ରାୟଗଡା ମୁଖ୍ୟ ଡାକ୍ତରଖାନା ରୁ ଆରମ୍ଭ ହେଲେ ଟେଲୀ ମେଡିସିନ ସୁବିଧା। ତଳେ ନମ୍ବର ଦିଆ ଯାଇଥିବା ନମ୍ବର ରେ ଫୋନ କରି ନିଜ ର ଔଷଧ ବିଷୟ ରେ ବୁଝି ପାରିବେ।ଏହି ସୁବିଧା ସୋମବାର ଠାରୁ ଶନିବାର ପ୍ରତେହ ସକାଳ ଆଠ ଟାରୁ ବାର ଟା ଉପଲବ୍ଧ ହବ।
Telemedicine facilities for patients has started at DHH, Rayagada.
Day: Monday to Saturday
Timing: 8 AM to 12 PMStay at home & consult Doctors through #WhatsApp voice/video calls. #OdishaFightsCorona pic.twitter.com/Dr10aw8Qog
— H & FW Dept Odisha (@HFWOdisha) April 22, 2020