ଦାମ ଗଢିବେ ନୂଆ ଦଳ , ଦଳର ନାଁ ହେବ ଜନତା କ୍ରାନ୍ତି ଦଳ

968 0

ଡାକ୍ତର ରାଉତ  କହିଛନ୍ତି ଯେ, ଆସନ୍ତା ୪ ଦିନ ମଧ୍ୟରେ ତାଙ୍କ ନୂଆଦଳ ଗଠନ ପ୍ରକ୍ରୀୟା ସରିବ । ସୂଚନାଯୋଗ୍ୟ ଯେ, ବ୍ରଜ ତ୍ରିପାଠୀଙ୍କ ସମତା କ୍ରନ୍ତି ଦଳରେ ଡାକ୍ତର ରାଉତ ଯୋଗ ଦେଇଥିଲେ ଏବଂ ସମତା କ୍ରାନ୍ତି ଦଳର ନାଁ ପରିବର୍ତ୍ତନ କରି ବିଜୁ ସମତା କ୍ରାନ୍ତି ଦଳ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବର୍ତ୍ତମାନ ଡାକ୍ତର ରାଉତ ପୁଣି ଆଉ ଏକ ଦଳ ଗଠନ କରିବାକୁ ବାହାରିଛନ୍ତି ।

Related Post

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା

Posted by - December 4, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ କୃଷକ ସଂଗଠନ AIKKMS ର ଧାରଣା । କେନ୍ଦ୍ରସରକାରଙ୍କ କୃଷି…

ସମ୍ବଲପୁର ଡିଆରଏମଙ୍କ ନିକଟକୁ ଟିଟିଲାଗଡ଼ ବଣିକ ସଂଘର ୨୧ ସୂତ୍ରିୟ ଦାବିପତ୍ର ପ୍ରଦାନ

Posted by - October 3, 2022 0
ଟିଟିଲାଗଡ: :(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ବରେ ସ୍ଥାନୀୟ ଅତିରିକ୍ତ ରେଳବାଇ ମ୍ୟାନେଜର ଉଦ୍ଧବ ରାମଙ୍କ ମାଧ୍ୟମରେ…

ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ପକ୍ଷରୁ ପଦଯାତ୍ରା ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ୱାରକପତ୍ର

Posted by - October 3, 2020 0
ଭୁବନେଶ୍ୱର:ଭାରତୀୟ ସାମ୍ବାଦିକ ସଂଘ (ଆଇଜେୟୁ)ର ଡାକରାରେ ସାରାଦେଶରେ କାର୍ଯ୍ୟରତ ସାମ୍ବାଦିକମାନେ ୨ଅକ୍ଟୋବରକୁ ଦେଶବ୍ୟାପୀ ବିରୋଧ ଦିବସ ଭାବେ ପାଳନ କରିଛନ୍ତି । ମହାମାରୀ କରୋନା ବିରୁଦ୍ଧରେ ସାମ୍ବାଦିକମାନେ…

Leave a comment

Your email address will not be published.