ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ

459 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲାରେ ଧାନ ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ । ଜିଲାର ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ରାସ୍ତାରେ ଯାଉଥିବା ଧାନ ଗାଡିକୁ ଅଟକାଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଆରଏମସିକୁ କୌଣସି ପ୍ରକାର ଅର୍ଥ ଆଦାୟ ନକରିବା ପାଇଁ ନିର୍ଦ୍ଧେଶ ଥିବା ବେଳେ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ କରିଛନ୍ତି ଧାନବ୍ୟବସାୟୀ ।

ଗତ କିଛି ମାସ ଧରି ଆରଏମସି କର୍ତୁପକ୍ଷ ଜିଲାରେ ଯାଇଥିବା ବିଭିନ୍ନ ଜାତୀୟ ରାଜପଥରେ ଧାନ ଟ୍ରକ ଗୁଡିକୁ ଅଟକ ରଖି ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ କରି ଧାନ ବ୍ୟବସାୟୀ ସଂଘ ପକ୍ଷରୁ ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ନିଜର ଆପତି ଜଣାଇଛନ୍ତି । ଏପରି ବ୍ୟବସ୍ଥାକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛି ସଂଘ ।

Related Post

ଯାଜପୁର ଜିଲାରେ କୋଭିଡ-୧୯ ପରିପ୍ରେକ୍ଷୀରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି

Posted by - June 18, 2020 0
ଯାଜପୁର ଅଫିସ :ସଂପ୍ରତ୍ତି କରୋନା ବିଶ୍ୱ ସାରା କାୟା ବିସ୍ତାର କରିସାରିଚ୍ଥି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଳ୍‌ାର ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ବୃନ୍ଦଙ୍କ ଅବଗତି…

ରାସ୍ତା କଡରେ ଛିଡା ହେଇଥିବା କାର୍ କୁ ପଛରୁ ପିଟିଲା ପିକପ୍, ଅଳ୍ପକେ ବର୍ତିଲେ ଚାଳକ

Posted by - July 13, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଗାନ୍ଧୀ ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ କାର୍ ସହ ପିକପ୍…

ସତ୍ୟସାଇ ସେବା ସମିତି ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - April 2, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ )ଅମ୍ବାଦଳା ସତ୍ୟସାଇ ସେବା ସମିତି ତରଫରୁ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସତ୍ୟସାଇ ମନ୍ଦିର ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…

“ମିଶନ ଚାଟଶାଳୀ” ର ପ୍ରେସ ବିଜ୍ଞପ୍ତି

Posted by - August 17, 2021 0
ମାଲକାନଗିରି:(ଅବଦୁଲ ଗନି)କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିବା ଦ୍ଵାରା ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ…

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସଦର ମହକୁମା ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି

Posted by - June 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଉଲୁଣ୍ଡା ସଦର ମହକୁମା ମୁଖ୍ୟ ବଜାର ନିକଟରୁ ଏ.ଟି ଏମ ଭାଙ୍ଗି ବ୍ୟାଟେରୀ ଚୋରି ।…

Leave a comment

Your email address will not be published.