ଡ୍ରେନ ଭିତରୁ ମୄତଦେହ ଉଦ୍ଧାର

418 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଚେରୁଆପଡା ସ୍ଥିତ ଏକ ଡ୍ରେନମଧ୍ୟରୁ ଜଣେ ବ୍ୟକ୍ତି ର ମୄତ ଦେହ ଉଦ୍ଧାର କରାଯାଇଛି । ମୄତଦେହ ଟି ଡ୍ରେନ ମଧ୍ୟରେ ଅଧା ଭାସୁଥିବା ଅବସ୍ଥାରେ ଆଜି ଦେଖାଯାଇଛି । ତେବେ ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚି ମୄତ ଦେହକୁ ଉଦ୍ଧାର କରିବା ସହ ଏନେଇ ତଦନ୍ତ ଆରମ୍ଭ କରିଛି ।

ତେବେ କେଉଁ ପରିସ୍ଥିତିରେ ମୄତ ଯୁବକଙ୍କ ମୄତଦେହ ଟି ଡ୍ରେନ ରେ ପଡିଲା ଓ ଏହା ହତ୍ୟାକାଣ୍ଡ ନା ଅନ୍ୟକିଛି ସେଦିଗରେ ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଉଦ୍ଧାର ହୋଇଥିବା ମୄତଦେହ ଟି ର ପରିଚୟ ମିଳି ପାରିନଥିବା ବେଳେ ପୋଲିସ ପରିଚୟ ଜାଣିବା ପାଇଁ ପ୍ରଚେଷ୍ଟା କରିବା ସହ ଶବ ବ୍ୟବଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ସୁଚନା ମିଳିଛି ।

Related Post

ଜାତୀୟ ପଞ୍ଚାୟତୀ ରାଜ ଦିବସ ପାଳନ

Posted by - April 27, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ)  କାଶୀପୁର ବ୍ଲକ ର ପ୍ରାୟ ସମସ୍ତ ପଂଚାୟତ ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଛି, କୌଣସି କାରଣରୁ ଚନ୍ଦ୍ରଗିରି…

ଅମ୍ବାଦଳା ଠାରେ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ପାଳନ

Posted by - September 7, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ା ଜିଲ୍ଲା ଅମ୍ବାଦଳା ସହର ସ୍ଥିତ କପିଳେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ବୁଧବାର ମହାଆଡମ୍ବରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳନ କରାଯାଇଥିବା ବେଳେ…

ମନମୁଣ୍ଡାରେ ଥିବା ସହକାରୀ କୃଷି ଅଧିôକାରୀଙ୍କ କାର୍ଯ୍ୟାଳୟ ଓ ବିକ୍ରୟକେନ୍ଦ୍ର ଦୀର୍ଘଦିନ ହେଲା ବନ୍ଦ

Posted by - September 1, 2021 0
ବୌଦ୍ଧ/ କଂଟାମାଳ: (ସଂକର୍ଷଣ ବଘାର)କୃଷି ଓ କୃଷକର ବିକାଶ ପାଈଁ ରାଜ୍ୟ ସରକାର କାଳିଆ ଯୋଜନା ଓ କେନ୍ଦ୍ର ସରକାର ପି.ଏମ.କିଶାନ ଯୋଜନା କରିଚାଲିଥିବା ବେଳେ କୃଷକମାନଙ୍କ…

ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନୂତନ ବର୍ଷ ୨୦୨୨ ର ଶୁଭେଚ୍ଛା

Posted by - January 2, 2022 0
ନବରଂଗପୁର:(ବେଣୁଗୋପାଳ ରାଓ ) ଓଡ଼ିଶା ସାମ୍ୱାଦିକ ସଙ୍ଘ  ନବରଙ୍ଗପୁର ଜିଲ୍ଲା ତରଫରୁ ଜିଲ୍ଲାପାଳ ଡ: କମଳ ଲୋଚନ ମିଶ୍ର ଙ୍କୁ ସାକ୍ଷାତ କରି ନୂତନ ବର୍ଷ ୨୦୨୨…