Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଯାଜପୁରରେ ଏବେ ଖୋଲିବ ଏହି ଦୋକାନ

706 92

ଭୁବନେଶ୍ୱର: ୧୨/୪: ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍ ଅବଧିକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବଢ଼େଇ ଦେଇଛନ୍ତି । ସେହିପରି ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଗୋଟିଏ କରୋନା ପଜିଟିଭ୍ କେଶ୍ ବାହାରିବା ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନ୍ ମେଣ୍ଟ ଅଞ୍ଚଳଭାବେ ଘୋଷଣା କରଯାଇଥିଲା । ଯାହା ଅବଧି ରବିବାର ରାତ୍ର ୮ ଘଟିକାରେ ସମାପ୍ତ ହେଉଛି । କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଉଠିଗଲେ ମଧ୍ୟ ଯେହେତୁ ସମଗ୍ର ଜିଲ୍ଲାରେ ଲକ୍‌ଡାଉନ୍ ବଳବତ୍ତର ରହିଛି ତେଣୁ ଜନସାଧାରଣ ସରକାରୀ କଟକଣା ଓ ନିୟମ ମଧ୍ୟରେ ଚାଲିବାକୁ ପଡ଼ିବ । ପୂର୍ବପରି ସକାଳ ୬ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡ଼ିକ ଖୋଲା ରହିବ । ତେବେ ସୋମବାର ଠାରୁ ସାଇକେଲ ମରାମତି, ଗ୍ୟାରେଜ୍ ବା ଗାଡ଼ି ମରାମତି ଦୋକାନ ସହ ଦୁଗ୍ଧଜାତ ସାମଗ୍ରୀ ବିକ୍ରୟ ପାଇଁ ଅନୁମତି ଦିଆଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଯେଉଁ ଗାଡ଼ି ଗୁଡ଼ିକ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଛନ୍ତି ସେଗୁଡ଼ିକର ମରାମତି ନ ହେଲେ ତାହା ସେବା ଦେବାରେ ଅସମର୍ଥ ହେଉଛନ୍ତି, ସେଥିପାଇଁ ଗ୍ୟାରେଜ ଖୋଲିବାକୁ ଅନୁମତି ଦିଆଗଲା । ସେହିପରି ଇତିମଧ୍ୟରେ ଅନେକ ଲୋକ ବାଇକ ପରିବର୍ତ୍ତେ ସାଇକେଲ ଚଲାଉଛନ୍ତି ଯାହାର ମଧ୍ୟ ମରାମତି ଓ ଖରାପ ହେଲେ ସଜାଡ଼ିବା ଜରୁରୀ ।

ଅପର ପକ୍ଷରେ ଦୁଗ୍ଧ ଜାତ ଦ୍ରବ୍ୟ ଯଥା ଛେନା, କ୍ଷୀର, ପନୀର ଇତ୍ୟାଦି ବିକ୍ରୟ ନ ହୋଇ ପାରିଲେ ଗୋ-ଚାଷୀ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଅନୁମତି ଦିଆଗଲା । ତେବେ ଏ ସମସ୍ତ ଦୋକାନୀଙ୍କର ଦାୟିତ୍ୱ ଯେପରି ସାମାଜିକ ଦୂରତାକୁ ବଜାୟ ରଖି ସେମାନଙ୍କର ବ୍ୟବସାୟ କରିବେ । ଅପର ପକ୍ଷରେ ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଓ ପଠନ ପକ୍ରିୟାକୁ ଅଧିକ ଫଳ ପ୍ରଦ କରିବା ଲକ୍ଷ୍ୟରେ ପୁସ୍ତକ ବା ବହି, ଖାତା ଇତ୍ୟାଦି ପାଠ୍ୟ ଉପରକର ଦୋକାନ ଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି । ସାମାଜିକ ଦୂରତାକୁ ପ୍ରାଥମିକା ନଦେଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଦିଆଯିବ ବୋଲି ଶ୍ରୀଦାସ ସୂଚନା ଦେଇଛନ୍ତି । ଖରାଦିନ ପାଇଁ ବିଦ୍ୟୁତ ସହଯୋଗୀ ଅର୍ଥାତ ଇଲେକ୍ଟ୍ରିକାଲର ସପ୍ ଗୁଡ଼ିକର ଆବଶ୍ୟକତା ଅଧିକ । ଫ୍ୟାନ, ଇଲେକ୍ଟ୍ରିକଲ୍ ଇତ୍ୟାଦି ପାଇଁ ମଧ୍ୟ ଏହି ଇଲେକ୍ଟ୍ରିକାଲ୍ ଦୋକାନ ଖୋଲାଯିବ ଓ ଅନୁରୂପ ନିୟମ ସେମାନେ ଅନୁପାଳନ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

