ଭୁବନେଶ୍ୱର: କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ପୂରା ଦେଶବାସୀ । ଆଉ ଏହି ଧନ୍ୟବାଦର ମହାପର୍ବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Facebook Notice for EU!
You need to login to view and post FB Comments!