Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ସିଏଏକୁ ସମର୍ଥନ ରେ ଯାଜପୁର ନଗର ବଜରଙ୍ଗ ଦଳ ର ବିଶାଳ ମଟର ସାଇକେଲ ଶୋଭାଯାତ୍ରା 

5560 1,088

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସିଏଏକୁ ସମର୍ଥନ କରି  ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ ସଂସଦ ଦ୍ୱାରା ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନକୁ ଅନୁମୋଦନ ମିଳିଥିଲା ।

ତେବେ ଏହି ଆଇନ ସଂପର୍କରେ ଜନ ଜାଗରଣ   ଉଦେଶ୍ୟରେ ଏହି ବାଇକ ଶୋଭାଯାତ୍ରା କରାଯାଇଥିଲା ।  ବରରଙ୍ଗ ଦଳ ପକ୍ଷରୁ ଶତାଧିକ ସଦସ୍ୟ ବାଇକ ଶୋଭାଯାତ୍ରାରେ  ସହର ପରିକ୍ରମା କରିଥିଲେ । ଏହି ଆଇନ ନାଗରିକତ୍ୱ ବିରୋଧରେ ନୁହେଁ ନାଗରିକତ୍ୱକୁ ସମର୍ଥନ କରୁଥିବା  ସଦସ୍ୟମାନେ ସ୍ଲୋଗାନ ଜରିଆରେ ଲୋକମାନଙ୍କୁ ଅବଗତ କରାଇଥିଲେ ।

ଏହି  ଶୋଭାଯାତ୍ରା ମା ବିରଜାଙ୍କ ମନ୍ଦିରଠାରୁ ଆରମ୍ଭ ହୋଇ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଶେଷ  ହୋଇଥିଲା । ସିଏଏ ସମ୍ପର୍କରେ ସାଧାରଣ ଜନତାଙ୍କୁ ଜଣେଇବା ସହ ଏକ ନିର୍ଦିଷ୍ଟ ଦଳ ଏବଂ କିଛି ଖଳ ପ୍ରକୃତିର ବ୍ୟକ୍ତି ସାଧାରଣ ଜନତାଙ୍କୁ ପଥ ଭ୍ରଷ୍ଟ କରିବା ସହ ଆଇନ ସମ୍ପର୍କରେ କୌଣସି ଧାରଣା ନରଖି ଏହାର ଅପପ୍ରଚାର ଉଦେଶ୍ୟରେ ସାଧାରଣରେ ବିଭିନ୍ନ କୁ ମନ୍ତବ୍ୟ ଦେଉଛନ୍ତି ।ତେଣୁ ବିଶ୍ବହିନ୍ଦୁ ପରିଷଦ, ବଜାରଙ୍ଗୀ ଦଳ ଯାଜପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଥିଲା।

Facebook Notice for EU! You need to login to view and post FB Comments!

Related Post

ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ

Posted by - April 26, 2020 0
ବାରିପଦା:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ।ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି। ତେବେ ପୌରାଣିକ କିମ୍ବଦନ୍ତୀ…

ରାମଗଡ ଉଚ୍ଚ ବିଦ୍ୟାଳୟ 5T ବିଦ୍ୟାଳୟ ରେ ରୂପାନ୍ତରିତ ପାଇଁ ଭୂମିପୂଜା କାର୍ଯ୍ୟ ଆରମ୍ଭ

Posted by - December 25, 2021 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ରେ ଆରମ୍ଭ ହୋଇଥିବା 5T ସ୍କୁଲ ମଧ୍ୟରେ ରାମଗଡ ଉଚ୍ଚ ବିଦ୍ୟାଳୟ ର ଆଜି ରୂପାନ୍ତରିତ 5T ସ୍କୁଲ ପାଇଁ…

ବରୀ ପୋଲିସ ର ଅଚାନକ ଚେକିଂ

Posted by - May 21, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ବଜାର ରେ ବରୀ ପୋଲିସ ତରଫରୁ ଅଚାନକ ଚେକିଂ ସହ ସଚେତନତା କରାଯାଇଛି । ଠାରେ ବିନା…

ଖପ୍ରାଖୋଲ ଅଂଚଳରେ ମନ୍ଦିର ମାନଙ୍କରୁ ଚୋରି ରୋକିବାକୁ ବିଜେପି ତରଫରୁ ଥାନା ଆରକ୍ଷୀ ଅଧିକ୍ଷକ ଙ୍କ ଉଦେଶ୍ୟରେ ଦାବିପତ୍ର

Posted by - May 20, 2022 0
ଖପ୍ରାଖୋଲ: ୨୦/୫(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଂଚଳରେ କିଛିଦିନ ହେଲା ମନ୍ଦିର ମାନଙ୍କରୁ ଚୋରୀ ହେଉଛି। ଘଟଣା ର ତଦନ୍ତ କରି ଚୋର…

There are 1,088 comments

  1. Com mais de 8 anos de experiencia no Forex, Fabio Jose e uma especie de Wikipedia ambulante sobre o assunto.
    Mas ele nem sempre foi assim. Ate 2012, este gaucho com uma licenciatura em Ciencias Contabilisticas da UFRGS
    nunca tinha ouvido falar do assunto. Foi uma conversa com um amigo universitario que o levou a experimentar
    o que viria a ser a sua paixao. Quando se formou na universidade dois anos mais tarde (em 2014), Fabio ja
    tinha uma profissao: Comerciante Forex. As horas que passou a estudar pares de moedas e as noites que seguiu
    o mercado aberto do outro lado do mundo ja lhe trouxeram, na altura, um rendimento que os seus colegas estavam
    longe de ganhar nos seus primeiros empregos. Desde entao, Fabio nao deixou a area. Depois de estudar para um MBA
    em Gestao Financeira na FGV, em 2015, tornou-se corretor profissional e comecou a servir clientes em todo o Brasil.
    Nesse mesmo ano, comecou a produzir conteudos no seu canal YouTube, que atingiu 50.000 assinantes. Actualmente,
    usa a escrita como meio para levar os seus conhecimentos a um publico ainda mais vasto no Brasil.
    ———————————————————
    Todos os meus artigos podem ser encontrados aqui – https://investimentosinfo.com.br/author/fabiojose/

  2. If you would like to increase your familiarity simply keep
    visiting this website and be updated with the latest news update posted here.