Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୋଲିସ୍ ଇନ୍ଫର୍ମର ସନ୍ଦେହରେ ମାଡ ଖାଇଲେ ଆଶା କର୍ମୀ ଥାନାର ଦ୍ବାରସ୍ଥ।

382 0

କେନ୍ଦୁଝର:(ସିତାରାମ ଦିକ୍ଷୀତ) ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତ ଅନ୍ତର୍ଗତ ବାଲିପସି ଗାଁ ରେ ଏକ ସଭ୍ୟ ସମାଜରେ ଘଟିଛି ଅସଭ୍ୟ କାଣ୍ଡ,ଲକ୍ଡାଉନ୍ ସ୍ବତ୍ତେ ଭୃକ୍ଷେପ ନକରି ସରକାରଙ୍କ ନିୟମ ମାନି କୋଭିଡ୍ ୧୯ ମହାମାରୀର ସଚେତନତାର ବାର୍ତ୍ତାଦେଇ ଆସୁଥିବା ଆଶା ଅଖଜି ଖଣ୍ଡାଙ୍କୁ ବାଉଁଶଗଡ଼ ଓ ବାଲିପୋଷି ମଝିରେ ଯାଇଥିବା କେନାଲରେ ଏକ ତ୍ରିତ ହୋଇ ପାଖାପାଖି୨୦୦ ଲୋକ ମାଛ ଧରୁଥିବା ବେଳେ.ସେହି ସମୟରେ ପୋଲିସ ପାଟ୍ରୋଲିଙ୍ଗ୍ କରୁଥିବା ଗାଡିକୁ ଦେଖି ମାଛ ଧରୁଥିବା ଲୋକ ମାନେ ଅତର୍କିତ ହୋଇ ପଳାଇଥିଲେ.

ଉକ୍ତ ସମୟରେ ଆଶାଦିଦି ସଚେତନତାର ବାର୍ତ୍ତାଦେଇ ଫେରୁଥିବା. ବେଳେ ବଳଦୂଆଁ ଗ୍ରାମର ଚନ୍ଦା ମଣ୍ଡଳ ଆଶା ଦିଦିଙ୍କୁ ଅଶ୍ରିଳ ଇଙ୍ଗିତ,ସହ ମାରି ଦେବାର ଧମକ ଯାହାକି କାନରେ ଶୁଣିହେବନି ତାହା ସହ ଚୁଟିଧରି ଘୋଷରୀଥିବା ପୀଡିତା ବୟାନ କରିଛନ୍ତି,

ଏଇଠି ସ୍ବଚନା ଦିଆଯାଏ ଯେ ସରକାରଙ୍କ ନାରା ନାରୀଜାତିକୁ ସମ୍ନାନ ହେଲେ କଣ ହେବ ଦିନ ଦ୍ବିପହରେ ଯଦି କର୍ତବ୍ୟ ନିଷ୍ଟ ଆଶାଦିଦିଙ୍କୁ ଏମିତି ଅବସ୍ଥା କରାଯାଉଅଛି ରାତିରେ ତ ଛାଡ। ଏଠାରେ ତ ରାବଣ ରାଜ ଚାଲିଛି। ପ୍ରଶାସନକୁ ଅନୁରୋଧ କରାଯାଏ ପ୍ରକୃତ ସତ୍ୟକୁ ବାହାର କରି ଦୋଷିକୁ ଦଣ୍ଡିତ କରନ୍ତୁ।

Related Post

୧୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ହଡପ କରିବା ଅଭିଯୋଗରେ ଫାଇନାନ୍ସ କମ୍ପାନୀ ଆକାଉଣ୍ଟାଟ ଗିରଫ

Posted by - October 7, 2019 0
ଅନୁଗୋଳ(ମହେଶ ଭୋମରାଜ):ଅନୁଗୋଳ ମହିନ୍ଦ୍ରା ଫାଇନାନ୍ସ କମ୍ପାନୀରୁ ୧୫ ଲକ୍ଷ ୮୧ ହଜାର ୪୨୧ ଟଙ୍କା ହଡପ କରିଥିବା ଅଭିଯୋଗରେ ସେହି ଫାଇନାନ୍ସ କମ୍ପାନୀର ଆକାଉଣ୍ଟାଟଙ୍କୁ ଅନୁଗୋଳ ପୋଲିସ…

ନକଲି ତେଲ କାରଖାନା ଜବତ

Posted by - November 10, 2019 0
ମୟୁରଭଞ୍ଜ:ଉଦଳା NAC ୧୨ନଂ ୱାର୍ଡ଼ର ଜଣେଵ୍ଯକ୍ତି  ଆଜକୁ ଏକଵର୍ଷ ହେଵ ଵେଆଇନ ଭାଵେ ଅପମିଶ୍ରିତ ଖାଇଵା ତେଲ ଓ ଗୁଟଖା ତିଆରି କରି ,ଵଂଶୀଲାଲ ନାମରେ ଵିକ୍ରିକରି…

ବଡବିଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ରେଡ

Posted by - February 25, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ୍। ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି।…

ବ୍ୟାଟେରୀ ଚୋରିରେ ସମ୍ପୃକ୍ତ ୩ ଗିରଫ : ୭ ବ୍ୟାଟେରୀ ଉଦ୍ଧାର 

Posted by - October 2, 2019 0
ବଡ଼ବିଲ ଅଞ୍ଚଳରେ କ୍ରମାଗତ ଭାବେ ଗାଡିରୁ ବ୍ୟାଟେରୀ ଚୋରି ଅଭିଯୋଗ ପୋଲିସ ନିମନ୍ତେ ମୁଣ୍ଡ ବଥାର କାରଣ ହୋଇଥିବା ବେଳେ ଆଜି ପୋଲିସକୁ ସଫଳତା ମିଳିଛି। ଘଟଣାରୁ…

ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

Posted by - April 3, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ…

Leave a comment

Your email address will not be published.