Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ସହିଦ ଯବାନଙ୍କ ଅମର ଆତ୍ମା କୁ ଶ୍ରଧାଞଳି ଦେଇ କ୍ୟାଣ୍ଡେଲ ସଭାଯାତ୍ରା

459 0

ଯାଜପୁର ଅଫିସ :ଲଦାଖର ଗଲୱାନ ଘାଟିରେ  ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଭାରତୀୟ  ଯବାନଙ୍କ ଙ୍କୁ ଯାଜପୁର ଜିଲ୍ଲା ସ୍ଥିତ କଳିଙ୍ଗ ସ୍ପୋର୍ଟିଂ କ୍ଲବ ସିଂହପୁର ସଦସ୍ୟ ଙ୍କ ତରଫରୁ ଲଦାଖ ବିର ସହିଦ ଜବାନ ଙ୍କ ଅମର ଆତ୍ମା କୁ ଶ୍ରଧାଞଳି ଦେଇ କ୍ୟାଣ୍ଡେଲ ସଭାଯାତ୍ରା କରାଯାଇଛି  ।

ଏଥିରେ କ୍ଲବ ର ସବୁ ସଦସ୍ୟ ଯୋଗଦାନ ଦେଇ ସହିଦ ଯବାନ ଙ୍କ ସ୍ମୃତି ରେ ୨ ମିନଟ ନିରବ ପ୍ରାର୍ଥନା  କରିଥିଲେ

Related Post

ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

Posted by - May 15, 2020 538
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମରେ । ଗ୍ରାମର…

ମନମୁଣ୍ଡା ଥାନା ଅଂଚଳ ରେ ପୁଲିସ ର ଫ୍ଲାଗ ମାର୍ଚ୍ଚ

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର ସବୁଠୁ ବଡ଼ ଥାନା ଭାବେ ବିବେଚିତ ମନମୁଣ୍ଡା ଥାନା ଅଂଚଳରେ ଆଜି ପୁଲିସ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି।ଏହି ଥାନା ଅଂଚଳ…

ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

Posted by - May 11, 2022 0
ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା…

ଗଡୁନି ଟ୍ରାକ୍ଟର, ମିଳୁନି ବାଲି ଗୋଡ଼ି, ବାରମ୍ଵାର ଫାଇନ ଆଦାୟକୁ ନେଇ ଟ୍ରାକ୍ଟର ମାଲିକ ଅସନ୍ତୋଷ, ରାଜସ୍ବ ହାନିର ଆଶଙ୍କା

Posted by - September 8, 2022 0
ରାୟଗଡ଼ା:(ରାମାକାନ୍ତ ପୋଡାଲ) ରାୟଗଡ଼ା ଜିଲ୍ଲା ମୁନିଗୁଡା ତହସିଲ୍ ଅନ୍ତର୍ଗତ ଅମ୍ବାଦଳା ଅଞ୍ଚଳରେ ଆଜକୁ ୮ ଦିନ ହେଲାଣି ଟ୍ରାକ୍ଟର ଚାଲୁ ନଥିବାରୁ ଲୋକଙ୍କ ପାଖରେ ବାଲି ଗୋଡ଼ି…

ଶିଶୁଙ୍କ ସ୍ଵାସ୍ଥ୍ୟ,ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆୟୋଜିତ

Posted by - June 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କରୋନାର ତୃତୀୟ ଲହରର ସମ୍ଭାବନା ଓ ବିଜ୍ଞାନ ସମ୍ମତ ପ୍ରାକ ଅନୁମାନକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳର ଶିଶୁଙ୍କୁ କରୋନା ମହାମାରୀ ସମ୍ପର୍କରେ…

Leave a comment

Your email address will not be published.