କୋରୋନା ରେ ଦୁଇ ଜଣଙ୍କ ର ମୃତ୍ୟୁ ,ରାଜ୍ୟ ରେ ମୋଟ ମୃତ୍ୟୁ ସଂଖ୍ୟା ୧୪

455 0

 ଭୁବନେଶ୍ବର :ରାଜ୍ୟ ରେ ହୁ ହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ରାଜ୍ୟ ରେ ୩୦୪  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୬୦୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । 

ରାଜ୍ୟରେ କୋରୋନା ର ସରକାରୀ ତଥ୍ୟ

District Positive Recovered Active Deceased Oth. Death
Ganjam 893 658 228 7 0
Khurdha 444 362 76 4 2
Cuttack 394 313 80 1 0
Jajpur 382 326 56 0 0
Balasore 294 201 92 0 1
Others * 266 0 266 0 0
Gajapati 238 80 158 0 0
Puri 214 115 97 1 1
Jagatsinghpur 208 130 78 0 0
Kendrapara 203 174 29 0 0
Bhadrak 196 175 21 0 0
Kandhamal 159 101 58 0 0
Balangir 151 129 22 0 0
Sundergarh 147 125 22 0 0
Mayurbhanj 145 90 55 0 0
Nayagarh 116 107 9 0 0
Keonjhar 98 54 44 0 0
Nuapada 79 71 8 0 0
Baragarh 66 18 47 1 0
Kalahandi 64 38 26 0 0
Angul 55 33 22 0 0
Malkangiri 53 24 29 0 0
Dhenkanal 53 46 7 0 0
Jharsuguda 46 18 28 0 0
Deogarh 41 38 3 0 0
Boudh 40 35 5 0 0
Sonepur 35 29 6 0 0
Sambalpur 26 18 8 0 0
Koraput 24 17 7 0 0
Rayagada 17 7 10 0 0
Nawarangpur 13 2 10 0 1
Total 5160 3534 1607 14

Related Post

ବନ୍ଧ ଘାଇ ଭାଙ୍ଗି ଯିବାରୁ, ଧାନ ଫସଲ ନଷ୍ଟ

Posted by - September 15, 2021 0
ବୌଦ୍ଧ:( ଚିତରଂଜନ ସିଂ)ଦୁଇ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଉପର ମୁଣ୍ଡରେ ଥିବା ଉପର…

ଚିକିତ୍ସା ପାଇ ଅର୍ଥ ସାଜିଛି ବାଧକ

Posted by - August 12, 2021 0
ଭୁବନେଶ୍ୱର:(ସନ୍ତୋଷ ରାଉତ )ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁଙ୍କୁ ନେଇ ଆସେ।ବୋହୁ ଚାଲିଗଲା ପରେ ମାନସିକ ଭାରସାମ୍ୟ ହରାଇ ବସିଲା ପୁଅ।ପୁଅ ହାତଗୋଡ଼ ଶିକୁଳିରେ ବାନ୍ଧିଦେଇଛନ୍ତି ବାପା…

Leave a comment

Your email address will not be published.