ଦାମ ଗଢିବେ ନୂଆ ଦଳ , ଦଳର ନାଁ ହେବ ଜନତା କ୍ରାନ୍ତି ଦଳ

883 0

ଡାକ୍ତର ରାଉତ  କହିଛନ୍ତି ଯେ, ଆସନ୍ତା ୪ ଦିନ ମଧ୍ୟରେ ତାଙ୍କ ନୂଆଦଳ ଗଠନ ପ୍ରକ୍ରୀୟା ସରିବ । ସୂଚନାଯୋଗ୍ୟ ଯେ, ବ୍ରଜ ତ୍ରିପାଠୀଙ୍କ ସମତା କ୍ରନ୍ତି ଦଳରେ ଡାକ୍ତର ରାଉତ ଯୋଗ ଦେଇଥିଲେ ଏବଂ ସମତା କ୍ରାନ୍ତି ଦଳର ନାଁ ପରିବର୍ତ୍ତନ କରି ବିଜୁ ସମତା କ୍ରାନ୍ତି ଦଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଡାକ୍ତର ରାଉତ ପୁଣି ଆଉ ଏକ ଦଳ ଗଠନ କରିବାକୁ ବାହାରିଛନ୍ତି ।

Related Post

ରାଜ୍ୟ ଓ ଦେଶରେ ଜନତା କର୍ଫ୍ୟୁ,ସତର୍କତା, ସଚେତନତା ପଥରେ ଲୋକେ

Posted by - March 22, 2020 0
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ…

ସାବଧାନ !! ଭୁବନେଶ୍ବର ରେ ବସ୍ତି ଚିନ୍ତା,ଗୋଷ୍ଠୀ ସଂକ୍ରମଣ ଭୟ

Posted by - June 28, 2020 0
ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌…

ସାଧାରଣ ଜନତାଙ୍କ ମୁରବି ଓ ଭରସାର କେନ୍ଦ୍ର ନବୀନ,କୋଭିଡ୍‌ ପରେ ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ

Posted by - September 7, 2022 0
ଭୁବନେଶ୍ବର :ଦିଲ୍ଲୀର ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନୀତ କରାଯାଇଛି। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର…

Leave a comment

Your email address will not be published.