ସୋନାଲି ବିଶିଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଚର୍ଚ୍ଚା ରେ ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀ ସୋନାଲୀ ବିଶି l ଆଜି ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ…