ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଇବା ସମୟରେ ଦୁଇଜଣ ମହିଳାଙ୍କ ଖସିଲା ଗୋଡ, ଦେବଦୂତ ସାଜି ଏପରି ଜୀବନ ବଞ୍ଚାଇଲେ ଯବାନ

1024 2

ମୁମ୍ବାଇ: ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିବାର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ପରିସ୍ଥିତିରେ ଦୁଇଜଣ ମହିଳାଙ୍କୁ ଭାଗ୍ୟଶାଳୀ ବୋଲି କୁହାଯାଉଛି। କାରଣ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାଉ ଥିବା ସମୟରେ ଦୁହେଁ ପ୍ଲାଟଫର୍ମରେ ପଡ଼ି ରେଳ ଧାରଣାରେ ଯିବା ପୂର୍ବରୁ ଠିକ୍‌ ସମୟରେ ଦେବଦୂତ ସାଜି ଜିଆରପି ଯବାନ ଦୁହିଁଙ୍କ ଜୀବନ ବଞ୍ଚାଇ ଦେଇଥିଲେ।

ଏଭଳି ଏକ ଘଟଣା ମୁମ୍ବାଇ ଦାଦର ଷ୍ଟେସନ୍‌ରେ ଦେଖିବାକୁ ମିଳିଛି। ସିସିଟିଭି ଫୁଟେଜରେ କୈଦ୍‌ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି କି, ଦୁଇଜଣ ମହିଳା ଚାଲୁଥିବା ଲୋକାଲ୍‌ ଟ୍ରେନ୍‌ରେ ଅଲଗା ଅଲଗା ଦ୍ୱାରରୁ ଓହ୍ଲାଉଛନ୍ତି। ଏହି ସମୟରେ ଗୋଡ ଖସି ଯାଉଛି, ଦୁହେଁ ଆସି ପ୍ଲାଟଫର୍ମରେ ପଡ଼ି ଯାଉଛନ୍ତି। ତେବେ ଦୁହିଁଙ୍କ ଭାଗ୍ୟ ବହୁତ ଭଲ ଥିଲା କି ସେହି ସମୟରେ ଜିଆରପି ଯବାନ ସେହି ବାଟ ଦେଇ ଯାଉଥିଲେ। ମହିଳାଙ୍କୁ ଖସି ପଡ଼ିବା ଦେଖି ତୁରନ୍ତ କାବୁ କରି ନେଇଥିଲେ। ଦୁଇ ମହିଳା ଯଦି ରେଳ ଧାରଣାକୁ ଚାଲି ଯାଇଥାଆନ୍ତେ ତେବେ ଏକ ବଡ଼ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିଲଶ।

Related Post

ଅଧାରାସ୍ତାରେ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କଲେ ଡ୍ରାଇଭର, ଭିଡିଓ ଭାଇରାଲ

Posted by - July 18, 2019 3
ମୁମ୍ବାଇ: ଏକ ଟ୍ରେନ୍‌ର ଚାଳକ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା…

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 993
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…

ହୁ ହୁ ହୋଇ କରୋନା ବଢ଼ୁଥିବାରୁ ଗୃହ ମନ୍ତ୍ରାଳୟର ଏପ୍ରିଲ ମାସ ଗାଇଡଲାଇନ ଜାରି

Posted by - March 23, 2021 0
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆସିବା ସହ ହୁ ହୁ ହୋଇ ବଢ଼ୁଥିବା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ…

ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପରିବେଶ ଆଲୋଚନା ଚକ୍ର ଆୟୋଜିତ

Posted by - June 7, 2021 0
ଲଣ୍ଡନ/ନୂଆଦିଲ୍ଲୀ/ମୁମ୍ବାଇ/ ଭୁବନେଶ୍ୱର:(ସ୍ନେହଂଶୁ ଶେଖର ମହାନ୍ତି ) ରୁଟସ୍ ଅଫ ଓଡ଼ିଶା ଫାଉଣ୍ଡେସନ ଓ “ହାଇଫାଇପ ସୋସିଆଲ ଇନୋଭେସନସ” (ଏଚ୍ ଏଫ୍ ଏସ ଆଇ)ର ମିଳିତ ସହଯୋଗରେ ଅନଲାଇନ୍…

ସୁରଟ ରେ କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

Posted by - May 25, 2019 892
ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ…

There are 2 comments

  1. As I am looking at your writing, casinosite I regret being unable to do outdoor activities due to Corona 19, and I miss my old daily life. If you also miss the daily life of those days, would you please visit my site once? My site is a site where I post about photos and daily life when I was free.

  2. cialis super active 2 Post myocardial infarction, for the reduction of cardiovascular mortality in clinically stable patients with left ventricular failure or left ventricular dysfunction following myocardial infarction in adults 1

Leave a comment

Your email address will not be published.