ଅଜଣା ଗାଡି ଧକ୍କା ରେ ବୃଦ୍ଧା ଙ୍କ ଜୀବନ ଗଲା

ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ସରକାର ଙ୍କ ପକ୍ଷରୁ କୁହାଯାଉଛି ଯେ କୌଣସି ବ୍ୟକ୍ତି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେଲେ ତାଙ୍କୁ ତୁରନ୍ତ ସହାୟତା ର ହାତ ବଢ଼ାଇବା, ମେଡିକାଲ ନେବା, ପୋଲିସ କୁ ଜଣାଇବା l ଏପରିକି ପୋଲିସ…

ବିଜେଡି ସରକାର ଓ ବିଧାୟକ ଙ୍କ ଉପରେ ବର୍ଷିଲା ବିଜେପି

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ର ବିଜେଡି ସରକାର ଓ ବିଧାୟକ ଙ୍କ ଉପରେ ବର୍ଷିଲା ବିଜେପି । ସମ୍ମିଳନୀରେ ରଖିଲେ ରାଜ୍ୟ ସରକାରଙ୍କ ବିଫଳତା ର କଳା ଚିଠା । ବିଜେଡି ସରକାର…

ମଡେଲ୍ ଡିଗ୍ରୀ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ହରଭଙ୍ଗା :(ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ (କଟାତଳ) ସ୍ଥିତ ମଡେଲ୍ ଡିଗ୍ରୀ କଲେଜରେ ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀ ମାନେ ଶନିବାର ଦିନ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ କଲେଜ ସମ୍ମୁଖରେ ଅବରୋଧ କରିଥିଲେ…

କେସିଙ୍ଗା ନଗର ବିଜେପି ପକ୍ଷରୁ ଯୁବ ଓ ମହିଳା ସମାବେଶ ଅନୁଷ୍ଠିତ

କେସିଙ୍ଗା: ( ପ୍ରୀତୀଶ ପଟେଲ )ସାଧାରଣ  ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ବେଳେ କେସିଙ୍ଗା ବିଜେପି ତାର କର୍ମକର୍ତ୍ତା ମାନଙ୍କୁ ଏକାଠି କରିବା ସହିତ ଦଳରେ ନୂତନ କର୍ମକର୍ତ୍ତା ମାନଙ୍କୁ ଦଳ ରେ ସାମିଲ କରି ଦଳ କୁ ଆହୁରି ମଜଭୁତ…