ରାଜ୍ୟ ସଭା ସାଂସଦ ଖପ୍ରାଖୋଲ ବ୍ଲକ ନୋମିନି ହେଲେ ରୂପେସ ଅଗ୍ରୱାଲ

24 0

ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଙ୍କ ଖପ୍ରାଖୋଲ ବ୍ଲକ ରାଜ୍ୟ ସଭା ସାଂସଦ ପ୍ରତିନିଧି ଭାବେ ରୁପେଶ ଅଗ୍ରୱାଲ ଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ବ୍ଲକ କାର୍ଯ୍ୟାଳୟକୁ ନୂତନ ଭାବେ ମନୋନୀତ ରାଜ୍ୟ ସଭା ସାଂସଦ ପ୍ରତିନିଧି ଶ୍ରୀ ଅଗ୍ରୱାଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଙ୍କୁ ଭେଟି ତାଙ୍କୁ ମନୋନୀତ କରାଯାଇଥିବା ପତ୍ର ପ୍ରଦାନ କରିଥିଲେ ।

ପରେ ବ୍ଲକ ର ପୁରାତନ ସଭା ଗୃହ ରେ କିଛି ଜନ ସାଧାରଣ ଙ୍କୁ ଭେଟିବା ସହ ଶିକ୍ଷା ,ସ୍ବାସ୍ଥ୍ୟ ଓ ବ୍ଲକ ରେ ରହିଥିବା ଅନ୍ୟାନ୍ୟ ଅଧୁର କାମ କୁ ସଂପୂର୍ଣ୍ଣ କରିବା ପାଇଁ ସଂପୂର୍ଣ୍ଣ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ। ସାଂସଦ ପ୍ରତିନିଧି ଙ୍କ ସହ ମହନ ସୁନା , ପଦ୍ମନାଭ ନାଏକ , ଗୋପାଳ ମେହେର , ସୀତାକାନ୍ତ ବିଶ୍ଵାଳ , ଟଙ୍କ ପଧାନ, ସୁଶିଲ ପଧାନ, ଗୋପାଳ ସାହୁ ଓ ପ୍ରମୁଖ ଉପସ୍ଥିତ ଥିଲେ।

Related Post

କଲମପୁରରେ କାଳ ବୈଶାଖୀ, ଗଛ ପଡି ଭାଙ୍ଗିଲା ଘର

Posted by - May 30, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କେତେକ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏହାର ପ୍ରଭାବରେ ଏକ ଗଛ ପଡି ଘର…

ବିଦ୍ୟୁତ ଖୁଣ୍ଟ ଶସ୍ପର୍ସ ରେ ଆସି କୁନି ଝିଅ ର ଜୀବନ ଚାଲିଗଲା

Posted by - October 13, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମପଞ୍ଚାୟତ ଜନକେଡ଼ା ଗ୍ରାମ ରେ ବିଦ୍ୟୁତ ବିଭାଗର ଅପାରଗତା ତଥା ବିଦ୍ୟୁତ ବିଭାଗର…

ଜୁରାବନ୍ଦ ଗ୍ରାମପଞ୍ଚାୟତର ସରପଞ୍ଚ ପଦବୀ ଆଦିବାସୀ ସଂରକ୍ଷଣ ଦାବୀରେ ଯୁବା ମଞ୍ଚର ବ୍ଳକ ଘେରାଉ

Posted by - January 4, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଆଦିବାସୀ ସଂରକ୍ଷଣ ଦାବୀ ନେଇବାଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ଗ୍ରାମ ପଂଚାୟତର ଆଦିବାସୀ ଯୁବାମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ…

ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ

Posted by - June 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର  ସାହୁ) ଯାଜପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥୀ…

ଅଚାନକ ଅନଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଙ୍କ ମୁଖ୍ୟ ମେଡିକାଲ ପରିଦର୍ଶନ

Posted by - October 13, 2019 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅଚାନକ ଅନଗୁଳ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ଅନଗୁଳ ମୁଖ୍ୟ ମେଡିକାଲ ପରିଦର୍ଶନ କରିଛନ୍ତି। ସେ ବିଭିନ୍ନ ୱାର୍ଡ ରେ ବୁଲିବା ସହ ରୋଗୀ ମାନଙ୍କ…