ରଙ୍ଗାରଙ୍ଗ ପରିବେଶ ରେ ଉଦଘାଟିତ ହେଲା ଯାଜପୁର ଜିଲା ମହୋତ୍ସବ ୨୦୨୩

140 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ବାଳାଶ୍ରମ ପଡ଼ିଆ ରେ କଲେ ଉଦଘାଟନ। ଏଥିରେ ଯାଜପୁର ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଅଶୋକ ପଣ୍ଡା,ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ,ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଉପସ୍ଥିତ ଥିଲେ।

ଏଭଳି ମହୋତ୍ସବ ଫଳରେ ଜିଲାର ସାହିତ୍ୟ ଓ କଳା ର ବିକାଶ ହୋଇପାରିବ ବୋଲି ମତ ଦେଇଥିଲେ। ବଲିଉଡ଼ ଅଭିନେତ୍ରୀ ନେହା ଧୁପିଆ ଙ୍କ ସଂଯୋଜନା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିଲା । ପରେ ହିନ୍ଦୀ ସିନେମା ଜଗତ ର ସୁନାମ ଧନ୍ୟ ଗାୟିକା ସୁନିଧି ଚୌହାନ ତାଙ୍କ ଗୀତା ରେ ଦର୍ଶକ ମାନଙ୍କ ମନ ମୋହିଥିଲେ ।

ତଳେ ଥିବା ଲିଙ୍କ କୁ କ୍ଲିକ କରି ଦେଖନ୍ତୁ ପୁରା ଭିଡିଓ 

LIVE TV

 

Related Post

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 9, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ…

ମିନିଟ୍ରକ ସହ ୩ଶହ ୫୦ ବସ୍ତା ସାର ଜବତ

Posted by - July 19, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ଗ୍ରାମର ଜନୈକ ସାର ବ୍ୟବସାୟୀଙ୍କ ଗୋଦାମରୁ ନବରଙ୍ଗପୁର ଜିଲ୍ଲାକୁ ୟୁରିଆ…

ବିପୁଳ ପରିମାଣର ବିସ୍ପୋରକ ବୋଝେଇ ଭେନ ଜବତ କଲା ବାଉଁଶୁଣି ପୋଲିସ

Posted by - December 5, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ବାଉଁଶୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣ ର ବିସ୍ଫୋରକ ବୋଝେଇ ଭେନ ଜବତ । ଡ୍ରାଇଭର ରାଜେଶ୍ ପ୍ରଧାନ ଅଟକ ।…

କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ,୧୬ ହଜାର ସିମ୍‌ କାର୍ଡ ଜବତ

Posted by - June 30, 2021 0
ଭୁବନେଶ୍ୱର : କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼,ହତ୍ୟା ସନ୍ଦେହ -ସ୍ଵାମୀ ଅଟକ

Posted by - January 6, 2019 143
କଟକ: ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ…