ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ ବେଳକୁ ତାଙ୍କର ୬୩ ବର୍ଷ ବୟସ ହୋଇଥିଲା!ସେ ଏକ ମାସ ହେବ ଅସୁସ୍ଥ ଥିଲେ!
କିଶୋର ଜଣେ ସଫଳ ଚାଷୀ ଭାବେ ବିଶେଷ କରି ମିଠା ମକା ଚାଷ ଏହି ଅଞ୍ଚଳରେ ପ୍ରଥମ ଆରମ୍ଭ କରିଥିଲେ!ଅନ୍ୟ ପକ୍ଷରେ ସେ ଜଣେ ପରୋପକାରୀ ଉଦାର ହୃଦୟର ମଣିଷ ଥିଲେ!ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !ଗ୍ରାମ ଶ୍ମସାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା!ବଡ଼ ପୁଅ ଯଶୋବନ୍ତ ପ୍ରଧାନ ମୁଖାଗ୍ନି ଦେଇଥିଲେ