Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଅଜଣା ଗାଡ଼ିଧକାରେ ବାଇକ ଆରୋହି ମୃତ

563 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଏନେଚ ୧୬ ଭାଲୁଖାଇ ନିକଟରେ ଅଜଣା ଗାଡ଼ିଧକାରେ ବାଇକ ଆରୋହି ମୃତ । ମୃତକ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ମଙ୍ଗଳପୁର ଗ୍ରାମର ଅର୍ଜୁନ ଦାସ (୫୫) ବୋଲି ଜଣାପଡିଛି । ସେ ଆଜି ଭୁବନେଶ୍ଵର ରୁ ଜଣକୁ ବାଇକରେ ବସାଇ ଘରକୁ ଆସୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକାଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟ ହୋଇଥିଲା । ତେବେ ବାଇକରେ ବସିଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଧର୍ମଶାଳା ପୋଲିସ ସେଠାରେ ପହଁଚି ଶବକୁ ଜବତ କରି ବ୍ୟବଛେଦ ଲାଗି ପଠାଇ ଘଟଣାର ତଦନ୍ତ ଚଳାଇଛି ।

Related Post

ଖୁଣ୍ଟରେ ବନ୍ଧା ହୋଇଛି ଅଜଗର

Posted by - October 25, 2021 0
ରସମ୍ବଲପୁର:(ମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମାନେଶ୍ୱର ତାଲପାଲି ଗ୍ରାମରେ ଖୁଣ୍ଟରେ ବନ୍ଧା ହୋଇଛି ଅଜଗର ସାପ । ଏପରି ବିରଳ ଘଟଣା ଦେଖିବାକୁ ତାଲପାଲି ଗ୍ରାମରେ ଜମିଥିଲା ଲୋକଙ୍କ…

“ଓଡ଼ିଶା ଡ୍ରାଇଭର ମହାସଂଘ “ର ବୌଠକ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୁରବୁଡ଼l ଗୁପ୍ତେଶ୍ୱର ବାବାଙ୍କ ପ୍ରାଙ୍ଗଣ ଠାରେ ଓଡିଶା ଡ୍ରାଇଭର ମହାସଂଘ ବୌଦ୍ଧ ଜିଲ୍ଲା ର ତିଲେଶ୍ୱର…

ପିସି ପିଏନଡିଟି ସଚେତନତା ସଭା ଅନୁଷ୍ଠିତ

Posted by - November 12, 2022 0
ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଗର୍ଭଧାରଣ…

ଖରଭୂଇଁରେ କ୍ରସର କ୍ବାରୀ ବିରୋଧି ଗଣଧାରଣା ପହଞ୍ଚିଲା ତୃତୀୟ ଦିନରେ

Posted by - November 3, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥର କ୍ବାରୀ ଓ କ୍ରସର ବିରୋଧରେ ଗଣଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା…

Leave a comment

Your email address will not be published.