Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଘଣ୍ଟ ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

274 0

ଭୁବନେଶ୍ୱର: କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟ-ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ପୂରା ଦେଶବାସୀ । ଆଉ ଏହି ଧନ୍ୟବାଦର ମହାପର୍ବରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

Facebook Notice for EU! You need to login to view and post FB Comments!

Related Post

ବିନା ସୂଚନା ଫଳକରେ ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ଅଭିଯୋଗ

Posted by - June 18, 2021 0
ବୌଦ୍ଧ::(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାର କାନ୍ତମାଳ ବ୍ଲକର କୁଳୁତଯୋର ପଞ୍ଚାୟତର ଫସେଡ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ତାହା ଅତି ନିମ୍ନମାନର କାମ ହୋଇଥିବର ଅଭିଯୋଗ…

ବିଜୁ ସ୍ଵାସ୍ଥ୍ୟ କାର୍ଡ କେଉଁ କାମକୁ ? ରୋଗିଙ୍କୁ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା

Posted by - November 9, 2021 0
ବୌଦ୍ଧ/ହରଭଙ୍ଗା :(ଚିତ୍ତ ରଂଜନ ସିଂ)ସରକାର ଜନ ସାଧାରଣଙ୍କ ସ୍ଵାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେହେଁ…

ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ କିନ୍ତୁ ଉପାନ୍ତ ରେ ଜନନୀ ଯନ୍ତ୍ରଣା

Posted by - December 1, 2021 0
ମାଲକାନଗିରି :(ଅବଦୁଲ ଗନି)ଜନନୀ ସୁରକ୍ଷା ଉପରେ ସରକାରୀ ତାହାବିଲରୁ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ବ୍ୟୟ ହେଉଛି।କିନ୍ତୁ ଆଜିବି ଉପାନ୍ତ ଅଂଚଳରେ ଜନନୀ ଯନ୍ତ୍ରଣା ର…

ଆଉ ନାହାନ୍ତି କିଶୋର ମହାନ୍ତି

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦଘାତ ଯୋଗୁଁ ପରଲୋକ ଘଟିଛି l ଝାରସୁଗୁଡା ସ୍ଥିତ କାର୍ଯ୍ୟାଲୟରେ ଦଳିୟ ବୈଠକ ବେଳେ କିଶୋରଙ୍କ ଦେହ…

ବାପାଙ୍କ ଶେଷ ସଂସ୍କାର ରେ ମୁଖାଗ୍ନି ଦେଲେ ଝିଅ

Posted by - March 28, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସମାଜରେ ନାରୀ ଆଉ ଅବଳା ଦୁର୍ବଳା ହୋଇ ରହିନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ଭଳି ନିଜର ପାରଦର୍ଶିତା ଦେଖାଉଛନ୍ତି ନାରୀ ମାନେ । ପରଲୋକ…

Leave a comment

Your email address will not be published.