ବର୍ଷା ଦିନେ ହରିଶଙ୍କର କଲେଜ ର ଛାତ୍ର ଛାତ୍ରୀ ହଟ୍ଟହାଟା

33 0

ବର୍ଷା ଦିନେ ହରିଶଙ୍କର କଲେଜ କେ ଜଲଦି ଜଲଦି ପଢ଼ି ଚାଲ ୧୦୦ ମିଟର ରେ କାଦୋ ପଚ ପଚ ଦସଟା ଖାଲ , ହିଟି ହାବିଡି ପଡଲେ ପାଠ ପଢା ଛାଡ଼ି ଘର୍କେ ଚାଲ
ଖପ୍ରାଖୋଲ ୨୦/୦୮ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର କଲେଜ ରାସ୍ତା ବର୍ଷା ଦିନେ କାଦୁଆ ପଚ ପଚ ହେଉଥିବାରୁ ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଯାତାୟାତ ରେ ନାହିଁ ନଥିବାର ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ଶତାଧିକ ଛାତ୍ର ଛାତ୍ରୀ ଓ ଜନସାଧାରଣ ଯାତୟତ କରୁଥିବା ବେଳେ ରାସ୍ତାଟି ଖାଲ ଖମା ରେ ଭର୍ତି ହେବେ ସହ କାଦୁଆ ପଚ ପଚ ହୋଇଥିବାରୁ ଯିବା ଆସିବା ସମୟରେ ଛୋଟ ଛୋଟ ଦୁର୍ଘଟଣା ମାନ ହେଉଅଛି ।

ଫଳରେ ସ୍ଥାନୀୟ ଲୋକେ ବର୍ଷା ଦିନେ ହରିଶଙ୍କର କଲେଜ କେ ଜଲଦି ଜଲଦି ପଢ଼ି ଚାଲ ୧୦୦ ମିଟର ରେ କାଦୋ ପଚ ପଚ ଦସଟା ଖାଲ , ହିଟି ହାବିଡି ପଡଲେ ପାଠ ପଢା ଛାଡ଼ି ଘର୍କେ ଚାଲ ବୋଲି କହୁଥିବା ଚର୍ଚ୍ଚା ହେଉଛି । ଏହି ରାସ୍ତା ଉପରେ ଦୀର୍ଘ ୨୫ ବର୍ଷ ହେବ ହରିଶଙ୍କର କଲେଜ ର ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଯାତାୟତ କରି ଆସୁଛନ୍ତି । ହେଲେ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଦୀର୍ଘ ବର୍ଷ ହେବ ଦାବି କରୁଥିଲେ ମଧ୍ୟ ପ୍ରଶାସନ ର ଅବହେଳା ପାଇଁ ୪୦୦ ମିଟର ରାସ୍ତା କଂକ୍ରିଟ କରଣ ହୋଇନଥିବା ରୁ ଖାଲ ଖମା ରେ ଭର୍ତ୍ତି ହୋଇ ବର୍ଷା ଦିନେ କାଦୁଆ ପଚ ପଚ ହେଉଅଛି । ଏନେଇ ବ୍ଲକ ପ୍ରଶାସନ ଧ୍ୟାନ ଦେଇ ରାସ୍ତା କୁ କଂକ୍ରିଟ ରାସ୍ତା ନିର୍ମାଣ କରିବା ପାଇଁ ଖପ୍ରାଖୋଲ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Post

ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି।

Posted by - January 5, 2019 0
ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି। ଏହାସହ କହିଛନ୍ତି ସାଢେ ୪ ବର୍ଷ…

ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର

Posted by - November 16, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା…

ରାଜ୍ୟରେ ବିସ୍ଫୋରଣ ; ଅନଗୁଳ ଜିଲ୍ଲାରେ ବ୍ରେକ୍ ଫେଲ୍

Posted by - July 19, 2020 0
ଅନୁଗୁଳ: (ମହେଶ ଭୋମରାଜ)ରାଜ୍ୟରୁ ଆଜି ଆଉ ୭୩୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ରାଜ୍ୟର ୨୫ଟି ଜିଲାରୁ ଚିହ୍ନଟ ୭୩୬ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ପୁରୀର ବୃଦ୍ଧ ଏନ୍‌. ତ୍ରିନାଥଙ୍କର ନିଖୋଜ ଘଟଣା,ଶେଷରେ ପାଗଳ କରିଦେବାକୁ ମସୁଧା

Posted by - June 7, 2021 0
ଭୁବନେଶ୍ବର :ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ‘ଏଇ ଓଡିଶା ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ମୁଣ୍ଡରୁ ଦୋଷ…

ଖବର କାଗଜ ବିତରକଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ର ଶୁଭାରମ୍ଭ

Posted by - December 24, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଂଜିକୃତ ସମସ୍ତ ଖବର କାଗଜ ବିତରକ ଙ୍କ ନିମନ୍ତେ ସ୍ୱତନ୍ତ୍ର…