗିତାରେ ୨୦ରୁ ଅଧିକ ଦେଶ ପ୍ରତିନିଧିତ୍ୱ କରୁଥିଲେ।

Related Post

ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

Posted by - April 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ପୁରି ଖେଳପଡ଼ିଆରେ ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଯାଜପୁର…

ଡ଼ି ଏସ,ସିସି,କ୍ରିକେଟକ୍ଲବ ପକ୍ଷରୁ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଧଘାଟିତ

Posted by - November 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସ୍ଥିତ ପଲ୍ଲୀ ଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ କରୋନା ମହାମାରୀ ଯୋଗୁଁ ହାରାହାରି ଦୁଇ ବର୍ଷ ବ୍ୟବଧାନରେ ସ୍ଥାନୀୟ…

୨୯ ତାରିଖରୁ ଯାଜପୁରେ ଆରମ୍ଭ ହେବ ସପ୍ତମ ଅଶୋକ ଦାସ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗୀତା

Posted by - January 9, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ସପ୍ତମ ଅଶୋକଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ବୋଲି ଆୟୋଜନ ମେଲବର୍ଣ୍ଣ କ୍ରିକେଟ କ୍ଲବ ପକ୍ଷରୁ ଏକ…

ମୋଡ଼ିକେୟାର ପ୍ରୀମିୟର ଲିଗ୍, ମାମା ଏକାଦଶ ଟିମ ଚମ୍ପିୟାନ.

Posted by - March 22, 2022 0
ବାଲେଶ୍ଵର: ବସ୍ତା ବ୍ଲକ ଅମର୍ଡାରୋଡ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଅମର୍ଦାରୋଡ ବ୍ୟାଡମିନ ଆସୋସିଏସନ ପକ୍ଷରୁ ୫ ଦିନ ଧରି ଆୟୋଜିତ ହୋଇଥିବା ମୋଦିକେୟାର ପ୍ରୀମିୟର ଲିଗ୍ ଉଯାପିତ…

There are 6,887 comments