Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

718 125

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଉପଲକ୍ଷେ ଯାଜପୁର ବିଜୁ ଛାତ୍ର ଜନତା ଦଳ ତରଫରୁ ୨ଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଯାଜପୁର ଟାଉନ୍ ରକ୍ତ ଭଣ୍ଡାର ଏବଂ ଯାଜପୁର ରୋଡ଼ ରକ୍ତ ଭଣ୍ଡାର ଠାରେ ଏହି କାର୍ଯ୍ୟକ୍ରମ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଏବଂ ରାଜ୍ୟ ଜୀବନ ବିନ୍ଦୁର ସଞ୍ଜୋଜକ ବିଜୟ ନାୟକଙ୍କ ନିର୍ଦ୍ଦେଶକ୍ରମେ ହୋଇଥିଲା ଏହି ରକ୍ତ ଦାନ ଶିବିରଟି ଯୁବନେତା ଦିଲ୍ଲିପ ଧିର ସାମନ୍ତ, ଶୁଭ୍ରାନ୍ତ ଶେଖର ଦୋରା ଏବଂ ଛାତ୍ର ନେତା ଦେବବ୍ରତ ମହାପାତ୍ର, ମଞ୍ଜିତ୍ ମହାନ୍ତି ଙ୍କ ନେତୃତ୍ବରେ ହୋଇଥିଲା ଏଥିରେ ୨ଟି ଯାଗାରେ ୨୩ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଟାଉନଠାରେ ଯାଜପୁର ମୁନିସିପାଲଟି ର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର ରୋଡ଼ଠାରେ ବ୍ୟାସନଗର ମୁନିସିପାଲଟି ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପରିଶେଷରେ ଯାଜପୁର ବିଜୁ ଜନତା ଦଳର ସଭାପତି ସରୋଜ ମହାପାତ୍ର ,ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ଅମରେଶ ପତ୍ରି ଏବଂ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ପାଟଣାଗଡ଼ ଉପଜିଲ୍ଲାପାଳ ଙ୍କ ବିଭିନ୍ନ ସରକାରୀ ଯୋଜନା ର ସମୀକ୍ଷା

Posted by - December 3, 2021 0
ଖପ୍ରାଖୋଲ: ୨/୧୨ (ତାପସ ରଞ୍ଜନ ବେହେରା)ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ ବ୍ଲକ ରେ କାର୍ୟ୍ଯ କାରୀ ହେଉଥିବା ବିଭିନ୍ନ ସରକାରୀ…

ସ୍ଥାନୀୟ ଗ୍ରାମବାସୀ ଖଣି ରୁ କ୍ରୋମାଇଟ ପରିବହନକୁ ବନ୍ଦ କଲେ

Posted by - April 6, 2020 0
ଭୁବନେଶ୍ବର:ଯାଜପୁର ଜିଲ୍ଲା ଅନ୍ତର୍ଗତ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦେଶ ଦିଆଯାଇଛି।ଯାଜପୁର ସହର ଓ…

ଭାରସାମ୍ୟ ହରାଇ କାର ଓଲଟିଲା

Posted by - July 28, 2021 0
ବୌଦ୍ଧ୨୭/୭( ଚିତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା କୋରଡ଼ା କୋଠା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଏକ କାର ଓଲଟି ପଡିଥିବା ଦେଖିବାକୁ…

ପୁରୁଣା କଟକ ମା ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ଯୁବରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Posted by - November 1, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ରେ ତିନିଦିନିଆ ଯୁବରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି, ଆଜି ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ…

There are 125 comments

Leave a comment

Your email address will not be published.