Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନୀଳଗିରି ବିଧାୟକଙ୍କୁ କରୋନା​ ପରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ପ୍ରତାପ ଷଡ଼ଙ୍ଗୀ

1186 35

ନୀଳଗିରି:୦୭/୦୭(ସୌମ୍ୟାସାଇ ବାରିକ୍)ଓଡ଼ିଶା ରେ ପ୍ରଥମ ଥର ପାଇଁ, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, କରୋନା ପଜିଟିଭ ଚିହ୍ନଟ ହେବା ପରେ, ଅପରାହ୍ନ ୪.୩୦ ମିନିଟ୍ ସମୟରେ ବାଲେଶ୍ବର କୋଭିଡ ହସ୍ପିଟାଲ କୁ ଆମ୍ବୁଲାନ୍ସ ଯୋଗେ ଯାଇଛନ୍ତି।ଏହା ନୀଳଗିରି ଜନସାଧାରଣ ଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି .। ଜନ ପ୍ରତିନିଧି ଭାବେ ସେ ବହୁ ଲୋକଙ୍କ ସଂଷ୍ପର୍ଶରେ ଆସିଥିବାରୁ, କରୋନା କେଉଁ କେଉଁ ମାନଙ୍କୁ ସଂକ୍ରମଣ ହୋଇଥିବ, ତାହା କଣ୍ଟ୍ରାକ୍ ଖୋଜିବା, ସ୍ଵାସ୍ଥ୍ୟ ବିଭାଗ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଇ ପାରିବ।

ଅନ୍ୟ ପକ୍ଷରେ, ବିଧାୟକ ଶ୍ରୀ ନାୟକ ହସ୍ପିଟାଲ ଯିବା ପୂର୍ବରୁ,ନୀଳଗିରି ଜନସାଧାରଣ ଙ୍କୁ ବ୍ୟତିବ୍ୟସ୍ତ ନ ହେବାକୁ ଅନୁରୋଧ କରିଛନ୍ତି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମାତ୍ର କିଛି ଦିନ ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେଭିଆଇସି ର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ନିଜେ ବିଧାୟକ ଗୋଟାଏ ମଞ୍ଚରେ ମହୁମାଛି ବାକ୍ସ୍ ଉପଭୋକ୍ତା ମାନଙ୍କୁ ପ୍ରଦାନ କରିଥିଲେ। ସେଠାରେ ମଧ୍ଯ ବହୁ ସାଧାରଣ ଲୋକ ବିଧାୟକଙ୍କ ସଂଷ୍ପର୍ଶରେ ଆସିଥିବା କୁହାଯାଉଛି।ଆଜି ବିଧାୟକ ଶ୍ରୀ ନାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି । ତେବେ ସେ ସୁସ୍ଥ ଥିବା ଜଣାଇଛନ୍ତି ।

ଏଣୁ, ବାଲେଶ୍ଵର ଜିଲ୍ଲା ପ୍ରଶାସନ, ନୀଳଗିରି ଉପଖଣ୍ଡ ପ୍ରଶାସନ ପକ୍ଷରୁ ତୁରନ୍ତ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରିବା ପାଇଁ, ସାଧାରଣ ରେ ଦାବୀ ହୋଇଛି ।ତେବେ, ବର୍ତ୍ତମାନ ପ୍ରଶାସନ ପକ୍ଷରୁ ତ୍ଵରିତ ପଦକ୍ଷେପ ନେଇ, ବିଭିନ୍ନ ଅଫିସ ସାନିଟାଇଜ କରିବା ନିଷ୍ପତ୍ତି ନେବା ପରେ, ପ୍ରଥମେ ନୀଳଗିରି ଥାନା ପରିସର ରେ, ଅଗ୍ନିଶମ ସେବା ବିଭାଗ ପକ୍ଷରୁ ସାନିଟାଇଜ ଆରମ୍ଭ କରାଯାଇଛି।ଅନ୍ୟପକ୍ଷରେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା କହିଛନ୍ତି,

ସେ ଲୋକପ୍ରତିନିଧି ହୋଇଥିବାରୁ, ପ୍ରାୟତଃ, ଉପଖଣ୍ଡ ର ସମସ୍ତ କାର୍ଯ୍ୟାଳୟ କୁ ଯାଇଥିବେ। ଏଣୁ ସମସ୍ତଙ୍କ ହିତ ପାଇଁ, ଏହି ପଦକ୍ଷେପମାନ ଗ୍ରହଣ କରାଯାଉଛି। କଣ୍ଟାକ୍ଟ ଟ୍ରେସ୍ଇଂ ପରେ, ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Related Post

