Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଲକ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

779 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଲକ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ ।କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି ।

ସେ ପ୍ରଥମେ ଗାଡି ଡ୍ରାଇଭିଂ କରୁଥିଲେ । କିଛି ଦିନ ତଳେ ଗାଁରେ ଏକ ଅଟାକଳ ମଧ୍ୟ କରିଥିଲେ । କିନ୍ତୁ ଲକ ଡାଉନ ପଂଳରେ ରୋଜଗାରକୁ ସବୁ ବାଟ ବନ୍ଦ ହୋଇଯାଇଥିଲା । ଧାରକରଜ ଓ ପାରିବାରିକ ଦୁଃଶ୍ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଆଜି ସକାଳେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି ।

Related Post

ବିଜେଡି କାର୍ଯ୍ୟାଳୟରେ ପାଟକୁରା ଚିନ୍ତା

Posted by - August 19, 2019 0
ଭୁବନେଶ୍ବର୧୮|୮: ବିଜେଡିର ପୁଣି ପାଟକୁରା ଚିନ୍ତା । ଉପନିର୍ବାଚନ ବିପୁଳ ବ୍ୟବଧାନରେ ଜିତିବା ପରେ ଏବେ ପ୍ରତିଶ୍ରୁତି ପାଳନ ବେଳ । ମାତ୍ର, କର୍ମୀଙ୍କ ମଧ୍ୟରେ ତାଳମେଳ…

ଶବ ସଂସ୍କାର ପାଇଁ ଜାଗା ଅଭାବ, କଫିନ୍ ରଖି ପ୍ରତିବାଦ କଲେ ସଂଖ୍ୟାଲଘୁ ସମ୍ପ୍ରଦାୟ

Posted by - September 9, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା ଶବ ସଂସ୍କାର ପାଇଁ ମିଲିଲା ନାହିଁ…

ନଦୀ ପଠା ରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତି ଓ କୀର୍ତିରାଜି

Posted by - December 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନଦୀ ପଠା ରୁ ଉଦ୍ଧାର ହେଲା ପ୍ରାଚୀନ ମୂର୍ତି ଓ କୀର୍ତିରାଜି। ଯାଜପୁର ବ୍ଲକ କୁଞ୍ଜ ବିହାରୀ ପୁର ନିକଟରୁ ବୈତରଣୀ…

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଞ୍ଚ ଦିନ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ।

Posted by - April 26, 2022 0
ବ୍ୟୁରେ। : ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆଜି ଠାରୁ ପାଞ୍ଚ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ…

ନିୟମଗିରି ଝରନିଆ ଓ ଡଙ୍ଗରିଆ କନ୍ଧ ଙ୍କ ଉତ୍ପାଦିତ ସପୁରି ପଣସ ର ଅଭାବି ବିକ୍ରି : ମିଲୁନି ଉଚିତ ମୁଲ୍ୟ l

Posted by - July 12, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନିୟମଗିରି ପାହାଡ଼ ର ଜଙ୍ଗଲରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ପ୍ରାୟ ଦୁଇଶହ ରୁ ଉର୍ଦ୍ଧ୍ଵ ଗାଁ…

Leave a comment

Your email address will not be published.