Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ।

79 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଶ୍ରୀ ଦିଲୀପ ପ୍ରଧାନ ଙ୍କ ସଭାପତିତ୍ବରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁ ବର୍ଗର ଶିକ୍ଷକ ଏକ ହୋଇ ଜିଲ୍ଲା ସ୍ତରୀୟ ଶିକ୍ଷକ ମିଳିତ ମଞ୍ଚ ଗଠନ ହୋଇଥିଲା ଫଳରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଶିକ୍ଷକ ଙ୍କ ପଦୋନ୍ନତି ପାଇଁ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଶିକ୍ଷକମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବା ଆଲୋଚନା ହେବା ସହ ଶିକ୍ଷକ ମାନଙ୍କ ସମସ୍ୟା କୁ ଜିଲ୍ଲା ସ୍ତରରେ ସମାଧାନ କରିବା ପାଇଁ ସଂକଳ୍ପ ହୋଇଥିଲା। ଏଥିରେ ହରଭଙ୍ଗା ବ୍ଲକ ସଭାପତି ବିରଞ୍ଚି ନାରାୟଣ ପ୍ରଧାନ , କଣ୍ଟାମାଳ ବ୍ଲକ ସଭାପତି ନୀଳାଚଳ ଭୋଇ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ମହାନ୍ତି,ଶିକ୍ଷକ ନେତା ସମ୍ଭୂ ପ୍ରସାଦ ଗିରି, ଶିକ୍ଷକ ସାଧୁଚରଣ ଦେହୁରୀ,ରବି ନାରାୟଣ ପ୍ରଧାନ ଙ୍କ ସମେତ ଜିଲ୍ଲାର ପ୍ରାୟ 200 ରୁ ଉର୍ଦ୍ଧ୍ବ ଶିକ୍ଷକ ଯୋଗ ଦେଇଥିଲେ

Related Post

ସାରସ୍ୱତ ସାଧକ ଡଃ: ମଙ୍ଗଲୁ ଚରଣ ବିଶ୍ୱାଲଙ୍କୁ ବରଗଡ ଠାରେ ଶ୍ରଦ୍ଧାଞ୍ଜଳି

Posted by - January 12, 2022 0
ବରଗଡ/ଅତାବିରା;ଏକା ଧାରରେ ଜଣେ ମାଁ ମାଟି ସମ୍ବଲପୁରି ଭାଷା ସାହିତ୍ୟର କବି,କାହାଣି ଲେଖକ,ନାଟ୍ୟକାର,ଔପନ୍ୟାସିକ,ସମ୍ବଲପୁରି ଭାଷାର କର୍ଣ୍ଣଧାର,ସୁ ପ୍ରସିଦ୍ଧ ସମ୍ବଲପୁରି ଫିଲ୍ମ ଭୁଖାର ଲେଖକ,ଆକାଶବାଣି ଗିତିକାର,ସମାଜର ବେଦନା ଚେତନା…

ଡ଼ୁମାଳ ସମାଜ ର ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଅନୁଷ୍ଠିତ

Posted by - October 21, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ଡ଼ୁମାଳ ଜାତି ସମାଜ ପୁରୁଣାକଟକ କେନ୍ଦ୍ର ଶାଖା ଆନୁକୂଲ୍ୟରେ ମା ମାହେଶ୍ୱରୀ ଙ୍କ ବାର୍ଷିକ ପୂଜା ଉତ୍ସବ ରୁଗୁଡ଼ିପାଲି ଗ୍ରାମ ଗୁଢ଼ି…

ଭବାନୀପାଟଣା ଠାରେ ମାଣ୍ଡିଆ ଦିବସ ଉପଲକ୍ଷେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

Posted by - November 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟ ର ପୁନଃ ପ୍ରଚଳନ ନିମନ୍ତେ ଓଡିଶା…

ଜୁନାନୀବାହାଲରେ ପୋଲିସର ଜନସମ୍ପର୍କ ଶିବିର : ବିଭିନ୍ନ ଉପକରଣମାନ ବଣ୍ଟନ

Posted by - April 19, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ଜୁନାନୀ ବାହାଲ ଗାଁ ରେ ଖପ୍ରାଖୋଲ ପୋଲିସ ତାରଫରୁ ଜନସମ୍ପର୍କ ଶିବିର ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି…

ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

Posted by - February 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ କଫିଟେରିଆ ର ଶୁଭ…