ବିଶ୍ଵ ଶୌଚାଳୟ ଦିବସରେ ବେଦାନ୍ତ ପକ୍ଷରୁ ସଚେତନତା

52 0

ରାୟଗଡା :୧୯/୧୧(ରାମାକାନ୍ତ ପୋଢାଲ )ଲାଞ୍ଜିଗଡ ବେଦାନ୍ତ ଆଲୁମିନା କମ୍ପାନୀ ପକ୍ଷରୁ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ, ହିନ୍ଦି ଚଳଚିତ୍ର ଟଲେଟ୍ ଏକ ପ୍ରେମ କଥା ସିନେମା ଦେଖାଇ କରାଯାଉଛି ସଚେତନ। ଏହି କାର୍ଯ୍ୟକ୍ରମ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ପଞ୍ଚାୟତ ଇନ୍ଦିରାପଡ଼ା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।

କମ୍ପାନୀ ପକ୍ଷରୁ ବେଦାନ୍ତ କମ୍ପାନିର କର୍ମଚାରୀ ଓ ବେଦାନ୍ତ ମେଡିକାଲର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ହିନ୍ଦୀ ଚଳଚ୍ଚିତ୍ର ଟଲେଟ୍ ଏକ ପ୍ରେମ କଥା ସିନେମା ମାଧ୍ଯମରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଗ୍ରାମର ମହିଳା ମାନେ ଉପସ୍ଥିତ ରହିଥିଲେ।

Related Post

କାଶୀପୁର ଠାରେ ବିଶ୍ୱ ଆଦିବାସୀ ଦିବସ ପାଳନ

Posted by - August 10, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯାଇଛି।ସାରା ଭାରତରେ ୯ ଅଗଷ୍ଟ ରେ ୧୯୯୪ ମସିହାରୁ ଆଦିବାସୀ…

ଜୟପାଟଣା ବିକାଶ ପାଇଁ ଆହ୍ବାନ!! ସାମିଲ ହେଲେ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ

Posted by - August 13, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଏକ ପୁରାତନ ସହର ଜୟପାଟଣା ର ସର୍ବାଙ୍ଗୀନ ବିକାଶ ପାଇଁ ଲାଞ୍ଜିଗଡ଼ ବିଧାୟକ…

ବିଶ୍ୱ କ୍ୟାନସର ଦିବସ ଅବସରରେ ବରଗଡରେ ଗଣଦୌଡ

Posted by - February 5, 2022 0
ବରଗଡ/ଅତାବିରା:ବିଶ୍ୱ କ୍ୟାନସର ଦିବସ ଅବସରରେ ଆଜି ବରଗଡ କେନସର ଫାଇଟସ୍ ଗ୍ରୁପ ଏବଂ ବରଗଡ ଲାୟନ୍ସ କ୍ଲବ ଆନୁକୁଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଯାହାକୁ…

ଯାଜପୁରରେ ଥିବା ବଲ୍ଲଭିଘାଟ ପୋଲ ଦବିବା ପଂଳରେ ଲୋକେ ଭୟଭିତ

Posted by - March 11, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୋଲ ଦବିବା ପଂଳରେ ଲୋକେ ଭୟଭିତ । ଯାତାୟତ ବାଧାପ୍ରାପ୍ତ । ଯାଜପୁର ଜିଲା ସୀମାନ୍ତ ମଣିନାଥପୁର ନିକଟସ୍ଥ ବଲ୍ଲଭି ପୋଲର ମଝି ଭାଗରେ…

ହରିଶଙ୍କର ରେ ମନ୍ଦିର ସବକମିଟି ର ବୈଠକ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ

Posted by - April 15, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର କ୍ଷେତ୍ର ହରିଶଙ୍କର ଠାରେ ହରିଶଙ୍କର ମନ୍ଦିର ପରିଚାଳନା ସବକମିଟି ର ବୈଠକ ଗୁରୁବାର କମିଟି ସଭାପତି…