ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

289 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ ବେଳକୁ ତାଙ୍କର ୬୩ ବର୍ଷ ବୟସ ହୋଇଥିଲା!ସେ ଏକ ମାସ ହେବ ଅସୁସ୍ଥ ଥିଲେ!

କିଶୋର ଜଣେ ସଫଳ ଚାଷୀ ଭାବେ ବିଶେଷ କରି ମିଠା ମକା ଚାଷ ଏହି ଅଞ୍ଚଳରେ ପ୍ରଥମ ଆରମ୍ଭ କରିଥିଲେ!ଅନ୍ୟ ପକ୍ଷରେ ସେ ଜଣେ ପରୋପକାରୀ ଉଦାର ହୃଦୟର ମଣିଷ ଥିଲେ!ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !ଗ୍ରାମ ଶ୍ମସାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା!ବଡ଼ ପୁଅ ଯଶୋବନ୍ତ ପ୍ରଧାନ ମୁଖାଗ୍ନି ଦେଇଥିଲେ

Related Post

ବଲାଙ୍ଗିର ଜିଲ୍ଲା ବ୍ଲକ ସ୍ତରୀୟ ନିଯୁକ୍ତି ମେଳା

Posted by - December 19, 2021 0
ବଙ୍ଗୋମୁଣ୍ଡା:୧୭/୧୨(ଅଭିମନ୍ୟୁ ବହିଦାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସର ରେ ବ୍ଲକ ସ୍ତରୀୟ ନିଯୁକ୍ତି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ…

ସିହିନିଗ୍ରାମରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ – ଯୋଗଦେଲେ ମନ୍ତ୍ରୀ ଟୁକୁନି ସାହୁ।

Posted by - October 15, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ ବିଜୁ ଜନତା ଦଳ ତରଫରୁ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ଯାଏଁ ରାଜ୍ଯବ୍ୟାପି…

ନେହୁରୁ ଯୁବ କେନ୍ଦ୍ର ,ନବରଙ୍ଗପୁର ଦ୍ୱାରା ଏକ ଦିବସୀୟ ଯୁବ ତାଲିମ ଶିବିର

Posted by - December 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ର ପୁର୍ଣିଗୁଡା ଗ୍ରାମ ଠାରେ ନେହୁରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ନାମରେ ଏକ ଦିବସୀୟ ତାଲିମ…

ମାହେଶ୍ୱରୀ ଗୋଶାଳାରେ କୁମାର ପୂର୍ଣ୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ କର୍ମଶାଳା ଆୟୋଜିତ

Posted by - October 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ରିଖ ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ର ଦନ୍ତା ପାଲି ମାହେଶ୍ୱରୀ ଗୋଶାଳା ପରିସରରେ କୁମାର ପୁର୍ଣିମା ଉତ୍ସବ ଓ ଗୋସୁରକ୍ଷା ଉପରେ…

ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ

Posted by - January 28, 2022 0
ବୁଗୁଡ଼ା:(ଦିଲୀପ ଖାଡେଙ୍ଗା)ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ଅଧିନରେ ଥିବା ଭୋଗଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା କର୍ମକାଣ୍ଡ ନିପୂଣ ଶ୍ରୀ ଘନଶ୍ୟାମ ମିଶ୍ର ଙ୍କ ୮୭…