ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର

1032 268

ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବରୀ ପ୍ରଶାସନ ତରଫରୁ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ରମ୍ପା ସରପଞ୍ଚଙ୍କ ବିଜୟ କିଶୋର ସାହାଣୀ ଙ୍କ ଦାୟିତ୍ଵରେ ଛାଡିଛନ୍ତି । ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୫ ଜଣ ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇରେ କୌଣସି ଜାଗାରେ କାମ କରୁଥିଲେ ।

ସେଠାରୁ ଆଜି ଭୋରୁ ଚାଲି ଚାଲି ଆସି ବରୀ ମାଉଣ୍ଡ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ବରୀ ତହସିଲଦାର୍ ସରୋଜ କାନ୍ତ ନାୟକ , ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଉକ୍ତ ଶ୍ରମିକଙ୍କୁ ସ୍ଥାନିୟ ସରପଞ୍ଚ ଙ୍କୁ ଦାୟିତ୍ୱ ଦେଇଥିଲେ । ସରପଞ୍ଚ ସେମାନକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଥଇଥାନ କରିବା ସହ ଖାଦ୍ୟ ପେୟ ବ୍ୟବସ୍ଥା କରିଛନ୍ତି ବୋଲି ଜଣାପଡିଛି ।

Facebook Notice for EU! You need to login to view and post FB Comments!

Related Post

୭୪ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା ବଣ୍ଟନ କଲେ ବିଧାୟକ

Posted by - December 20, 2021 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ…

ସପ୍ତାହିକ ବଜାରରେ ବାଇକ ଷ୍ଟାଣ୍ଡ ଉଦଘାଟନ

Posted by - April 30, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ପଞ୍ଚାୟତର ଭାଲୁମୁଣ୍ଡା ଶନିବାର ପ୍ରତି ସପ୍ତାହର ଆଜି ସାପ୍ତାହିକ ବଜାରରେ ସାଇକେଲ, ମୋଟର ସାଇକେଲ…

ନୀଳଗିରି ମହାବିଦ୍ୟାଳୟ ର +୨ କଳା ପରୀକ୍ଷା ରେ ଟପ୍ପର ହେଲେ ଉତ୍କଳିକା ରାଉତ ।

Posted by - September 12, 2020 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ନୀଳଗିରି ମହାବିଦ୍ୟାଳୟ ର ଛାତ୍ରୀ ଉତ୍କଳିକା ରାଉତ +୨ କଳା ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଛନ୍ତି। ପିତା ପୀତବାସ…

କେସିଙ୍ଗା ନଗରରେ ଲାଗିବ ସିସିଟିଭି କ୍ୟାମେରା

Posted by - May 6, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ସହର ମୁଖ୍ୟ ଜାତୀୟରାଜପଥ NH-୨୬ ଉପରେ ବଢିଚାଲି ଥିବା ଦୁର୍ଘଟଣା,ଟ୍ରାଫିକ ସମସ୍ଯା,ସହରରେ ଚୋରି, ବିଭିନ୍ନ ବେଆଇନ କାରବାର, ଦୃତଗତି ରେ ଚଲାଉଥିବା ଦୁଇ ଚକିଆ…

ତୀର୍ଥଯାତ୍ରୀଙ୍କୁ ଧକ୍କାଦେଲା ନାଇଟକୋଚ ବସ – ୪ ମୃତ ୫ ଗୁରୁତର.

Posted by - December 25, 2019 265
ଅନୁଗୋଳ :(ମହେଶ ଭୋମରାଜ) ଜାତୀୟ ରାଜପଥ ୫୫ ର ଗୁରୁଣ୍ଡୁ ଠାରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ ବୋଲେରୋକୁ ନାଇଟକୋଚ…

There are 268 comments

  1. Greetings! Really practical assistance Within this certain put up! It’s the small changes that could make The main alterations. Thanks for sharing!

  2. Do you have a spam problem on this blog; I also am a blogger, and I was wondering your situation; many of us have created some nice methods and we are looking to trade methods with others, be sure to shoot me an e-mail if interested.

  3. Very interesting information!Perfect just what I was searching for! “I live in company with a body, a silent companion, exacting and eternal.” by Eugene Delacroix.

Leave a comment

Your email address will not be published.