Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ

707 0

ବାରଙ୍ଗ:(ସନ୍ତୋଷ ରାଉତ)ପ୍ରାଣୀ ଉଦ୍ୟାନ ଓ ବଟ।ନିକ।ଲ୍ ଗାର୍ଡେନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅବଧି ବଢିଲା ଦ୍ବିତୀୟ ଲହର କରୋନା ସଂକ୍ରମଣ ବଡ଼ିବାରେ ଲାଗିଛି । ସବୁ ଆଡେ ଭୟର ବାତାବରଣ । ତେବେ ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ବଟା ନି କ।ଲ୍ ଗାର୍ଡେନ କୁ ଆସନ୍ତା ମେ ମାସ ୧ ତାରିଖ ଠାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରାଯାଇ ଥିଲା

କରୋନା ସ୍ଥିତି ରେ କୌଣସି ସୁଧାର ନ ଆ ସିବାରୁ ପୁନର୍ବାର ଅନିଦ୍ରିଷ୍ଟ ପାଇଁ ବନ୍ଦ କରାଯାଇଛି ।ସରକାରଙ୍କ ନିଷ୍ପତି ପରେ ଏହି ପର୍ଯ୍ୟଟନ ସ୍ଥଳ ଖୋଲା ଯିବ କି ନାହିଁ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆ ଯିବ ବୋଲି ନନ୍ଦନକାନନ କିୟୁ ରେଟର କହିଛନ୍ତି । ଅନ୍ୟ ପଟେ ଅଫିସ୍ କାର୍ଯ୍ୟାଳୟ ପୂର୍ବଭଳିଖୋଲା ରହିବ

Related Post

ଯୋଡ଼ାର ମୌଳିକ ସୁବିଧା ନିମନ୍ତେ ବଶିଷ୍ଠ ନାଗରିକ ମଞ୍ଚ ତରଫରୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ଧାରଣା

Posted by - June 1, 2020 0
ବଡ଼ବିଲ :(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ରତ୍ନଗର୍ଭା ଯୋଡ଼ା ସହର କାନ୍ଦେ ଆଜି କଇଁ କଇଁ । ସତେଯେମିତି ତା ଲୁହ ପୋଛିବା ପାଇଁ ତା ସୁନା ପୁଅ…

କେନ୍ଦ୍ର ସରକାର ଙ୍କ କୃଷକ ବିରୋଧୀ କଳା ଆଇନ କୁ ବିରୋଧ କରି ନୀଳଗିରି ରେ ବନ୍ଦ ପାଳନ

Posted by - December 8, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍)ସମଗ୍ର ଭାରତ ବର୍ଷ ରେ, କେନ୍ଦ୍ର ସରକାରଙ୍କ ର କୃଷକ ବିରୋଧୀ ଆଇନ୍ କୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ପାଇଁ, ଜାତୀୟ କଂଗ୍ରେସ…

୭୪ ତମ କଳାହାଣ୍ଡି ଗଠନ ଦିବସ ମହା ସମାରୋହରେ ପାଲିତ

Posted by - November 1, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ପାଳନ କରିଛି ୭୪ ତମ କଳାହାଣ୍ଡି ଗଠନ ଦିବସ। ଆଜି ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ଙ୍କ…