Related Post

ଓଡିଶାରେ ପ୍ରବଳ ଶୀତ ଲହରୀ ସମଗ୍ର ରାଜ୍ଯ ଆଉ ତିନି ଚାରି ଦିନ ଥଣ୍ଡାରେ ଥରିବ

Posted by - December 21, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କ୍ରମାଗତ କିଛିଦିନ ହେବ ସମଗ୍ର ଓଡ଼ିଶାରେ ଓଡ଼ିଶାରେ ପ୍ରବଳ ଶୀତର ଲହରୀ ଦେଖିବାକୁ ମିଳିଛି। ପ୍ରବଳ ଶୀତ ଯୋଗୁଁ…

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ ରେ ୧୦ ଘଣ୍ଟିଆ ଭାରତ ବନ୍ଦ ରେଙ୍ଗାଲିରେ ଭାରତ ବନ୍ଦର ପ୍ରଭାବ

Posted by - September 28, 2021 0
ସମ୍ବଲପୁର/ରେଙ୍ଗାଲି:(ରମାକାନ୍ତ ବିଶ୍ବାଳ)ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ,ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି, ବିଭିନ୍ନ ସଂସ୍ଥାର ଘରୋଇ କରଣ…

ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

Posted by - February 8, 2020 703
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ ।…

ପୋଖରୀ ରୁ ମୃତ ଦେହ ଉଦ୍ଧାର

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଅନ୍ତର୍ଗତ ବାଣପୁର ଜଗନ୍ନାଥ ମନ୍ଦୀର ସମ୍ମୁଖ ପୋଖରୀରୁ ଏହି ମୃତ ଦେହଟି ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବିଂଝାରପୁର…

କନିଷ୍ଠ ଯନ୍ତ୍ରୀ ଙ୍କ ମନମୁଖୀ ବେଆଇନ କାର୍ଯ୍ୟର ତଦନ୍ତ ପାଇଁ ସ୍ମାରକ ପତ୍ର

Posted by - February 8, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)କନିଷ୍ଠ ଯନ୍ତ୍ରୀ ଙ୍କ ବେଇଆଇନ୍ ଓ ମନମୁଖୀ କାର୍ଯ୍ୟ ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦେଲେ ଗ୍ରାମବାସୀ ।…

There are 92 comments

  1. I’m not sure where you’re getting your information, but great topic. I needs to spend some time learning more or understanding more. Thanks for wonderful information I was looking for this information for my mission.

  2. I need to to thank you for this very good read!! I certainly loved every little bit of it. I’ve got you book marked to look at new things you post…

  3. An interesting discussion is definitely worth comment. There’s no doubt that that you ought to write more about this subject, it may not be a taboo subject but typically people do not talk about these issues. To the next! All the best!

  4. Heya i’m for the first time here. I found this board and Ifind It truly useful & it helped me out a lot. I hope to give something backand aid others like you helped me.

  5. An interesting discussion is definitely worth comment. I believe that you need to write more on this subject matter, it may not be a taboo matter but typically people do not discuss these issues. To the next! Cheers!!

  6. Howdy! I know this is kinda off topic but I was wondering if youknew where I could get a captcha plugin for my comment form?I’m using the same blog platform as yours and I’m having trouble finding one?Thanks a lot!

  7. İnstagram takipçi satın al Örneğin zayıflamak için içerisine sumak ve limon eklenmiş ya da takipçi satın al kan yapıcı olsun diye keçiboynuzu pekmezi karıştırılır. takipçi satın al

  8. Howdy! This post couldn’t be written much better! Looking through this post reminds me of my previous roommate! He always kept talking about this. I will send this article to him. Pretty sure he will have a great read. Many thanks for sharing!

  9. I do not even know the way I stopped up here, but I thought this submit was good.I do not recognize who you’re but certainly you’regoing to a famous blogger when you aren’t already. Cheers!

  10. When I initially commented I clicked the -Notify me when new comments are added- checkbox and now each time a remark is added I get four emails with the identical comment. Is there any method you possibly can take away me from that service? Thanks!

Leave a comment

Your email address will not be published.