Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ସଟ୍‌ଡାଉନ୍‌ ସମୟରେ ଏହିସବୁ ସେବାକୁ ମିଳିଲା ଅନୁମତି

4610 567

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୩୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି।କରୋନା ସଂକ୍ରମଣ ରୋକିବା ପାଇଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି

ସଟ୍‌ଡାଉନ୍‌ ସମୟରେ ଏହିସବୁ ସେବାକୁ ମିଳିଲା ଅନୁମତି….

ମେଡିକାଲ୍‌ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ।
RBI, କ୍ଲିୟରିଂ ହାଉସ୍, ATM ସହ ଜଡ଼ିତ କର୍ମଚାରୀ ଯାଇପାରିବେ।
ଏୟାରପୋର୍ଟ, ରେଲ୍‌ୱେ ଷ୍ଟେସନ୍, ବସ୍ ଟର୍ମିନାଲ୍ ସହ ଜଡ଼ିତ କର୍ମଚାରୀଙ୍କୁ ଅନୁମତି
ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ପାଇଁ ଅନୁମତି।
ଖବରକାଗଜ ହକର୍ଙ୍କୁ ସକାଳ ୫ଟାରୁ ୮ଟା ଯାଏ ବିକ୍ରି ଅନୁମତି।
LPG ହୋମ୍ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି।
ଅନ୍ୟପକ୍ଷରେ ସପ୍ତାହରେ ଶନିବାର, ରବିବାର ସଟ୍‌ଡାଉନ୍ ନେଇ କମିଶନରେଟ ପୁଲିସ୍‌ ପକ୍ଷରୁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ୨ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

କେଉଁମାନେ ID କାର୍ଡ ଦେଖାଇ ଯାଇପାରିବେ….

ମେଡିକାଲ୍‌, ନର୍ସିଂହୋମ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ।
ପୁଲିସ୍‌ ଦେଇଥିବା ପୁରୁଣା ପାସ୍ ଦେଖାଇ ପାରିବେ ମେଡିସିନ ଷ୍ଟୋର ଷ୍ଟାଫ୍।
କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
ଟେଲିକମ୍, ମିଡିଆ, ପେଟ୍ରୋଲ ପମ୍ପ୍ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌ କର୍ମଚାରୀ ID କାର୍ଡ ଦେଖାଇ ଯାଇପାରିବେ।
କଳକାରଖାନା, ହୋଟେଲ କର୍ମଚାରୀ ମଧ୍ୟ ID କାର୍ଡ ଦେଖାଇ ଯାଇପାରିବେ।
ରେଲ୍‌ୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ, ଏୟାରପୋର୍ଟକୁ ଯିବା ପାଇଁ ଗାଡ଼ିକୁ ପୁଲିସ୍‌ ପାସ୍ ଦରକାର।ପୁଲିସ୍‌ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, OLA, Uber ଆଦି ଯାଇ ପାରିବେ।
ସଟ୍‌ଡାଉନ୍‌ ଦିନ ବାହାଘର ଥିଲେ ପୁଲିସ୍‌ ଠାରୁ ପାସ୍ ନେବା ଜରୁରୀ।
ଟ୍ୱିନ୍‌ସିଟିରୁ ବାହାରକୁ ଯିବାକୁ ଚାହୁଁଥିବା ଘରୋଇ ଗାଡ଼ିକୁ ୧୦୦ ଫୋନ୍‌ ନମ୍ବରରେ ଡାଏଲ୍‌ କରି ଅନୁମତି ନେଇ ପାରିବେ।
ମାଲ୍‌ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତି ଗାଡ଼ି ପାଇଁ ପାସ୍ ଅନାବଶ୍ୟକ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ SMS ବା ୧୦୦କୁ ଡାଏଲ କରି ପାସ୍ ନେଇପାରିବେ।

Related Post

ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ

Posted by - November 14, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆସନ୍ତା ୧୫ ତାରିଖ ରୁ ବିରଜା କ୍ଷେତ୍ର ପରିକ୍ରମା ଓ ରୁଦ୍ର ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାମୀ ଉଦୟାନନ୍ଦ ପର୍ବତ…

ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା :-ମୁଖ୍ୟମନ୍ତ୍ରୀ

Posted by - April 25, 2021 0
ଭୁବନେଶ୍ବର:ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଦିଆଯିବ। ମାଗଣା କରୋନା ଟିକା ନେଇ ଘୋଷଣା…

ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ,ଗୋଟିଏ ନିୟମ ହେଲା କୋହଳ, ଜାଣନ୍ତୁ କେଉଁଟି ?

Posted by - September 6, 2019 0
ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଏ ନେଇ ଟ୍ୱିନ୍…

ଗାନ୍ଧିକେନାଲ ଅବସ୍ଥା ଶୋଚନୀୟ, ପାଣିପାଇଁ ଚାଷୀଙ୍କ ମନରେ ଅସନ୍ତୋଷ

Posted by - July 31, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଖିଆଗରେ ଜଳ ଥାଇ ଉପଯୋଗୀ ହୋଇନପlରିବା କେତେଯେ ବିସ୍ମୟ କର ତାହା ଏହି ହରଭଙ୍ଗା ବ୍ଲକ ରେ ଦେଖିବାକୁ ମିଳିଛି!ଚିର ସ୍ରୋତ ଲଷ୍ମୀନାଲ ରୁ…

There are 567 comments

  1. Pingback: 2sulphurous

Leave a comment

Your email address will not be published.