ଧଣ୍ଡାମୁଣ୍ଡା ରେ ପୁଲବାମା ସହିଦ ଯବାନ ଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

41 0

ଖପ୍ରାଖୋଲ :୧୪/୨( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଠାରେ ପୁଲବାମା ସହିଦ ଯବାନ ଙ୍କ ସ୍ମୃତିରେ କେଣ୍ଡେଲ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସାଇରାମ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏକ ସ୍ମୁତି ସଭା ଅନୁଷ୍ଟିତ ହୋଇଥିଲା । ୨୦୧୯ ପୂଳବାମା ଠାରେ ସହିଦ ହୋଇଥିବା ୪୪ ଜଣ ଯବାନ ଙ୍କ ଉଦ୍ଦେଶ୍ୟ ରେ ସ୍ମୁତି ଚାରଣ କରାଯାଇଥିଲା ପରେ ଏକ କେଣ୍ଡଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା।

କେଣ୍ଡେଲ ଶୋଭାଯାତ୍ରା ରେ ଖପ୍ରାଖୋଲ ବି ଡି ଓ ରଶ୍ମିରଞ୍ଜନ ରାଉତ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସରପଞ୍ଚ ବୈଦ୍ୟନାଥ ମିଶ୍ର, ନାନ୍ଦୂପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ , ଡା, ଅଶୋକ ଭୋଇ , ବିଜୟ ମିଶ୍ର ସମେତ ଖପ୍ରାଖୋଲ ୧୮୯ ର ବ୍ୟାଟେଲିଆନ ସିଆରପିଏଫ୍ ଯବାନ , ବିଏସ ଏଫ୍ ଯବାନ ରିଙ୍କୁ ବାରିକ , ସୁରମା ପଧାନ , ଅନନ୍ତ ପଧାନ , ଶୋଭନ ମିଶ୍ର , କମଳା ପତି ମିଶ୍ର , ପବିତ୍ର ପଟେଲ , ରଞ୍ଜନ ସାହୁ , ଗୌର ବାଗ ସମେତ ଶତାଧିକ ମହିଳା ପୁରୁଷ ଯୋଗ ଦେଇ ଥିଲେ । ଏହି ଅବସରରେ ଯବାନ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା।

Related Post

ଜିତିଥିବା ପ୍ରାର୍ଥୀ ଙ୍କ ତାଲିକା

Posted by - May 24, 2019 0
ରାଜନଗରରେ ବିଜେଡିରୁ ଧ୍ରୁବ ସାହୁ ଅନୁଗୋଳରେ ବିଜେଡିରୁ ରଜନୀକାନ୍ତ ସିଂହ ଆସିକାରେ ବିଜେଡିରୁ ମଂଜୁଳା ସ୍ୱାଇଁ ଆଠଗଡ଼ରେ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠମଲ୍ଲିକରେ ବିଜେଡିରୁ ରମେଶ…

ବୌଦ୍ଧ ଜିଲ୍ଲାରେ ଅନୁକମ୍ପା ରାଶି ପ୍ରଦାନ,୮୩ ଜଣକୁ ମିଳିଲା ପ୍ରାୟ ଏକ କୋଟି ସତର ଲକ୍ଷ୍ୟ ରୁ ଉର୍ଦ୍ଧ ରାଶି

Posted by - January 14, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)କେନ୍ଦୁପତ୍ର ବିଭାଗ ଆନୁକୂଲ୍ୟରେ ଆଜି ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି ଓ ସାମୁହିକ କର୍ମଚାରୀଙ୍କ ପାଇଁ ସରକାରଙ୍କ ସହାୟତl ରାଶି ର ଏକ କାର୍ଯ୍ୟକ୍ରମ…

ଝରଣୀଗାଁ ରେ ପହଁଞ୍ଚିଲେ ୬ ଜାଣିଆ(ଭୁଲିଆ) ମେହେର ସମାଜ ପ୍ରତିନିଧି ଦଳ

Posted by - November 1, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…

ଚାଷୀ ପ୍ରତିନିଧି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - July 2, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ସେବା ସମବାୟ ସମିତିର ଖାମଖିଆଲି ମନୋଭାବ ଯୋଗୁଁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି l ଏନେଇ…

ଧର୍ମଗଡ ରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟଘାଟ,ସଂଜୀବନି କାର୍ଯ୍ୟକ୍ରମ ରେ ୬୧ ଇଉନିଟ ରକ୍ତ ସଂଗ୍ରହ

Posted by - October 2, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ସେନା ଦ୍ଵାରା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜ ର ନୂଆଖାଇ ଭେଟ…