Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବିଂଝାରପୁର ବ୍ଲକର ୬ଟି ମସଜିଦ ରେ ଇଦୁଲ ଫିତର ପାଳନ

59 0

ଯାଜପୁର:ଆଜି ମୁସଲମାନ ମାନଙ୍କ ପବିତ୍ର ପର୍ବ ଇଦୁ ଉଲ ଫିତର। ଏଥିପାଇଁ ଆଜି ଯାଜପୁର ବିଂଝାରପୁର ବ୍ଲକର ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରାଯିବା ସହିତ ପରସ୍ପର ପରସ୍ପରକୁ ଇଦ ମୁବାରକ ଜଣାଇଥିଲେ । ବିଂଝାରପୁର ବ୍ଲକ ର ଟି ଇଦଗା ଓ ମସଜିଦରେ ଇଦୁଲ ଫିତର ପାଳନ କରାଯାଇଛି ।

ମୁସଲମାନ ଧର୍ମାବଲମ୍ବୀ ଙ୍କ ମଧ୍ୟରେ  ବେଶ ଖୁସି  ଦେଖିବାକୁ ମିଳିଛି । ଏହି ଇଦ ପର୍ବରେ ସମୁହ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି 

 ସେପଟେ ଶାନ୍ତି ଶୃଙ୍ଖଳା ରେ ନମାଜ ପାଠ ପାଇଁ ମସଜିଦ ଓ ଇଦଗା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏହି ଅବସରରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ,ଜିଲାପରିଷଦ ସଦସ୍ୟ ନନ୍ଦ କିଶୋର ସାମଲ ପ୍ରମୁଖ ସାମିଲ ହୋଇ ଶୁଭେଚ୍ଛା ଜଣାଇଥିଲେ।

Related Post

ଏଣିକି କୋଭିଡ ହସ୍ପିଟାଲରେ ଲାଗିବ ସିସିଟିଭି, ରୋଗୀ ର ଭଲ ମନ୍ଦ ବୁଝି ପାରିବେ ଆତ୍ମୀୟ

Posted by - May 16, 2021 0
ଭୁବନେଶ୍ୱର:ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ…

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଡମକୋଚ ଡ୍ୟାମରେ ୮ ଫୁଟ ଲମ୍ବର ମାଈ କୁମ୍ଭୀର ମୃତ

Posted by - March 22, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଚ ତଳଗାଁ ଫରେଷ୍ଟ ସେକ୍ସନ ଡମକୋଚ ଡ୍ୟାମରେ ଗତକାଲି ଏକ 8ଫୁଟ ଲମ୍ବ ର କୁମ୍ଭୀର…

କଣ୍ଟାମଲ ତହସିଲରେ ଅବ୍ୟବସ୍ଥା : ମାସ ମାସ ଧରି ଲୋକଙ୍କୁ ମିଳୁନି କବଲା

Posted by - February 27, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ଜମି ବାଡ଼ି ରେଜିଷ୍ଟ୍ରସନ ପରେ ପକ୍ଷ ମାନଙ୍କୁ ମାସ ମାସ ଧରି ମିଳୁନି କବଲା କବଲା ପାଇଁ ଧାଇଁ ଧାଇଁ ଲୋକମାନେ ନୟାନ୍ତ…

ପାଙ୍ଗାମ ପୋଲ ଉପରେ ଦୁଇ ଫୁଟ ପାଣି, ଭୁଶୁଡ଼ିଲା ଘର

Posted by - August 13, 2020 0
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ସର୍ବାଧିକ ୧୮୪ ମିଲିମିଟର ବର୍ଷା ହୋଇଛି । ଫଳରେ ମାଥିଲି ଅଂଚଳ ଜଳମଗ୍ନ ହୋଇଯାଇଛି । ବିଭିନ୍ନ ପୋଲ ଉପରେ ପାଣି ଲହଡ଼ି ଭାଙ୍ଗୁଛି ।…