ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ

1984 0

ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତ ପରିବାର ଲୋକେ । ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରପଂ ହୋଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ମୁତାବକ ଯାଜପୁର ଟାଉନର କୌଶିକ ସାମନ୍ତ ବରଯାତ୍ରୀ ଦଳରେ ଭଦ୍ରକ ଯାଇଥିଲେ । ଘଟଣା ରାତିରେ ସେ ଆଉ ଘରକୁ ପେଂରିନଥିଲେ । ପରଦିନ ଏକ ପୋଖରିରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା ।

ଏହି ଘଟଣାରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଯେଉଁ ମାନଙ୍କ ସହିତ କୌଶିକ ବରଯାତ୍ରୀ ଯାଇଥିଲେ ସେମାନେ କିଭଳି ଓ କାହିଁକି ତାଙ୍କୁ ନ ଆଣି ପଳାଇ ଆସିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଛି ।

Facebook Notice for EU! You need to login to view and post FB Comments!

Related Post

ଗାନ୍ଧୀଅଣା ପ୍ରକଳ୍ପରେ ଚାଷୀ ବର୍ଷାକୁ ଚାହିଁ ରହିଛନ୍ତି,ପୁର୍ଣଉଦ୍ଧାର ପାଇଁ ଚାଷୀଙ୍କ ଦାବି

Posted by - August 26, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଚଳିତ ବର୍ଷ ଚାଷିବି ଜାଣିଲାଣି ମରୁଡି ହେବ ସୁନିଶ୍ଚିତ!ଯେଉଁ ସମୟରେ ଚାଷ ଜମି ସବୁଜ ରଙ୍ଗରେ ଭରପୁର ହୋଇ ଲହଡି ଭାଙ୍ଗିବା କଥା ସେହିସମୟରେ ଚlରିଆଡେ…

ବାତ୍ୟା ଜୱାଦ ର ପ୍ରଭାବରେ ଯାଜପୁର ଜିଲ୍ଲାରେ ବର୍ଷା

Posted by - December 5, 2021 0
ଭୁବନେଶ୍ବର /ଯାଜପୁର :ସମୁଦ୍ର ଭିତରେ ବାତ୍ୟା ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା । ସମୁଦ୍ର ଭିତରେ ବାତ୍ୟାର…

ନବବର୍ଷରେ ସମଲେଶ୍ୱରୀ ମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା

Posted by - December 29, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ନବବର୍ଷରେ ସମ୍ବଲପୁର ରେ ଭକ୍ତ କରିପାରିବେ ନାହିଁ ମାଁ ସମଲେଶ୍ୱରୀ ଙ୍କ ଦର୍ଶନ । ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଯାରିକରିଛି ସମ୍ବଲପୁର…

୨୭ ତାରିଖ ସୋମବାର ଶପଥ ଗ୍ରହଣ ଉତ୍ସବ ହେବାର ସମ୍ଭାବନା

Posted by - May 25, 2019 470
ଭୁବନେଶ୍ବର:ପଞ୍ଚମ ଥର ଶାସନ ଡୋର ଧରିବା ପୂର୍ବରୁ ବିଜେଡି କ୍ୟାମ୍ପରେ ଜବରଦସ୍ତ ଉତ୍ସାହ । ରାଜ୍ୟବ୍ୟାପୀ ଚାଲିଛି ଦଳୀୟ ନେତା ଓ କର୍ମୀଙ୍କ ସେଲିବ୍ରେସନ୍ । ୧୧୨ଟି…

Leave a comment

Your email address will not be published.