ସୋଡିଗୁଡାରେ ଘାରିଛି ଅଜଣା ରୋଗ ଆତଙ୍କ

Posted by - September 13, 2020 0
ମାଥିଲି: (ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସୋଡିଗୁଡା ଗାଁରେ ଦେଖାଦେଇଛି ଅଜଣା ରୋଗର ଭୟାଭୟତା । ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ନାରାଜ ହୋଇ ଗ୍ରାମବାସୀ ଗୁଣିଆ ର…

ଓଡିଶାରେ ଏବେ ‘ଅଛେ ଦିନ୍’ ଅନୁଭବ କରୁଛନ୍ତି ଲୋକ :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଜାତୀୟ ସ୍ତରରେ ଓଡିଶାର ସର୍ବାଧିକ ପ୍ରତିନିଧୀ ଅଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

There are 35 comments

  1. Hey there, I think your site might be having browser compatibility issues. When I look at your blog in Chrome, it looks fine but when opening in Internet Explorer, it has some overlapping. I just wanted to give you a quick heads up! Other then that, fantastic blog!

  2. Attractive portion of content. I just stumbled upon your blog and in accession capital to assert that I get actually loved account your blog posts. Any way I’ll be subscribing on your augment and even I achievement you get admission to persistently fast.

  3. Pretty nice post. I just stumbled upon your weblog and wanted to say that I’ve truly enjoyed surfing around your blog posts. In any case I will be subscribing to your rss feed and I hope you write again very soon!

  4. Unquestionably consider that which you said. Your favorite justification seemed to be at the internet the easiest thing to remember of. I say to you, I certainly get annoyed while other folks think about concerns that they just do not know about. You controlled to hit the nail upon the highest and defined out the entire thing without having side-effects , folks could take a signal. Will likely be again to get more. Thanks

  5. The next time I read a weblog, I hope that it doesnt disappoint me as much as this one. I mean, I do know it was my option to read, however I really thought youd have something interesting to say. All I hear is a bunch of whining about something that you could fix if you happen to werent too busy on the lookout for attention.

  6. Thanks for the marvelous posting! I really enjoyed reading it, you can be a great author.I will be sure to bookmark your blog and may come back at some point. I want to encourage one to continue your great job, have a nice afternoon!

  7. Good day! Do you know if they make any plugins to help with SEO? I’m trying to get my blog to rank for some targeted keywords but I’m not seeing very good success. If you know of any please share. Kudos!

  8. Hiya! Quick question that’s completely off topic. Do you know how to make your site mobile friendly? My weblog looks weird when browsing from my iphone4. I’m trying to find a theme or plugin that might be able to correct this problem. If you have any recommendations, please share. Thanks!

  9. There are some attention-grabbing points in time on this article but I don’t know if I see all of them heart to heart. There’s some validity however I will take hold opinion till I look into it further. Good article , thanks and we wish more! Added to FeedBurner as nicely

  10. I love your blog.. very nice colors & theme. Did you design this website yourself or did you hire someone to do it for you? Plz answer back as I’m looking to create my own blog and would like to know where u got this from. appreciate it

  11. My spouse and i got really thankful that Albert managed to complete his researching from the precious recommendations he got out of the weblog. It is now and again perplexing to simply choose to be offering concepts which usually men and women may have been selling. And we grasp we have the website owner to appreciate for this. All of the explanations you’ve made, the easy blog navigation, the relationships you can make it possible to promote – it’s got many incredible, and it’s really facilitating our son and the family do think that subject matter is entertaining, which is extraordinarily pressing. Thanks for the whole thing!

  12. Fantastic site you have here but I was curious if you knew of any user discussion forums that cover the same topics talked about in this article? I’d really like to be a part of community where I can get advice from other knowledgeable people that share the same interest. If you have any suggestions, please let me know. Appreciate it!

  13. Its such as you read my mind! You seem to understand a lot about this, such as you wrote the e book in it or something. I believe that you just could do with some to power the message house a bit, but instead of that, that is fantastic blog. A fantastic read. I will certainly be back.

  14. Thank you a lot for giving everyone a very breathtaking possiblity to read in detail from this blog. It’s usually very ideal and also packed with fun for me personally and my office fellow workers to visit your web site nearly 3 times a week to find out the newest issues you have. Of course, we’re always impressed concerning the brilliant secrets you give. Certain 3 facts on this page are in fact the most beneficial we have all ever had.

  15. This is the right website for everyone who wants to understand this topic. You realize so much its almost hard to argue with you (not that I really would want toÖHaHa). You definitely put a brand new spin on a topic that’s been written about for many years. Excellent stuff, just great!

  16. Having read this I thought it was very informative. I appreciate you spending some time and effort to put this short article together. I once again find myself spending a significant amount of time both reading and commenting. But so what, it was still worthwhile!

  17. Hi there! I could have sworn Iíve been to your blog before but after looking at many of the articles I realized itís new to me. Anyways, Iím definitely happy I found it and Iíll be bookmarking it and checking back frequently!

Leave a comment

Your email address will not be published.