କେନ୍ଦୁଝର:(ସିତାରାମ ଦିକ୍ଷୀତ) ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତ ଅନ୍ତର୍ଗତ ବାଲିପସି ଗାଁ ରେ ଏକ ସଭ୍ୟ ସମାଜରେ ଘଟିଛି ଅସଭ୍ୟ କାଣ୍ଡ,ଲକ୍ଡାଉନ୍ ସ୍ବତ୍ତେ ଭୃକ୍ଷେପ ନକରି ସରକାରଙ୍କ ନିୟମ ମାନି କୋଭିଡ୍ ୧୯ ମହାମାରୀର ସଚେତନତାର ବାର୍ତ୍ତାଦେଇ ଆସୁଥିବା ଆଶା ଅଖଜି ଖଣ୍ଡାଙ୍କୁ ବାଉଁଶଗଡ଼ ଓ ବାଲିପୋଷି ମଝିରେ ଯାଇଥିବା କେନାଲରେ ଏକ ତ୍ରିତ ହୋଇ ପାଖାପାଖି୨୦୦ ଲୋକ ମାଛ ଧରୁଥିବା ବେଳେ.ସେହି ସମୟରେ ପୋଲିସ ପାଟ୍ରୋଲିଙ୍ଗ୍ କରୁଥିବା ଗାଡିକୁ ଦେଖି ମାଛ ଧରୁଥିବା ଲୋକ ମାନେ ଅତର୍କିତ ହୋଇ ପଳାଇଥିଲେ.
ଉକ୍ତ ସମୟରେ ଆଶାଦିଦି ସଚେତନତାର ବାର୍ତ୍ତାଦେଇ ଫେରୁଥିବା. ବେଳେ ବଳଦୂଆଁ ଗ୍ରାମର ଚନ୍ଦା ମଣ୍ଡଳ ଆଶା ଦିଦିଙ୍କୁ ଅଶ୍ରିଳ ଇଙ୍ଗିତ,ସହ ମାରି ଦେବାର ଧମକ ଯାହାକି କାନରେ ଶୁଣିହେବନି ତାହା ସହ ଚୁଟିଧରି ଘୋଷରୀଥିବା ପୀଡିତା ବୟାନ କରିଛନ୍ତି,
ଏଇଠି ସ୍ବଚନା ଦିଆଯାଏ ଯେ ସରକାରଙ୍କ ନାରା ନାରୀଜାତିକୁ ସମ୍ନାନ ହେଲେ କଣ ହେବ ଦିନ ଦ୍ବିପହରେ ଯଦି କର୍ତବ୍ୟ ନିଷ୍ଟ ଆଶାଦିଦିଙ୍କୁ ଏମିତି ଅବସ୍ଥା କରାଯାଉଅଛି ରାତିରେ ତ ଛାଡ। ଏଠାରେ ତ ରାବଣ ରାଜ ଚାଲିଛି। ପ୍ରଶାସନକୁ ଅନୁରୋଧ କରାଯାଏ ପ୍ରକୃତ ସତ୍ୟକୁ ବାହାର କରି ଦୋଷିକୁ ଦଣ୍ଡିତ କରନ୍ତୁ।