Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଶ୍ଵ ଶୌଚାଳୟ ଦିବସରେ ବେଦାନ୍ତ ପକ୍ଷରୁ ସଚେତନତା

15 0

ରାୟଗଡା :୧୯/୧୧(ରାମାକାନ୍ତ ପୋଢାଲ )ଲାଞ୍ଜିଗଡ ବେଦାନ୍ତ ଆଲୁମିନା କମ୍ପାନୀ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ, ହିନ୍ଦି ଚଳଚିତ୍ର ଟଲେଟ୍ ଏକ ପ୍ରେମ କଥା ସିନେମା ଦେଖାଇ କରାଯାଉଛି ସଚେତନ। ଏହି କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ଇନ୍ଦିରାପଡ଼ା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

କମ୍ପାନୀ ପକ୍ଷରୁ ବେଦାନ୍ତ କମ୍ପାନିର କର୍ମଚାରୀ ଓ ବେଦାନ୍ତ ମେଡିକାଲର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ହିନ୍ଦୀ ଚଳଚ୍ଚିତ୍ର ଟଲେଟ୍ ଏକ ପ୍ରେମ କଥା ସିନେମା ମାଧ୍ଯମରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଗ୍ରାମର ମହିଳା ମାନେ ଉପସ୍ଥିତ ରହିଥିଲେ।

Related Post

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

Posted by - August 26, 2022 0
ବୌଦ୍ଧ::୨୬/୦୮ :(ଚିତ୍ତରଂଜନସିଂ)ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥଦ୍ବୟକୁ ଦ୍ଵିତୀୟ ଦିବସରେ ଉଭୟ ଅହିଂସା ରଥ୧ ଓ ୨ ବୌଦ୍ଧ ପଂଚାୟତ ସମିତି…

ତୃତୀୟ ମହାନଦୀ ମହୋତ୍ସବ ଅନୁଷ୍ଠିତ

Posted by - February 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ତେଲିବନ୍ଧ ଗ୍ରାମପଂଚାୟତ ର ରାମପୁର ସୁବର୍ଣ୍ଣପୁର ମହାନଦୀ ମଧ୍ୟ ଭାଗରେ ମାଘ ମାସ ତିଳ ସପ୍ତମୀ ଅବସରରେ ଅଷ୍ଟ ପ୍ରହରୀ…

କାର ଓ ବାଇକ ମୁହଁl ମୁହିଁ ଧକ୍କା,ବାଇକ ଆରୋହୀ ଗୁରୁତର

Posted by - August 7, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ ବିରାନରସିଂ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂମୁଖ ରେ ଆଜି ଅପରାହ୍ନ ୨.୩୦ ମିନିଟ ସମୟରେ ଏକ ଦୁର୍ଘଟଣା ଘଟିଥିବାର…

ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଙ୍ଘ ର ଗଣ ଧାରଣା

Posted by - December 22, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ବିଭିନ୍ନ ସମସ୍ୟା ସମାଧାନ ଦାବି ରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଗଣଧାରଣା । ଅବସରପ୍ରାପ୍ତ…

ପର୍ଜନପୁର ଅଞ୍ଚଳରେ ଗୋରୁଗାଈଙ୍କୁ ଅଜଣା ରୋଗବ୍ୟାଧି ବ୍ୟାପୁଛି

Posted by - September 23, 2019 0
କେନ୍ଦୁଝର,୨୩/୯ କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତର ନଇଗାଁ,ପର୍ଜନପୁର,ନୂଆଡ଼ିହି ଆଦି ଗ୍ରାମରେ ଗୋରୁଗାଈଙ୍କୁ ଏକ ଅଜଣା ବ୍ୟାଧି ବ୍ୟାପି ଚାଲିଛି ।ଫଳରେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ…