Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବହୁଜନ ମିଳିତ ମଞ୍ଚ ପକ୍ଷରୁ ସମଲେଇ ଯୋଜନା କୁ ବିରୋଧ କରି ଜିଲ୍ଲପାଳ କାର୍ଯ୍ୟାଳୟ ଆଗରେ ଧାରଣା

60 0

ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ସମ୍ବଲପୁର ରେ ଓଡିଶା ମୂଳ ନିବାସୀ ବହୁଜନ ମିଳିତ ମଞ୍ଚ ପକ୍ଷରୁ ଘୁଂଘୁଟିପଡା ବସ୍ତି ବଚାଓ ଆନ୍ଦୋଳନ କରାଯାଇଛି l ଏନେଇ ମଞ୍ଚ ପକ୍ଷରୁ ଆଜି ମଞ୍ଚର ସଦସ୍ୟ ମାନେ ମୁଦିପଡା ଛକରୁ ପୋଷ୍ଟର ବେନର ଧରି ଏକପଟୁଆର ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ଯନ୍ତ ପହଞ୍ଚିଥିଲେ l ଏହା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ମଞ୍ଚ ଅଭିଯୋଗ କରିଛି ଯେ ପୂର୍ବ ରୁ ସମଲେଇ ଯୋଜନା ପାଇଁ ଏହାର ଚତୁର୍ପାଶ୍ୱ ଅଞ୍ଚଳ କୁ ଉଚ୍ଛେଦ କରଯାଇ ସୋନ୍ଦର୍ଯ୍ୟ କରଣ କରାଯିବାର ନିଷ୍ପତି ନିଆଯାଇଥିଲା l

ତେବେ ବର୍ତ୍ତମାନ କେବଳ ଦଳିତ ବହୁଳ ଘୁଂଘୁଟିପଡା ଅଞ୍ଚଳ କୁ ହି ଉଚ୍ଛେଦ କରାଯାଉଛି l ତେଣୁ ଏହି ପ୍ରକଳ୍ପକୁ ଦଳିତ ବିରୋଧୀ ବୋଲି କହି ପ୍ରତିବାଦ କରିଛି ମଞ୍ଚ l ଏହା ସହ ଏହି ପ୍ରକଳ୍ପ ର କ୍ଷତି ପୂରଣ ଦିଆଯିବା ରେ ମଧ୍ୟ ପାତର ଅନ୍ତର କରାଯାଉଥିବା ନେଇ ମଞ୍ଚ ଅଭିଯୋଗ କରିଛି l କିଛି ଲୋକ ଙ୍କୁ ଅଧିକ କ୍ଷତି ପୂରଣ ଦିଆଯାଉଥିବା ବେଳେ କିଛି ଲୋକଙ୍କୁ କମ ପରିମାଣ ର କ୍ଷତି ପୂରଣ ଦିଆଯାଉଛି ବୋଲି ମଞ୍ଚ ଅଭିଯୋଗ କରିଛି ତେଣୁ ଏହି ପ୍ରକଳ୍ପ କୁ ବନ୍ଦ କରାଯିବ ପାଇଁ ମଞ୍ଚ ଦାବି କରିଛି l

Related Post

ଡ୍ରେନ ଭିତରୁ ମୄତଦେହ ଉଦ୍ଧାର

Posted by - January 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଚେରୁଆପଡା ସ୍ଥିତ ଏକ ଡ୍ରେନମଧ୍ୟରୁ ଜଣେ ବ୍ୟକ୍ତି ର ମୄତ ଦେହ ଉଦ୍ଧାର କରାଯାଇଛି । ମୄତଦେହ ଟି ଡ୍ରେନ ମଧ୍ୟରେ ଅଧା ଭାସୁଥିବା…

ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର

Posted by - November 27, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା  ବିରଜାପୁର ଗ୍ରାମର ମଠ ବାଡ଼ି ଠାରେ ଗଛରୁ  ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଉଛନ୍ତି ସ୍ତାନୀୟ…

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

Posted by - July 27, 2020 0
ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।…

ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ

Posted by - December 5, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଭୂମିହୀନ ପରିବାରଙ୍କୁ ସରକାରୀ ଜମି ପଟ୍ଟା ଯୋଗାଇ ଦେବା କରି ଜିଲାପ୍ରଶାସନକୁ ଭେଟିଲେ ଲୋକେ । ଯାଜପୁର ଜିଲାର ଦାନଗଦୀ ଓ ସୁକିନ୍ଦା…

ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

Posted by - May 15, 2022 0
ବେଲଗୁଣ୍ଠା: ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫…