Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା

63 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଯୁବ ବର୍ଗ ଙ୍କୁ ସ୍ୱାବଲମ୍ବୀ ହେବା ପାଇଁ ୧୫ ଦିନିଆଁ ଜାଗୃତି ଯାତ୍ରା ।ଯାହାକି ସାରା ଭାରତରୁ ୧୯ ବର୍ଷ ରୁ୨୭ବର୍ଷ ବୟସ୍କ ଯୁବକ ଯୁବତୀ ଏହି ଜାଗୃତି ଯାତ୍ରା ରେ ଭାଗ ନେଇ ପାରିବେ।ସାରା ଭାରତ ର ୫୦୦ ଜଣ ଯୁବକ ଯୁବତୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯିବ।

ସେମାନେ ଭାରତ ର ବଡ଼ ବଡ଼ ରାଜ୍ୟର ବିଜିନେସ ହବ ବୁଲି କିଭଳି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଇପାରିବେ ସେ ଦିଗରେ ତାଙ୍କୁ ମୋଟିଭେଟେଡ଼ କରାଯିବ।ଯଦ୍ୱାରା ଯୁବ ପିଢ଼ି ମାନେ ସ୍ୱାବଲମ୍ବୀ ହୋଇପାରିବେ।ଏହି ଜାଗୃତି ଯାତ୍ରା ଟି ଡିସେମ୍ବର ମାସରେ ଆରମ୍ଭ ହେବ ସେଥିପ୍ରତି ଅନଲାଇନ ରେ www. jagritiyatra. com କୁ ଯାଇ ଯୁବ ବର୍ଗ ମାନେ ଆବେଦନ କରିବା ପାଇଁ କୁହାଯାଇଛି।

Related Post

ଅଞ୍ଜଳୀ ଦାସ ବସ୍ତାବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ

Posted by - March 13, 2022 0
ବାଲେଶ୍ଵର:ଆଜି ବସ୍ତାବ୍ଲକ ପରିସରରେ ଅଧ୍ୟକ୍ଷ ପଦପାଇଁ ନିର୍ବାଚନ ହୋଇଥିଲା।ଏଥିରେ ବସୁ ଚକୁରୀ ସମିତିସଭ୍ୟ ରଞ୍ଜନା ଦାସ ଓ ମୁକୁଳୁସି ସମିତିସଭ୍ୟ ଅଞ୍ଜଳୀ ଦାସ ନମିନେସନ କରିଥିଲେ।ଏହି ନିର୍ବାଚନ…

ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି

Posted by - July 13, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ମଙ୍ଗଳପୁର ଥାନା କମାରଡିହି ପଂଚାୟତ ଇଟାପଡା ଗ୍ରାମର ଅକ୍ଷୟ ମୃତ୍ୟୁ ଘଟଣା ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଏହି…

ସୁନାମୁଖୀ ଜଙ୍ଗଳ ରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଆରମ୍ଭ

Posted by - August 26, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନା ମୁଖୀ ଜଙ୍ଗଲ ରୁ ଏକ ମୁଣ୍ଡ ବିହୀନ ପୁରୁଷ ଙ୍କ…

ରଜ ସଂକ୍ରାନ୍ତି ଉପଲକ୍ଷେ ଇଲେକ୍ଟ୍ରି ଅଫିସ ଛକରେ ସରବତ ବଣ୍ଟନ କଲେ ସ୍ଥାନୀୟ ଲୋକେ

Posted by - June 15, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଇଲେକ୍ଟ୍ରି ଅଫିସ ଛକରେ ସେଠାକାର ସ୍ଥାନିୟ ଲୋକେ ମିଶି ଜନସାଧାରଣଙ୍କୁ ଲେମ୍ବୁ ସରବତ ତଥା…

ଘୋର ଅବ୍ୟବସ୍ଥା ଭିତରେ କାଶୀପୁର ପଞ୍ଚାୟତ ସମିତି ବୈଠକ ଶେଷ

Posted by - April 27, 2022 0
ରାୟଗଡ଼ା :(ଅଞ୍ଜନ କୁମାର ନାଏକ) ଘୋର ଅବ୍ୟବସ୍ଥା ଭିତରେ ରାୟଗଡା ଜିଲ୍ଲା କାଶୀପୁର ପଞ୍ଚାୟତ ସମିତି ବୈଠକ ସମାପ୍ତ ହୋଇଛି, କିଛି ସରପଞ୍ଚ ଓ ସମିତି ମଧ୍ୟ…