ନେସ୍କୋ କର୍ମଚାରୀ ସହିତ ଏସଡିଓ ଜେଇ ଙ୍କୁ ମାଡ 

352 0

ମୟୁରଭଞ୍ଜ :(ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ନୂଆପଦା ଗାଁକୁ ଉଦଳା ସବଡିଭିଜନର ଏସଡିଓ  ପ୍ରଶାନ୍ତ କୁମାର ମାନା ଏବଂ ଦୀପକ କୁମାର ଦାସ ଭିଜିଲାନ୍ସ ନିର୍ବାହୀ ଯନ୍ତ୍ରୀ ସହିତ  ଦୀପିକାନ୍ତ ଭୁଇଁଆ ଲାଇନମ୍ୟାନ ବକେୟା ବିଲ ଆଦାଇ ପାଇଁ ନୂଆପଡା ଗାଁରେ ଯାଇ ପହଞ୍ଚିଥିଲେ । ସେଠାରେ ଶାନ୍ତନୁ କୁମାର ନାୟକଙ୍କ ବକେୟା ବିଲ ପେମେଣ୍ଟ ମାଗିଥିଲେ କିନ୍ତୁ ବିଲ ଦେଇନଥିଲେ। ଫଳରେ ସରକାରଙ୍କ ନୂଆନିୟମ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ସଂଯୋଗ କଟିଥିଲେ ହେଲେ ବିଦ୍ୟୁତ କାହିଁକି କଟାଗଲା ଯୋଡିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଶାନ୍ତନୁ କୁମାର ନାୟକ କହିଥିଲେ। ଉପସ୍ଥିତ  ଅଧିକାରୀ ଅକ୍ଷମତା ପ୍ରକାଶ କରି ମାନାକରିବାରୁ  ପରିବାର ଲୋକମାନେ ତଥା ଶାନ୍ତନୁ ନାୟକଙ୍କ ବାପା ରମାକାନ୍ତ ନାୟକ ଏବଂ  ମା  ସଂଘବଧ ଭାଭେ ନେସ୍କୋ ଅଧିକାରୀ ମାନଙ୍କୁ  ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଏହାସହିତ ୩ଘଣ୍ଟା କାଳ ଅଟକ ରଖି ପରେ ଛାଡିଥିଲେ। ସେପଟେ ପୋଲିସ ପହଂଚି ଉଦ୍ଧାର କରିଥିଲେ ଘଟଣାକୁ ନେଇ ପୋଲିସ ତଦନ୍ତ ଜରିରଖିଛି। ନେସ୍କୋ କର୍ମଚାରୀଙ୍କୁ ମାଡ ମରା ଘଟଣାରେ ସଂପୃକ୍ତ ପରିବାରର ଲୋକମାନଙ୍କୁ ଯଦି ତୁରନ୍ତ ଗିରଫ କରାଯିବା ସହ ନେସ୍କୋ କର୍ମଚାରୀ ଙ୍କୁ ସୁରକ୍ଷା ଯୋଗାଇ ଦିଆନଯାଏ ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଲେ ନେସ୍କୋ ପାୱାର ଏମ୍ପ୍ଲଇଜ ଇଉନିଆର ସାଧାରଣ  ସମ୍ପାଦକ ଜ୍ୟୋତି କୃଷ୍ଣ ବେହେରା । ତେବେ ଘଟଣାକୁ ନେଇ ନେସ୍କୋ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ଥିବା ବେଳେ ଶାନ୍ତନୁଙ୍କ ପରିବାର ପକ୍ଷରୁ ମଧ୍ୟ ଖୁଣ୍ଟା ଥାନାରେ ମାମଲା ରୁଜୁକରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Post

ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ରାଜୁର ସଫଳ ଚିକିତ୍ସା

Posted by - November 22, 2020 0
ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଞ୍ଚାୟତ ଧନପୁର ଗ୍ରାମର ହଳଧର ହରିଜନଙ୍କ ୭ ବର୍ଷର ଶିଶୁପୁତ୍ର ରାଜୁ ହରିଜନ ଆଜକୁ ୬ ମାସ ପୂର୍ବେ…

କଳାହାଣ୍ଡି ରେ ଡକାୟତଙ୍କ ଆତଙ୍କ, କାଉଡୋଳା ଗାଁ ରେ ଡକାୟତ ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନସ୍ଥ କାଉଡୋଳା ଗ୍ରାମର ସୁରଥ ସରାବୁ(୬୫) ଙ୍କ ଘରେ ଶନିବାର ବିଳମ୍ବିତ…

ଭୁବନେଶ୍ବର ରେ ହୋଇ ନାହି ତ ଗୋଷ୍ଠୀ ସଂକ୍ରମଣ,ପଢନ୍ତୁ ଏହି ରିପୋର୍ଟ

Posted by - July 21, 2020 0
ଭୁବନେଶ୍ବର :ଦିନ କୁ ଦିନ ଭୁବନେଶ୍ବର ପରିସ୍ଥିତି ଖରାପ ହେବାରେ ଲାଗିଛି । ବିଏମ୍‌ସି ପକ୍ଷରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକା ପ୍ରକାଶ ପାଉଥିବା ବେଳେ ଏଥିରୁ…

ଖୋଲୁଛି ଗୁମର,ଲୁଟ ହୋଇଥିବା ଗାଡି ରେ ଶ୍ରୀମନ୍ଦିର ଯାଇଥିଲେ ନିଲମ୍ବିତ ଥାନାଧିକାରୀ

Posted by - April 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଗତକାଲି ଶ୍ରୀମନ୍ଦୀର ଭିତରକୁ ବେଆଇନ ଭାବେ ପଶି ନିଲମ୍ବିତ ହୋଇଛନ୍ତି ଯାଜପୁର ଜିଲା ବଡଚଣା ଥାନା ଅଧିକାରୀ ଦିପକ ଜେନା । ସେ…

ଧରା ପଡିଲେ ଏସ୍ ଏଫ ସି, ଧରା ନ ପଡିଲେ ମନରେଗା

Posted by - July 22, 2021 0
ବୌଦ୍ଧ-(ଚିତ୍ତରଞ୍ଜନସିଂ)ବୌଦ୍ଧ ବ୍ଳକ ର ବିଭିନ୍ନ ଗ୍ରାମପାୟତରେ ଥିବା ପୋଖରୀଗୁଡିକର ଏବେ ଉନ୍ନତିକାରଣ କାର୍ଯ୍ୟ ଯୋର ସୋରରେ ଚାଲିଛି।ବିଶେଷ କରି ମନରେଗା ଯୋଜନାରେ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିବା…

Leave a comment

Your email address will not be published.