Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବରୀ -କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚୋରୀ ଅଭିଯୋଗ

647 15

ବରୀ ୧/୧୨(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ଥାନା ଅର୍ନ୍ତଗତ କୃଷ୍ଣନଗର ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ କେହି ଦୃର୍ବୁତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରି ନେଇଥିବା ବରୀ ôାମଚନ୍ଦ୍ରପୁର ଥାନାରେ ରବିବାର ଅଭିଯୋଗ ହୋଇଛି । ଏହି ଅଭିଯୋଗ କୃଷ୍ଣନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର କୈବଲ୍ୟ ଚରଣ ମଲ୍ଲିକ କରିଥିବା ଥାନା ତରଫରୁ ଜଣାପଡିଛି । ଏନେଇ ପୋଲିସ ୨୬୯/୧୯ ରେଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର କହିଛନ୍ତି ।

ପ୍ରକାଶ ଥାଉକି ଶନିବାର ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ଡାକ୍ତର, ଫାର୍ମାଶିଷ୍ଟ, ଆଟେଣ୍ଡାନ ସଂନ୍ଧ୍ୟାରେ ନିଜ ନିଜ ଘରକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାଟକର ତାଲାକୁ ଭାଙ୍ଗି ଦୃର୍ବୁତମାନେ ଡେସ୍କଟପ ୧ଟି,ମନିଟର୧ଟି,ୟୁପିଏସ ୧ଟି,ବ୍ୟାଟେରୀ ୨ଟି, ଇନଭେଟର ୧ଟି ଚୋରୀ କରି ନେଇଥିବାବେଳେ ଗୋଟିଏ ପୁରୁଣା ମଟର ସାକେଲକୁ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ବାହାର କରି କିଛି ବାଟରେ ତଣ୍ଡି ବଣରେ ଫିଙ୍ଗି ଦେଇ ଚାଲିଯାଇଥିବା ବରୀ ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଧିକ କିଛି ତଥ୍ୟ ପାଇବା ପାଇଁ ବରୀ ପୋଲିସ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଅଭିଯୋଗକାରୀ ଡାକ୍ତର ମଲ୍ଲିକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହିତ ତଦନ୍ତ ଜାରି ରଖିଥିବା ଥାନ ପକ୍ଷରୁ ଜଣାପଡିଛି ।

Related Post

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ଜୈନିକ ନାବାଳିକା କୁ ଅପହରଣ ଓ…

ଆଇପିଏଲ୍ ବେଟିଙ୍ଗ୍ ଚାଲିଥିବା ବେଳେ ଧରିଲା ପୋଲିସ

Posted by - May 17, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ବର୍ତମାନ ଆଇପିଏଲ୍ ସଟ୍ଟା ଖେଳର ଏକ ହବ୍ ରେ ପରିଣତ ହେବାରେ ଲାଗିଛି…

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ବଡ଼ଚଣା ପୋଲିସ ଦ୍ୱାରା ୬ଡକାୟତ ଗିରଫ, ହାତବୋମା, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବାଇକ ଜବତ l

Posted by - November 20, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ) ବଡ଼ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ବଡ଼ଚଣା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ…

There are 15 comments

  1. Do you mind if I quote a few of your posts as long as I provide credit and
    sources back to your weblog? My blog site is in the very same area of interest as yours and my visitors would certainly benefit from a lot of the information you present here.
    Please let me know if this okay with you. Appreciate it!

  2. Howdy would you mind stating which blog platform you’re using?
    I’m planning to start my own blog soon but I’m having a hard
    time deciding between BlogEngine/Wordpress/B2evolution and Drupal.
    The reason I ask is because your layout seems different then most blogs and I’m
    looking for something unique.
    P.S Sorry for being off-topic but I had to ask!

  3. We’re a group of volunteers and opening a new scheme in our community.
    Your site provided us with valuable info to
    work on. You’ve done an impressive job and our whole community will be grateful to you.

  4. I’m really enjoying the design and layout of your blog.
    It’s a very easy on the eyes which makes it much more enjoyable for me to come here and visit more often.
    Did you hire out a developer to create your theme?
    Excellent work!

  5. Hey there would you mind sharing which blog platform
    you’re using? I’m looking to start my own blog in the near future but I’m
    having a difficult time choosing between BlogEngine/Wordpress/B2evolution and Drupal.
    The reason I ask is because your design seems different
    then most blogs and I’m looking for something unique.
    P.S Sorry for being off-topic but I had to ask!

  6. Hey there! I know this is kind of off topic but I was
    wondering which blog platform are you using for this site?
    I’m getting tired of WordPress because I’ve had issues with hackers
    and I’m looking at alternatives for another platform. I would be great if you could point me
    in the direction of a good platform.

  7. I really like your blog.. very nice colors & theme.

    Did you create this website yourself or did you
    hire someone to do it for you? Plz reply as I’m looking to construct my own blog and would like to know where u got this from.
    thank you

  8. I love what you guys are usually up too. This kind of clever work and exposure!
    Keep up the superb works guys I’ve incorporated
    you guys to my own blogroll.

  9. Nice blog right here! Additionally your web site loads
    up fast! What web host are you using? Can I am getting your associate hyperlink on your host?
    I want my site loaded up as fast as yours lol

Leave a comment

Your email address will not be published.